Latest Odisha News

BREAKING NEWS

Browsing Category

ଫିଚର

ଜାମ୍ମୁ ଓ କାଶ୍ମୀରର ୨ଟି ସ୍ଥାନରେ ଏନକାଉଣ୍ଟର; ଜଣେ ସହିଦ, ୩ ଲସ୍କର ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଏକାସାଥୀରେ ୨ଟି ସ୍ଥାନରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ଚାଲିଛି । ବଡ଼ଗାମ ଜିଲ୍ଲାର ବୀରବାହରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ରାଜ୍ୟ ପୋଲିସର ଜଣେ କର୍ମଚାରୀ ସହିଦ ହୋଇଛନ୍ତି ।…

ଆଜିଠୁ ଆରମ୍ଭ ଖଣ୍ଡଗିରି କୁମ୍ଭ ମେଳା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରି କୁମ୍ଭ ମେଳା । ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ ପରେ ପରମ୍ପରା ଅନୁଯାୟୀ ଖଣ୍ଡଗିରି କୁମ୍ଭ ମେଳରେ ପ୍ରଜ୍ବଳିତ ହୋଇଥାଏ ଧ୍ବନୀ । ମାଘସପ୍ତମୀରୁ ଆରମ୍ଭ ହେଉଥିବା କୁମ୍ଭମେଳା ପୂର୍ଣ୍ଣିମା ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବ । ଏହି ପବିତ୍ର ଅବସରକୁ…

ଆଜି ପବିତ୍ର ମାଘ ସପ୍ତମୀ: ବିନା ଭକ୍ତରେ ହେଲା ଚନ୍ଦ୍ରଭାଗା ବୁଡ଼

କୋଣାର୍କ(ପୁରୀ): ଆଜି ପବିତ୍ର ମାଘ ସପ୍ତମୀ । ଏବର୍ଷ କରୋନା କଟକଣା ଭିତରେ ଚନ୍ଦ୍ରଭାଗାରେ ଅନୁଷ୍ଠିତ ହେଉଛି ମାଘମେଳା । ଚନ୍ଦ୍ରଭାଗାରେ ମାଘ ବୁଡ଼ ପକାଇବାରୁ ଏଥର ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । କୋଭିଡ୍ କଟକଣା ଭିତରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ଚନ୍ଦ୍ରଭାଗା ବୁଡ଼ । ପରମ୍ପରା…

ପାଣିପାଗ ବିଭାଗର ସତର୍କ ସୂଚନା; ୧୪ ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ରାଜ୍ୟର ୧୪ଟି ଜିଲ୍ଲାରେ ଶୁକ୍ରବାର ଦିନ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା,…

ମାନିଲା ଚୀନ, ଗଲୱାନ ହିଂସାରେ ମରିଥିଲେ ତା’ର ସୈନିକ

ନୂଆଦିଲ୍ଲୀ: ଏଲଏସିରେ ଭାରତ-ପାକିସ୍ତାନ ମଧ୍ୟରେ ବର୍ଷେରୁ ଅଧିକ ସମୟ ହେବ ଲାଗି ରହିଥିବା ଉତ୍ତେଜନା କମୁଛି । ଉତ୍ତେଜନା ଥମୁଥିବା ବେଳେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଚୀନ ସୈନିକ ମରିଥିବା ପ୍ରଥମଥର ଲାଗି ବେଜିଂ ସ୍ୱୀକାର କରିଛି । ଜୁନ୍ ୨୦୨୦ରେ ଏଲଏସିରେ ହୋଇଥିବା ସଂଘର୍ଷରେ…

ସୁପ୍ରିମକୋର୍ଟରେ ଆଜି କୋଟିଆ ମାମଲାର ଶୁଣାଣି

ନୂଆଦିଲ୍ଲୀ: କୋଟିଆ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ରହିଛି ।  ଜଷ୍ଟିସ ଏ.ଏମ୍. ଖାନ୍‌ୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ । ତାପୂର୍ବରୁ ଓଡିଶାର ଅଦାଲତ ଅବମାନନା ଅଭିଯୋଗ ସଂପର୍କିତ ପିଟିସନ ଉପରେ ଜବାବ ଦାଖଲ କରିଥିଲା ଆନ୍ଧ୍ରପ୍ରଦେଶ…

ପୁରୀରେ କଙ୍ଗନା; ଜଗା ଦର୍ଶନ ସହ କଲେ ବେଢ଼ା ପରିକ୍ରମା

ପୁରୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ତେବେ ଆଜି ଭୋରରୁ କାଙ୍ଗନା ଭୁବନେଶ୍ୱରରୁ ପୁରୀ ଯାଇ ସେଠାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିବା ସୂଚନା ମିଳିଛି। https://youtu.be/DIF1LYwcEM0 କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର…

ଏଣିକି ଗୁଣ୍ଡିଚା ମନ୍ଦିରରେ ହେବ ନିଶୁଳ୍କ ଦର୍ଶନ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଉ ଦେବାକୁ ପଡିବନି ପ୍ରବେଶ ଶୁଳ୍କ । ୨୦୨୧-୨୨ ଆର୍ଥିକ ବର୍ଷରୁ ଏହାକୁ ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି । କେବଳ ଗୁଣ୍ଡିଚା ମନ୍ଦିର ନୁହେଁ, ନରେନ୍ଦ୍ର ପୁଷ୍ମରଣୀ, ରୋହିଣୀ କୁଣ୍ଡ, ଶ୍ରୀମନ୍ଦିର ମହାଲକ୍ଷ୍ମୀ ଭଣ୍ଡାର ରୋଷ ଦର୍ଶନୀ…

ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ

ଭୁବନେଶ୍ୱର: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ତେବେ ଯାହା ଅନୁମାନ କରାଯାଉଛି କୌଣସି କାର୍ଯ୍ୟକ୍ରମରେ ନୁହେଁ ବରଂ ସେ ବୁଲିବା ପାଇଁ ଆସିଛନ୍ତି । ଏକ ସୂତ୍ରରୁ ଜଣାପଡିଛି ଯେ ସେ ରାଜଧାନୀର ଏକ ପ୍ରିମିୟର ହୋଟେଲରେ ରହିଛନ୍ତି । ସେ…

ଭୁବନେଶ୍ବରରେ ଯୁବତୀଙ୍କ ଠାରୁ ଲୁଟ୍

ଭୁବନେଶ୍ବର : ରାଜଧାନୀରେ ଯୁବତୀଙ୍କ ଠାରୁ ଲୁଟ୍ । ବାଣୀବିହାର ଛକରେ ଯୁବତୀଙ୍କ ଠାରୁ ୨୦ ହଜାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୨୦ ହଜାର ଟଙ୍କା ମୋବାଇଲ ଫୋନ୍, ଏଟିଏମ କାର୍ଡ ସହ ଭ୍ୟାନ୍‌ଟି ବ୍ୟାଗ ଛଡ଼ାଇ ନେଇଛନ୍ତି ଲୁଟେରା । ସସ୍ମିତା ପାତ୍ର ନାମକ ଜଣେ ଯୁବତୀ ସ୍କୁଟି ଚଳାଇ ଯାଉଥିବା…