Latest Odisha News

BREAKING NEWS

Browsing Category

ଫିଚର

ଚେନ୍ନାଇ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ, ୨୨୭ ରନରେ ଜିତିଲା ଇଂଲଣ୍ଡ

ଚେନ୍ନାଇ: ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆର ପରାଜୟ । ୨୨୭ ରନରେ ବୃହତ ବିଜୟ ହାସଲ କରିଛି ଇଂଲଣ୍ଡ । ୪୨୦ରନର ବିଶାଳ ଟାର୍ଗେଟର ପିଛା କରି ଶେଷ ଦିନରେ ଭାରତ କରିଥିଲା ମାତ୍ର ୧୯୨ ରନ୍ । ଆଜି ଥିଲା ମ୍ୟାଚର ଶେଷ ଦିନ । ବିଜୟ ପାଇଁ ଭାରତକୁ ଆଉ ୩୮୧ ରନ୍ ଆବଶ୍ୟକ ଥିଲା । ତେବେ ଜେମସ୍ ଆଣ୍ଡରସନ୍…

ତୈଳ ଦର ବୃଦ୍ଧିର ପ୍ରତିବାଦ, ୧୫ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା କଂଗ୍ରେସ ଦେଇଛି ବନ୍ଦ ଡାକରା । ଆସନ୍ତା ୧୫ ତାରିଖରେ ରାଜ୍ୟରେ ବନ୍ଦ ପାଳନ କରିବ କଂଗ୍ରେସ । ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ୧୫ ତାରିଖ ସକାଳ ୭ଟାରୁ ଦିନ ୧ଟା ଯାଏ ଓଡ଼ିଶା ବନ୍ଦ ପାଳନ କରିବ କଂଗ୍ରେସ ।…

ଦେଶରେ ଆକାଂକ୍ଷୀ ଜିଲ୍ଲା ତାଲିକାର ପ୍ରଥମ ସ୍ଥାନରେ ଗଜପତି, ପଞ୍ଚମରେ କୋରାପୁଟ

ନୂଆଦିଲ୍ଲୀ: ଦେଶର ଆକାଂକ୍ଷୀ ଜିଲ୍ଲା ତାଲିକାର ଟପ୍ ପୋଜିସନରେ ଓଡ଼ିଶାର ଦୁଇଟି ଜିଲ୍ଲା । ପ୍ରଥମ ଦଶଟି ସ୍ଥାନରେ ରହିଛନ୍ତି । ଆକାଂକ୍ଷୀ ଜିଲ୍ଲା ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛି ରାୟଗଡ଼ା ଜିଲ୍ଲା । ସେହିପରି ପଞ୍ଚମ ସ୍ଥାନରେ ଅଛି କୋରାପୁଟ । ୨୦୨୦ ଡିସେମ୍ବର ମାସ ପାଇଁ ନୀତି ଆୟୋଗ…

ଉତ୍ତରାଖଣ୍ଡରେ ହିମସ୍ଖଳନ: ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି

ଚାମୋଲି: ଉତ୍ତରାଖଣ୍ଡରେ ହିମସ୍ଖଳନ ପରେ ମଙ୍ଗଳବାର ଦିନ ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଯାହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ ଏହି ହିମସ୍ଖଳନ ପରେ ଚାମୋଲି ଜିଲ୍ଲାର ତାପୋବନ ବିଦ୍ୟୁତ୍ ପ୍ରକଳ୍ପ ଟନେଲରେ ଫସିଥିବା ପ୍ରାୟ ୩୫ ଜଣ ଶ୍ରମିକଙ୍କୁ…

ରାଜ୍ୟରେ ୯ ଦିନ ପରେ ଶହେ ଡେଇଁଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ନିୟନ୍ତ୍ରଣରେ ରହିଛି । ଲଗାତାର ୯ ଦିନ କମିବା ପରେ ଆଜି ଶହେ ଡେଇଁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୨ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୬୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୪୨ଟି…

କୋଷ୍ଟାଲ ହାଇୱେ କମିବା ପ୍ରସଙ୍ଗରେ ଉଦବେଗ ପ୍ରକାଶ କଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର: କୋଷ୍ଟାଲ ହାଇଓ୍ୱେ ପ୍ରସଙ୍ଗରେ ରାଜ୍ୟସଭାରେ କେନ୍ଦ୍ର ସଡ଼କ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ସେ କହିଛନ୍ତି, ପୂର୍ବରୁ ଯାହା ସନ୍ଦେହ କରୁଥିଲେ ତାହା ସତ୍ୟ ପ୍ରମାଣିତ ହୋଇଛି ।…

ଅଲଡୋ ହେଲା କନ୍ୟାରତ୍ନ: ପାଳଗଦା ଭିତରୁ ନବଜାତ ଶିଶୁ ଉଦ୍ଧାର

ଭବାନୀପାଟଣା: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ପାଳଗଦା ଭିତରୁ ଜଣେ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଶିଉନି ଗାଁରୁ ନବଜାତକୁ ଉଦ୍ଧାର କରାଯାଇଛି । ଶୌଚ ପାଇଁ ଯାଉଥିବା କିଛି ମହିଳା ଆଜି ସକାଳେ ପାଳଗଦା ଭିତରୁ ଶିଶୁର କାନ୍ଦ ଶୁଣିଥିଲେ ।…

ରାଜ୍ୟସଭାରେ ଗୁଲାମ ନବୀ ଆଜାଦଙ୍କ ବିଷୟରେ କହିବା ବେଳେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କର ରାଜ୍ୟସଭାରେ କାର୍ୟ୍ୟକାଳ ଶେଷ ହେଉଛି । ତାଙ୍କ ସହ ଆଉ ତିନି ଜଣ ସଦସ୍ୟଙ୍କର ବି ସରୁଛି କାର୍ଯ୍ୟକାଳ । ଆଜି ରାଜ୍ୟସଭାରେ ବିଦାୟକାଳୀନ ଅଭିଭାଷଣ ବେଳେ ଗୁଲାମ ନବୀ ଆଜାଦଙ୍କ ବିଷୟରେ କହିବା ବେଳେ କୋହ ସମ୍ଭାଳି ପାଲିଲେନି…

ନବରଙ୍ଗପୁର ଉପକାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ନବରଙ୍ଗପୁର: ବିଚାରଧୀନ କଏଦୀଙ୍କ ମୃତ୍ୟୁ । ନବରଙ୍ଗପୁର ଉପକାରାଗାରର ଜଣେ ବିଚାରାଧୀନ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ନାଁ ରାମଧର ଭୋତ୍ରା ଓ ଘର କୋଡ଼ିଙ୍ଗା ଥାନା ଦଶାପାଇଗୁଡ଼ା ଗାଁରେ । ଗତକାଲି ତାଙ୍କର ଦେହ ଅସୁସ୍ଥ ହୋଇଥିଲା । ଚିକିତ୍ସା ପାଇଁ ରାମଧରଙ୍କୁ…

ଲାଲକିଲ୍ଲା ହିଂସାକାଣ୍ଡର ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଦିଲ୍ଲୀ ଲାଲକିଲ୍ଲା ହିଂସା ଘଟଣାରେ ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ । ତାକୁ ଗିରଫ କରିଛି ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ । ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଲାଲକିଲ୍ଲାରେ ହୋଇଥିବା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ଭିତରେ ସେ ଥିଲା । ୧୫ ଦିନ…