Latest Odisha News

BREAKING NEWS

Browsing Category

ଫିଚର

ଦିଲ୍ଲୀ ପୋଲିସକୁ ବଡ ସଫଳତା : ହିଂସା ଅଭିଯୁକ୍ତ ସୁଖଦେବ ଚଣ୍ଡୀଗଡରେ ଗିରଫ

ନୂଆଦିଲ୍ଲୀ:ଗଣତନ୍ତ୍ର ଦିବସରେ ହୋଇଥିବା ଟ୍ରାକ୍ଟର ର‌୍ୟାଲୀ ହିଂସାରେ ଦିଲ୍ଲୀ ପୋଲିସକୁ ରବିବାର ବଡ ସଫଳତା ହାତ ଲାଗିଛି । ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଂଚ ଅଭିଯୁକ୍ତ ସୁଖଦେବ ସିଂଙ୍କୁ ଚଣ୍ଡୀଗଡରେ ଗିରଫ କରିଛି । ସୁଖଦେବଙ୍କ ଉପରେ ୫୦,୦୦୦ ପୁରସ୍କାର ରାଶି ରଖାଯାଇଥିଲା । ପଞ୍ଜାବୀ…

ଆସନ୍ତାକାଲିଠୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ

ଭୁବନେଶ୍ବର : ଆସନ୍ତାକାଲିଠାରୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ । ଶ୍ରେଣୀଗୃହରେ ପୁଣି ଥରେ ପାଠ ପଢ଼ିବେ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏହାର ଚୂଡ଼ାନ୍ତ ପ୍ରସ୍ତୁତିକୁ ନେଇ ଭୁବନେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟ ସ୍କୁଲ ପରିଦର୍ଶନ କରିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ…

ଭିନ୍ନକ୍ଷମ ତାଲିମକେନ୍ଦ୍ର ସେକ୍ସ ରାକେଟ୍ ଘଟଣାରେ ୭ ଗିରଫ

ଭୁବନେଶ୍ବର : ଭିନ୍ନକ୍ଷମ ତାଲିମକେନ୍ଦ୍ର ସେକ୍ସ ରାକେଟ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ସେକ୍ସ ରାକେଟ ଘଟଣାରେ ଗିରଫ ହୋଇଛନ୍ତି ଭିନ୍ନକ୍ଷମ ତାଲିମ କେନ୍ଦ୍ରର ସମ୍ପାଦକ ସୁରେଶ ବେହେରା । ସୁରେଶକୁ ଗିରଫ କରିଛି କମିଶନରେଟ ପୋଲିସ । ଏହି ଘଟଣାରେ ମୋଟ୍ ୭ ଜଣଙ୍କୁ ଗିରଫ କରାଯାଇଛି ।…

କଟକ ଜଗତପୁରରୁ ପୁଣି ନକଲି ଘିଅ କାରଖାନା ଠାବ

କଟକ : କଟକ ଜଗତପୁର ଶିଳ୍ପାଞ୍ଚଳରୁ ପୁଣି ଠାବ ହୋଇଛି ନକଲି ଘିଅ କାରଖାନା । ପୋଲିସ ଚଢ଼ାଉ କରି ନକଲି ଘିଅ ଜବତ କରିଛି । ଅସଲି ବ୍ରାଣ୍ଡରେ ଭେଜାଲ ମାଲ୍ ରଖି ଗ୍ରାହକଙ୍କୁ ଠକୁଥିଲା କମ୍ପାନୀ । ସୁବାସ ବ୍ରାଣ୍ଡର ଅପମିଶ୍ରିତ ସାମଗ୍ରୀକୁ ପୋଲିସ ଜବତ କରି ନଷ୍ଟ କରିଛି । କେବଳ ଘିଅ…

ତୃତୀୟ ଭାରତୀୟ ଭାବେ ଗ୍ରାଣ୍ଡସ୍ଲାମ ଟେନିସର ମୂଖ୍ୟ ଡ୍ରରେ ସ୍ଥାନ ପାଇଲେ ଅଙ୍କିତା

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆ ଓପନ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଂଟର ମହିଳା ଡବଲ୍ସର ମୂଖ୍ୟ ଡ୍ରରେ ସ୍ଥାନ ପାଇଛନ୍ତି ଭାରତର ଅଙ୍କିତା ରୈନା । ସେ ତୃତୀୟ ଭାରତୀୟ ଭାବେ ଗ୍ରାଣ୍ଡସ୍ଲାମ ମୂଖ୍ୟ ଡ୍ରରେ ଖେଳିବା ସୁଯୋଗ ପାଇଛନ୍ତି । ତାଙ୍କ ପୂର୍ବରୁ ସାନିଆ ମିର୍ଜା ଓ ନିରୁପମା ବୈଦ୍ୟନାଥନ ଏହି ସଫଳତାର…

ପାକିସ୍ତାନରେ ପ୍ରତ୍ୟେକ ନାଗରିକ ମୁଣ୍ଡରେ ୧ଲକ୍ଷ ୭୫ ହଜାର ଋଣ !

ଇସଲାମବାଦ: ପାକିସ୍ତାନ କାଙ୍ଗାଳ ହେଉଛି । ଏବେ ପ୍ରତ୍ୟେକ ନାଗରିକ ମୁଣ୍ଡରେ ୧ଲକ୍ଷ ୭୫ ହଜାର ଋଣ ରହିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ମୁଣ୍ଡପିଛା ଋଣ ୫୪୯୦୧ ବଢ଼ିଛି । ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ଅଭିଯୋଗ ଆଣିଛି ଯେ, ଇମ୍ରାନ ଏଫଆରଡିଏଲ ନିୟମକୁ…

ଉତ୍ତରାଖଣ୍ଡ ହିମସ୍ଖଳନ; ୧୫୦ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଆଶଙ୍କା

ଯୋଶୀମଠ: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ରବିବାର ଦିନ ହିମସ୍ଖଳନ ହୋଇଛି । ହିମସ୍ଖଳନ ପରେ ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ବନ୍ଧ ବାଡ଼ ଭାଙ୍ଗିବା ସହ ରଶିଗଙ୍ଗା ବିଦ୍ୟୁତ ପ୍ରୋଜେକ୍ଟ କ୍ଷତିଗ୍ରସ୍ତ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ଓମ ପ୍ରକାଶ କହିଛନ୍ତି ଯେ ଆଇଟିବିପି ଏବଂ…

ଏଣିକି ଆନନ୍ଦ ବଜାରରେ ବସି ସେବନ କରିପାରିବେ ମହାପ୍ରସାଦ

ପୁରୀ: ଜଗନ୍ନାଥପ୍ରେମୀ ଭକ୍ତଙ୍କ ପାଇଁ ଖୁସି ଖବର। ଏଣିକି ମହାପ୍ରସାଦ ଖାଇବା ପାଇଁ ଭକ୍ତଙ୍କୁ ଆଉ ହଇରାଣ ହେବାକୁ ପଡିବ ନାହିଁ। ପୂର୍ବପରି ଭକ୍ତମାନେ ଏଣିକି ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ। କେବଳ ସେତିକି ନୁହେଁ କରୋନା କଟକଣା ପାଇଁ ବାଧକ ସାଜିଥିବା ଦୀପ ଦୋକାନୀଙ୍କୁ…

ଏସିଆରେ ସବୁଠାରୁ ବଡ ଟାର୍ଗେଟ ଚେଜ କରି ଇତିହାସ ରଚିଲା ୱେଷ୍ଟଇଣ୍ଡିଜ

ଚଟ୍ଟଗାଁଓ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ୱେଷ୍ଟଇଣ୍ଡିଜ ଐତିହାସିକ ବିଜୟ ହାସଲ କରିଛି । ୱେଷ୍ଟଇଣ୍ଡିଜ ଟିମ୍ ଏସିଆ ମହାଦେଶରେ ସର୍ବାଧିକ ରନ ଚେଜ୍ କରିବା ଗୌରବ ଅର୍ଜନ କରିଛି । କାୟଲ ମାୟର୍ସଙ୍କ ଦ୍ୱିଶତକ ବଳରେ ୱେଷ୍ଟଇଣ୍ଡିଜ ୩୯୫ ରନର ଲକ୍ଷ୍ୟକୁ ୭ ଉଇକେଟ ହରାଇ ହାସଲ କରି…

ପୂଜାରା, ପନ୍ତଙ୍କ ଆକର୍ଷଣୀୟ ବ୍ୟାଟିଂ: ଟିମ୍ ଇଣ୍ଡିଆ ୨୫୭/୬

ଚେପକ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଖେଳ ଶେଷ ପରେ ଭାରତ ଦଳ ଫଲୋଅନ ଏଡାଇବା ପାଇଁ ସଂଘର୍ଷ ଜାରି ରଖିଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୫୭୮ ରନ ଜବାବରେ ଟିମ୍‌ଇଣ୍ଡିଆ ୬ ଉଇକେଟ ବିନିମୟରେ ୨୫୭ ରନ ସଂଗ୍ରହ କରିଛି । ଚେତେଶ୍ୱର ପୂଜାରା (୭୩) ଓ ଋଷଭ ପନ୍ତ (୯୧)…