Latest Odisha News

BREAKING NEWS

Browsing Category

ଫିଚର

ପବିତ୍ର ମାଘ ସପ୍ତମୀ; ବୁଡ଼ ଲାଗି ପ୍ରଶାସନର କଟକଣା ଜାରି

କୋଣାର୍କ: କର‌ୋନା ମହାମାରୀକୁ ଦୃଷ୍ଟିରେ ରଖି କୋଣାର୍କ ନିକଟ ଚନ୍ଦ୍ରଭାଗା ବେଳାଭୂମିରେ ପବିତ୍ର ମାଘ ସପ୍ତମୀରେ ବୁଡ଼ ପକାଇବା ନ‌େଇ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଜିଲ୍ଲା ପ୍ରଶାସନ ସହ ଏକ ବୖ‌େଠକ ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇ କହିଛନ୍ତି ଯେ ଏଥିପାଇଁ କେବଳ…

ଫେବୃଆରୀ ୧୩ରୁ ଫ୍ରଣ୍ଟଲାଇନ କର୍ମୀଙ୍କୁ ଟିକାର ୨ୟ ଡ‌ୋଜ ପ୍ରଦାନ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୩ରୁ ସ୍ୱାସ୍ଥ୍ୟ ସେବାର‌େ ନିୟ‌ୋଜିତ ଓ ଅନ୍ୟ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ କରୋନା ଟିକାର ଦ୍ବିତୀୟ ଡୋଜ ଦିଆଯିବ। ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ଦିନ ନିତି ଆୟୋଗ ସଦସ୍ୟ ଡ. ଭି.କେ ପଲ କହିଛନ୍ତି ଯ‌େ, “ଏପର୍ଯ୍ୟନ୍ତ ସେମାନଙ୍କୁ କେବଳ ଟିକାର…

ଓଡ଼ିଶା କ୍ୟାଡରର ୨ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରରେ ମିଳିବ ଏଡିଜି ପାହ୍ୟା

ଭୁବନେଶ୍ୱର: ଓଡିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ସମେତ ସାରା ଦେଶରୁ ୧୩ ଜଣ କେନ୍ଦ୍ରୀୟ ଡେପୁଟେସନରେ ଗଲେ ମିଳିବ ଏଡିଜି ପାହ୍ୟା । ଏଡିଜି ପାହ୍ୟାକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି । ଓଡିଶା କ୍ୟାଡରର ଏହି ଦୁଇ ଅଧିକାରୀ ହେଲେ ସୁଧାଂଶୁ ଷଢଙ୍ଗୀ ଓ…

ପର୍ଯ୍ୟଟକଙ୍କ ପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ହେଲା ହେଲପ ଲାଇନ ନମ୍ବର

ପୁରୀ: ପୁରୀ କୁ ଆସୁଥିବା ସମସ୍ତ ପର୍ଯ୍ୟଟକ କିଭଳି ସୁରକ୍ଷିତ ରହିବେ ସେ ନେଇ ପୋଲିସ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ୱର ଜାରି କରାଯାଇଛି। ଏହି ନମ୍ବରଟି ହେଉଛି ୬୩୭୦୯୬୭୧୦୦ । ଏଠାକୁ ଆସୁଥିବା ପର୍ଯ୍ୟଟକ କୌଣସି ଅସୁବିଧାରେ ପଡିଲେ ଏହି ନମ୍ବରରେ କଲ କରି ଜଣାଇ ପାରିବେ । ଏହି ନମ୍ବର ୨୪ ଘଣ୍ଟା…

କଟକ ମଙ୍ଗୁଳି ଛକରୁ ଗଞ୍ଜେଇ ଜବତ, ୨ ଗିରଫ

କଟକ: ବୌଦ୍ଧରୁ ବାଲେଶ୍ୱର ଗଞ୍ଜେଇ ଚାଲାଣ ବେଳେ କଟକ ମଙ୍ଗୁଳି ଛକରୁ ଧରାପଡ଼ିଲା । ଜବତ ହୋଇଛି ବିପୁଳ ପରିମାଣରେ ଗଞ୍ଜେଇ । ୧୦୫ କେଜି ଗଞ୍ଜେଇ ଜବତ କରିଛି କଟକ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ । ଏହି ଘଟଣାରେ ଦୁଇ ଜଣଙ୍କ ଗିରଫ କରାଯାଇଛି । କାର୍ ବି ଜବତ ହୋଇଛି । ଆଜି କୌଣସି ସୂତ୍ରରୁ ଅବକାରୀ…

ରେଳ ବଜେଟକୁ ନୈରାଶ୍ୟଜନକ କହିଲା ବିଜେଡି

ଭୁବନେଶ୍ୱର: ରେଳ ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ରେଳ ବଜେଟ ନୈରାଶ୍ୟଜନକ କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେ କହିଛନ୍ତି, ରେଳ ବଜେଟରେ ଓଡ଼ିଶା ପାଇଁ କୌଣସି ନୂଆ ପ୍ରକଳ୍ପ ଘୋଷଣା ହୋଇନି । ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ଦେଇଥିବା ଅର୍ଥ ଘୋଷଣା…

୧୯ ଦିନରେ ଦେଶରେ ପାଖାପାଖି ୪୫ଲକ୍ଷ ଲୋକଙ୍କୁ ଟିକାଦାନ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ମହାଅଭିଯାନ ଚଳାଇଛି ଭାରତ । ଜୋରଦାର ଚାଲିଛି କୋଭିଡ୍ ଟିକାକରଣ । ୧୯ ଦିନ ଭିତରେ ଦେଶେର ପାଖାପାଖି ୪୫ ଲକ୍ଷ ଲୋକଙ୍କୁ ଟିକା ଦିଆଗଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୪୪ଲକ୍ଷ ୪୯ହଜାର ୫୫୨…

ଆଜି ରାଜ୍ୟରୁ ୮୭ କରୋନା ପଜିଟିଭ୍, ସୁନ୍ଦରଗଡ଼ରୁ ୨୬ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ଶହେରୁ କମ୍ ସଂକ୍ରମିତ ବାହାରୁଛନ୍ତି । ଗତ ୨୪ଘଣ୍ଟାରେ ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୮୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୩୬ଟି । ସୁନ୍ଦରଗଡ଼ ଜିଲ୍ଲାରୁ…

ରମାଦେବୀ ଛାତ୍ରୀ ମୃତ୍ୟୁ ମାମଲା: ଜବତ ହେଲା ସ୍କୁଟି, ମିଳିନି ଝରାଫୁଲଙ୍କ ମୋବାଇଲ୍ ଫୋନ୍

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ଏଯାଏ ହଟିନି ପରଦା । ଗିରଫ ବୟଫ୍ରେଣ୍ଡ ରାକେଶ ସ୍ୱାଇଁଙ୍କୁ ରିମାଣ୍ଡରେ ନେଇ ତଥ୍ୟ ହାସଲ କରୁଛି ଯାଜପୁର ପୋଲିସ । ଏହାରି ଭିତରେ ଆଜି ମିଳିଛି ସ୍କୁଟି । ସେହି ସ୍କୁଟିରେ ଝରାଫୁଲଙ୍କ ମୃତଦେହ ନେଇ ଯାଜପୁରରେ ଫିଙ୍ଗିଥିଲା ରାକେଶ ଓ…

ଥରାଉଛି ଲେଡ଼ଟାଣି ଜାଡ଼: ଜି.ଉଦୟଗିରରେ ୩ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର:ଶୀତରେ ଥରୁଛି ଓଡ଼ିଶା । ରାଜ୍ୟକୁ ଫେରିଛି ଜାଡ଼ । ଗତକାଲି ରାଜ୍ୟର ୯ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସରୁ କମ୍ ରେକର୍ଡ କରାଯାଇଛି । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଫୁଲବାଣୀ, ବଲାଙ୍ଗିର ଓ ଝାରସୁଗୁଡ଼ାରେ ଶୀତ ଲହରି । ରାଜ୍ୟରେ ସବୁଠୁ…