Latest Odisha News

BREAKING NEWS

Browsing Category

ଫିଚର

ନିଜ ଦଳର ନେତାଙ୍କୁ ଚାପୁଡା ମାରି ଅଡୁଆରେ କହ୍ନେୟା, ନିନ୍ଦା ପ୍ରସ୍ତାବ ଆଣିଲା ସିପିଆଇ

ହାଇଦ୍ରାବାଦ:ଜେଏନୟୁ ପୂର୍ବ ଛାତ୍ର ସଂଘ ଅଧ୍ୟକ୍ଷ କହ୍ନେୟା କୁମାର ପୁନର୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି କରି ଅଡୁଆରେ ପଡିଛନ୍ତି । ନିଜ ଦଳର ବରିଷ୍ଠ ନେତାଙ୍କୁ ଚାପୁଡା ମାରିଥିବାରୁ ତାଙ୍କ ବିରୋଧରେ ସିପିଆଇ ନିନ୍ଦା ପ୍ରସ୍ତାବ ପାରିତ କରିଛି । ୨୦୨୦ ଡିସେମ୍ବରରେ ହାଇଦ୍ରାବାଦରେ…

ୱାର ଫିଲ୍ମ ପିପ୍ପାର ସଙ୍ଗୀତ କମ୍ପୋଜ କରିବେ ଓସ୍କାର ବିଜେତା ଏଆର ରହେମାନ

ମୁମ୍ବାଇ:ବ୍ରିଗେଡିୟର ବଳରାମ ସିଂ ମେହେତାଙ୍କ ଜୀବନୀ ଉପରେ ଆଧାରିତ ୱାର ଫିଲ୍ମ ପିପ୍ପାର ସଙ୍ଗୀତ କମ୍ପୋଜ କରିବେ ଓସ୍କାର ବିଜେତା ସଙ୍ଗୀତକାର ଏଆର ରହେମାନ । ଈଶାନ ଖଟ୍ଟର ବ୍ରିଗେଡିୟର ମେହେତାଙ୍କ ରୋଲ କରିବେ । ସେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ୪୫ କାଭଲାରୀ ଟ୍ୟାଙ୍କ ସ୍କ୍ୱାଡନର…

କ୍ରିକେଟର ରାହୁଲ ତେବେତିଆ-ରିଦ୍ଧିଙ୍କ ମଧ୍ୟରେ ନିର୍ବନ୍ଧ ସମ୍ପନ୍ନ, ଖୁବ୍ ଶୀଘ୍ର ହେବ ବାହାଘର

ମୋହାଲୀ:ରାଜସ୍ଥାନ ରୟାଲ୍ସ ଅଲରାଉଣ୍ଡର ରାହୁଲ ତିବେତିଆ ଓ ରିଦ୍ଧି ପନ୍ନୁଙ୍କ ମଧ୍ୟରେ ବୁଧବାର ନିର୍ବନ୍ଧ ସମ୍ପନ୍ନ ହୋଇଛି । ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ କରୁଥିବା ରାହୁଲ କିନ୍ତୁ ରିଦ୍ଧିଙ୍କ ସୌନ୍ଦର୍ଯ୍ୟ ଆଗରେ ବୋଲ୍ଡ ହୋଇଯାଇଛନ୍ତି । ଖୁବ୍ ଶୀଘ୍ର ଉଭୟଙ୍କ ବିବାହ ତାରିଖ ଘୋଷଣା କରାଯିବ…

ପିଜି ବଳକା ସିଟରେ ଆଡମିଶନ ପାଇଁ ଆସିଲା ଗାଇଡଲାଇନ୍

ଭୁବନେଶ୍ୱର: ପୋଷ୍ଟ ଗ୍ରାଜୁଏଟ୍ (ପିଜି)ଲାଗି ସ୍ପଟ୍-୨ ଆଡମିଶନ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଗୁରୁବାର ଦିନ ସମୟସୀମା ଏବଂ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଆଡମିଶନ ପାଇଁ ମେରିଟ୍ ଲିଷ୍ଟ୍ ଆସନ୍ତା ଫେବୃଆରୀ ୬…

ଡ୍ରେସିଂ ରୁମରେ ସବୁ ବିଷୟରେ ଆଲୋଚନା ହୁଏ, କୃଷକ ଆନ୍ଦୋଳନ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା: କୋହଲି

ଚେପକ: କୃଷକ ଆନ୍ଦୋଳନ ନେଇ ଡ୍ରେସିଂ ରୁମରେ ଏବଂ ଟିମ୍ ବୈଠକରେ ଆଲୋଚନା ହୋଇଛି ବୋଲି ରେଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି । ସୂଚନାଯୋଗ୍ୟ, ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ ଫେବୃୟାରୀ ୫ରୁ ଆରମ୍ଭ ହେବାକୁ ଯାଉଛି । ଦେଶରେ ଯେ କୌଣସି ବିଷୟ ଜୋର ଧରିଥାଏ ଆମେ ସେ ବିଷୟରେ…

ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରିଛି ଇରାନ !

ତେହେରାନ୍‌: ପାକିସ୍ତାନ ସୀମା ମଧ୍ୟରେ ପ୍ରବେଶ କରି ଇରାନ ସର୍ଜିକାଲ ଷ୍ଟ୍ରାଇକ କରିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ଭାରତ ପରେ ଦ୍ୱିତୀୟ ଦେଶ ଭାବେ ଇରାନ ଏହି ସାହାସ କରିଛି । ୩ ବର୍ଷ ପୂର୍ବେ ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ଜୈଶ-ଅଲ-ଅଦଲ ଇରାନ ୨ଜଣ…

ଚିଟଫଣ୍ଡ ଦଲାଲଙ୍କୁ ଜେଲ ଦଣ୍ଡାଦେଶ

କଟକ : ଚିଟଫଣ୍ଡ ଦଲାଲଙ୍କୁ ଜେଲଦଣ୍ଡ । କଟକବାସୀଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଲୁଟ କରୁଥିବା ସିଦ୍ଧ ମହାପୁରୁଷ ମନି ସୋସାଇଟି ଚିଟଫଣ୍ଡ ସଂସ୍ଥାର ୭ ଜଣକୁ ୭ ବର୍ଷ ସଶ୍ରମ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର OPID କୋର୍ଟ । କେନ୍ଦ୍ରାପଡ଼ାର ଏକ ମାମଲାରେ ଚାରି ଜଣଙ୍କୁ ଧାରା…

ଆନ୍ଧ୍ରର ଦାଦାଗିରି : କୋଟିଆର ୩ଟି ପଞ୍ଚାୟତରେ କରୁଛି ନିର୍ବାଚନ

କୋରାପୁଟ : ସୀମାରେ ପୁଣି ଆନ୍ଧ୍ରର ଦାଦାଗିରି । ଗୋଟିଏ ପଟେ ଓଡ଼ିଶା ସରକାରଙ୍କ ବିକାଶ ଧାରା ଆଗେଇ ଚାଲିଥିବା ବେଳେ, ଆନ୍ଧ୍ର ସରକାର ସହି ନପାରି କୋଟିଆର ୩ଟି ପଞ୍ଚାୟତରେ କରୁଛି ନିର୍ବାଚନ । ଏହାକୁ ସ୍ଥାନୀୟ ଜନପ୍ରତିନିଧି ପ୍ରବଳ ବିରୋଧ କରିବା ସହ ନିର୍ବାଚନକୁ ପ୍ରଶ୍ରୟ ଦିଆଯିବ ନାହିଁ…

କୋର୍ଟରେ ହାଜର ପରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଗଲେ ଗୋପାଳପୁର ବିଧାୟକ

ବ୍ରହ୍ମପୁର : କୋର୍ଟରେ ହାଜର ପରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କୋର୍ଟରେ ହାଜର ହୋଇ ଅସୁସ୍ଥତା ଥିବା କହିଥିଲେ ପ୍ରଦୀପ । ତେଣୁ ତାଙ୍କୁ ବ୍ରହ୍ମପୁର ବଦଳରେ ଝାରପଡ଼ା ଜେଲକୁ ପଠାଇ ଦିଆଯାଉ ବୋଲି କୋର୍ଟଙ୍କୁ ନିବେଦନ କରିଥିଲେ ବିଧାୟକ…

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଟ୍ବିଟ୍ କରିଥିବାରୁ ଗ୍ରେଟା ଥନବର୍ଗଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ : ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ବିଦେଶୀ ସେଲିବ୍ରିଟିଙ୍କ ଟ୍ବିଟ୍ ପରେ ଦେଶରେ ହଇଚଇ । ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ । ଆଜି ଆଉ ଏକ ଟ୍ବିଟ୍ କରି ସେ ଚାଷୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ କରୁଛି ବୋଲି କହିଛନ୍ତି । କୌଣସି…