Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତୁ ଜାଣିବା ସୋସିଆଲ ସାଇଟରେ ଭାଇରାଲ ହେଉଥିବା ଏହି ଫଟୋ ଦେଖି କଣ କହିଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ: ମୁମ୍ବାଇରେ ଲୋକାଲ ଟ୍ରେନରେ ଯିବାକୁ ଆସିଥିବା ଜଣେ ଯୁବକଙ୍କ ଏକ ଫଟୋ ଏବେ ସୋସିଆଲ ସାଇଟରେ ଭାଇରାଲ ହୋଇଛି । ଫଟୋରେ ଯୁବକ ଜଣକ ଟ୍ରେନକୁ ମୁଣ୍ଡିଆ ମାରୁଛନ୍ତି । ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ଫଟୋ ଦେଖି ପ୍ରଭାବିତ ହୋଇଛନ୍ତି । ସେ ଟୁଇଟ କରିଛନ୍ତି ଏହା ହିଁ ହେଉଛି…

ଆଇଟିଆଇ ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି ଛାଡ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରକାର ଆଇଟିଆଇରେ ପାଠ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ନଅ ମାସର ହଷ୍ଟେଲ ଫିସ୍ ଛାଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ସରକାରୀ ଆଇଟିଆଇରେ ପଢୁଥିବା ରାଜ୍ୟର ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କ…

ଆସନ୍ତୁ ଜାଣିବା ରିହାନଙ୍କ ଟୁଇଟ ନେଇ କାହିଁକି ରାଗିଗଲେ ପ୍ରଜ୍ଞାନ

ଭୁବନେଶ୍ୱର:କେନ୍ଦ୍ର ସରକାର କୃଷି ନିୟମକୁ ବିରୋଧ କରି ଦିଲ୍ଲୀରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚାଲିଛି । ବଲିଉଡ ଅଭିନେତାଙ୍କ ପରେ ଏବେ ହଲିଉଡର କେତେକ କଳାକାର ଏଥିରେ ମୁଣ୍ଡ ପୂରାଇବା ସହ ମନ୍ତବ୍ୟ ନେଇଛି । ପପ୍ ଷ୍ଟାର ରିହାନା ଏ ନେଇ ଟୁଇଟ କରିଛନ୍ତି । ତେବେ ଏହି ଟୁଇଟ ନେଇ ଭାରତ ପକ୍ଷରୁ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିନିକା ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

ସୋନପୁର: ଭିଜିଲାନ୍ସ ଜାଲରେ ବନ ବିଭାଗ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଫରେଷ୍ଟରଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନା ଜଗବନ୍ଧୁ ବାରିକ । ଏକକାଳୀନ 3ଟି ସ୍ଥାନରେ ଚଢ଼ାଉ ଚାଲିଛି । ସୋନପୁର ଶାନ୍ତିପଡ଼ାରେ ଥିବା ଦୁଇ ମହଲା କୋଠା, ସୋନପୁର…

ରାହୁଲଙ୍କ ଅଜବ ପ୍ରଶ୍ନ, ଏକଚ୍ଛତ୍ରବାଦ ଶାସକଙ୍କ ନାମ କାହିଁକି ଏମରୁ ଆରମ୍ଭ

ନୂଆଦିଲ୍ଲୀ:କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଅଜବ ପ୍ରଶ୍ନ ପଚାରିଛନ୍ତି । ମ୍ୟାନମାର ରାଜନୈତିକ ଅସ୍ଥିରତା ନେଇ ପଚାରାଯିବାରୁ ସେ କହିଥିଲେ,ମୁଁ ବୁଝି ପାରୁନି ଅଧିକାଂଶ ଏକଚ୍ଛତ୍ରବାଦ ଶାସକଙ୍କ ନାମ କାହିଁକି ଏମରୁ ଆରମ୍ଭ ହୋଇଥାଏ । ସୂଚନାଯୋଗ୍ୟ, ମ୍ୟାନମାର ସେନା…

ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ କରିବାକୁ ରାଜ୍ୟସଭାରେ ସସ୍ମିତ ପାତ୍ରଙ୍କ ଦାବି

ନୂଆଦିଲ୍ଲୀ: ରାଜ୍ୟସଭାର ବିଜେଡି ଉଠାଇଲା ମହିଳା ସଂରକ୍ଷଣ ପ୍ରସଙ୍ଗ । ରାଜନୈତିକ କ୍ଷେତ୍ରରେ ମହିଳାଙ୍କୁ ସଂରକ୍ଷଣ ଦାବି ଉଠାଇଛନ୍ତି ସାଂସଦ ସସ୍ମିତ ପାତ୍ର । ଏସମ୍ପର୍କିତ ବିଲ ପାର୍ଲାମେଣ୍ଟରେ ପାରିତ କରିବା ପାଇଁ ସେ ଦାବି କରିଛନ୍ତି । ସସ୍ମିତ କହିଛନ୍ତି, ଏହି ବିଲ୍ ଲୋକସଭାରେ ପାସ୍…

କେଜିଏଫ-୨ ରିଲିଜ ଦିନକୁ ଜାତୀୟ ଛୁଟି ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ୟଶ ପ୍ରଶଂସକ

ମୁମ୍ବାଇ: ସୁପରଷ୍ଟାର ୟଶଙ୍କ କେଜିଏଫ-୨ ଫିଲ୍ମ ଦେଖିବା ପାଇଁ ପ୍ରଶଂସକମାନେ ଆଉ ଧୈର୍ଯ୍ୟ ଧରି ପାରୁ ନାହାନ୍ତି । ୧୬ଜୁଲାଇରେ ଏହି ଫିଲ୍ମ ରିଲିଜ ହେବ । ଏହି ଦିନକୁ ଜାତୀୟ ଛୁଟି ଦିବସ ଭାବେ ଘୋଷଣା କରିବା ପାଇଁ ୟଶ ପ୍ରଶଂସକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ଏହି…

ମାତିଛନ୍ତି ଏଟିଏମ୍ ଲୁଟେରା: କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇଟି ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ୍

କେନ୍ଦ୍ରାପଡ଼ା: ରାତିରେ ମାତିଲେ ଲୁଟେରା । ଏଟିଏମରୁ ନେଇଥିଲେ ଲକ୍ଷାଧିକ ଟଙ୍କା । ଗତକାଲି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଦୁଇଟି ଏଟିଏମରୁ ଲୁଟ୍ ହୋଇଛନ୍ତି । ଗ୍ୟାସ କଟରରେ କାଟି ୪୦ ଲକ୍ଷରୁ ଅଧିକ ଟଙ୍କା ଧରି ଦୁର୍ବୃତ୍ତ ଚମ୍ପଟ ମାରିଥିବା ସନ୍ଦେହ କରାଯାଉଛି । ଆଳିର ପତ୍ରପୁର ଓ…

ସ୍ପେଶ ଏକ୍ସ ମିଶନକୁ ପୁନର୍ବାର ଝଟକା: ପ୍ରୋଟୋଟାଇପ ଲ୍ୟାଣ୍ଡିଂ ବେଳେ ଜଳିଗଲା ରକେଟ

ନ୍ୟୁୟର୍କ: ଏଲନ ମସ୍କଙ୍କ ସ୍ପେଶ ଏକ୍ସ ମିଶନ ମାର୍ଶକୁ ବୁଧବାର ପୁନର୍ବାର ଝଟକା ଲାଗିଛି । ସ୍ପେଶଏକ୍ସ ରକେଟର ପ୍ରୋଟୋଟାଇପ ଲ୍ୟାଣ୍ଡିଂ ବେଳେ ଏହା ବୈଷୟିକ ତ୍ରୁଟି ଯୋଗୁ କ୍ରାଶ ହେବା ସହ ଜଳି ଯାଇଥିଲା । ମସ୍କଙ୍କ କମ୍ପାନୀକୁ ଏହା ଦ୍ୱିତୀୟ ଝଟକା । ପୂର୍ବରୁ ଗତବର୍ଷ ଡିସେମ୍ବରରେ ମଧ୍ୟ ଏ…

ସମ୍ମୁଖ ଯୋଦ୍ଧାଙ୍କୁ ସେମାନଙ୍କ ଅଫିସରେ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ୱର: ସମ୍ମୁଖ ଯୋଦ୍ଧାଙ୍କ ପାଇଁ ବିଭିନ୍ନ ଅଫିସରେ ହେବ ଟିକା ରୁମ୍ । ସେମାନଙ୍କ ଅଫିସରେ ଟିକାକରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ପ୍ରଥମ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ ଏବଂ ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ…