Latest Odisha News

BREAKING NEWS

Browsing Category

ଫିଚର

ମହାପଞ୍ଚାୟତରେ ନିଷ୍ପତ୍ତି, ଜୋରଦାର ହେବ କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ : କୃଷି ଆଇନକୁ ନେଇ ନୂଆଦିଲ୍ଲୀରେ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ଚାଷୀଙ୍କ ଆନ୍ଦୋଳନକୁ ସରକାର ଦବାଇ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି କୃଷକ ସଙ୍ଗଠନ । ଅନ୍ୟପଟେ ଆନ୍ଦୋଳନରେ ବସିଥିବା ଚାଷୀଙ୍କ ହାତ ମୁଠା ଟାଣ କରିବାକୁ ମହାପଞ୍ଚାୟତରେ ପାରିତ ହୋଇଛି ୫ଟି…

ବିଦେଶୀଙ୍କ ଟ୍ବିଟ୍‌ର ଜବାବ ଦେଲେ ତେନ୍ଦୁଲକର, କହିଲେ ଦେଶର ସାର୍ବଭୌମତ୍ବରେ କରାଯିବନି ସାଲିସ

ନୂଆଦିଲ୍ଲୀ : ଦେଶରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି ଅନ୍ତର୍ଜାତୀୟ ସେଲିବ୍ରିଟି । କୃଷକ ଆନ୍ଦୋଳନକୁ ନେଇ ପପ୍‌ ଷ୍ଟାର ରିହାନା ଟ୍ବିଟ୍‌ କରିବା ପରେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଭାରତର ସମସ୍ତ ସେଲିବ୍ରିଟି । ଏହାରି ଭିତରେ ଭାରତର ପୂର୍ବତନ କ୍ରିକେଟର…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟାଙ୍କ ଗଞ୍ଜାମ ଜିଲ୍ଲା ପରିଦର୍ଶନ

ଭୁବନେଶ୍ବର : ନବମ ଓ ଏକାଦଶ ଶ୍ରେଣୀ ଖୋଲିବା ପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଦ୍ୟାଳୟ ଗୁଡ଼ିକରେ ସମୀକ୍ଷା କରାଯାଇଛି । ଏସପିଡି ଲିଙ୍ଗରାଜ ପଣ୍ଡା ଓ ଅଧିକାରୀଙ୍କ ଉପସ୍ଥିତିରେ ସ୍କୁଲ ଖୋଲିବା ନେଇ ସମୀକ୍ଷା କରିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ କୁମାର ସାହୁ…

ଦେଶରେ କରୋନା ନେଇଛି ୭୩୪ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ : ଦେଶରେ କିଲର କରୋନା ନେଇଛି ୭୩୪ ଜଣ ଡାକ୍ତରଙ୍କ ଜୀବନ । ମହାମାରୀ କରୋନା ଯୋଗୁ ଦେଶରେ ୧୬୨ ଜଣ ଡାକ୍ତର ପ୍ରାଣ ହରାଇଥିବା ସରକାର ରାଜ୍ୟସଭାକୁ ଅବଗତ କରିଥିଲେ। ତେବେ କରୋନା ଯୋଗୁ ୧୬୨ ନୁହେଁ ବରଂ ୭୩୪ ଜଣ ଡାକ୍ତରଙ୍କ ଜୀବନ ଯାଇଥିବା କହିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ।…

ରାହୁଲଙ୍କ ଏମ ମନ୍ତବ୍ୟ ନେଇ ବିଜେପି ମୁହଁ ଖୋଲିଲା, ଏମରେ ମାହାତ୍ମା ଗାନ୍ଧୀ, ମୋତିଲାଲ ମଧ୍ୟ ଅଛନ୍ତି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନାମ ନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ମ୍ୟାନାମାର ବିବାଦ ପ୍ରସଙ୍ଗରେ ସେ କହିଥିଲେ ମୁଁ ବୁଝିପାରୁନି ସବୁ ଏକଚ୍ଛତ୍ରବାଦ ଶାସକଙ୍କ ନାମ କାହିଁକି ଏମରେ ଆରମ୍ଭ । ଏପରି କି ସେ କେତେକ ଶାସକଙ୍କ ନାମ ମଧ୍ୟ ଦେଇଥିଲେ…

ନିଆରା ଢ଼ଙ୍ଗରେ ତେଜପ୍ରତାପଙ୍କ ମଥୁରା ପରିକ୍ରମା

ମଥୁରା: ଲାଲୁ ପ୍ରସାଦ ଯାଦବଙ୍କ ପୁତ୍ର ତେଜପ୍ରତାପ ଯାଦବ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଚାହିଁଥାନ୍ତି । ତେବେ ତାଙ୍କ ଉଦ୍ୟମ ଅବଶ୍ୟ ମନୋରଞ୍ଜନର ଖୋରାକ ଯୋଗାଇଥାଏ । ତେଜପ୍ରତାପ ଯମୁନା କୂଳରେ ଇ-ସାଇକେଲ ଧରି ବୁଲୁଥିବାରୁ ଦେଖିବାକୁ ମିଳିଥିଲା । ବ୍ୟାଟେରୀ ସାଇକେଲରେ ସେ…

ବଦଳିବ ନୃସିଂହନାଥ ଓ ହରିଶଙ୍କର ମନ୍ଦିରର ରୂପ, ହାଇଲେଭର ଟିମ୍ କଲେ ଅନୁଧ୍ୟାନ

ଭୁବନେଶ୍ୱର: ନୃସିଂହନାଥ ଓ ହରିଶଙ୍କର ମନ୍ଦିର ଓ ଏହାର ପାରିପାଶ୍ୱର୍ିକ ପରିବେଶର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକ ହାଇଲେଭଲ ଟିମ୍ ସ୍ଥାନ ପରିଦର୍ଶନ କରିଛନ୍ତି । ଏହି ଟିମ୍‌ରେ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ…

ଫେବ୍ରୁଆରୀ ୧୦ ଯାଏଁ ବଢ଼ିଲା ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣର ସମୟ ସୀମା

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଫର୍ମ ପୂରଣର ସମୟସୀମାକୁ ଆସନ୍ତା ୧୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ପୂର୍ବରୁ ଫେବ୍ରୁଆରୀ ୨ ତାରିଖ ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିଲା । ଆସନ୍ତା ମେ ୩ରୁ ୧୫ ଯାଏଁ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ…

ଝରାଫୁଲ ମୃତ୍ୟୁ ଘଟଣା: ଭୁବନେଶ୍ୱର ଗେଷ୍ଟ ହାଉସରେ ସିନ ରିକ୍ରେସନ କଲା ପୋଲିସ

ଭୁବନେଶ୍ୱର : ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଆଜି ପୋଲିସ ଭୁବନେଶ୍ୱର ଆଣିଛି । ଦୁହେଁ ରହିଥିବା ଖଣ୍ଡଗିରିିର ଶିବସାଇ ଗେଷ୍ଟ ହାଉସରେ ସିନ ରିକ୍ରେସନ କରାଯାଇଛି । ୨୦୧ ନମ୍ବର ରୁମରେ ସେଦିନ ରାତିରେ କଣ ଘଟିଥିଲା । ଆଉ ଏହା ପରେ ରାକେଶ ଓ…

ଭଦୋଦରା, ମୁମ୍ବାଇ ଓ ଦିଲ୍ଲୀକୁ ଯୋଡୁଥିବା ଏକ୍ସପ୍ରେସ ୱେ ପ୍ରସ୍ତୁତରେ ୪ ବିଶ୍ୱରେକର୍ଡ

ଭଦୋଦରା: ଭଦୋଦରା, ମୁମ୍ବାଇ ଓ ଦିଲ୍ଲୀକୁ ଯୋଡୁଥିବା ଏକ୍ସପ୍ରେସ ୱେ ପ୍ରସ୍ତୁତିରେ ଭାରତ ୪ଟି ବିଶ୍ୱରେକର୍ଡ ସ୍ଥାପନ କରିଛି । ମଙ୍ଗଳବାର ୨କିଲୋମିଟର ଲମ୍ବା ଓ ୧୮.୭୫ ମିଟର ଓସାରର ରାସ୍ତା ମାତ୍ର ୨୪ ଘଂଟା ମଧ୍ୟରେ ଇଞ୍ଜିନିୟରମାନେ ନିର୍ମାଣ କରିଥିଲେ । ଏଥିପାଇଁ ୧.୧୦ ଲକ୍ଷ ସିମେଂଟ ବସ୍ତା…