Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି: ଆଜିଠୁ ପରେଡ୍ ରିହରସାଲ୍, ଜଗିବେ ୩୦ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର: ଆଉ ତିନି ଦିନ ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଭୁବନେଶ୍ୱର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଆଜିଠୁ ମହାତ୍ମାଗାନ୍ଧୀ ମାର୍ଗରେ ପରେଡ ରିହରସାଲ୍ । ପରେଡ୍‌ ଅଭ୍ୟାସରେ ପୋଲିସ ବ୍ୟାଣ୍ଡ ସହ ୧୮ଟି ଗ୍ରୁପ୍‌ ଭାଗ ନେବେ । କେବଳ…

ଥାନାରେ ରାତି କାଟିଲେ ବିଜେପି ନେତା

ସମ୍ୱଲପୁର: ସାରା ରାତି ଉଜାଗର ରହି ଥାନା ପରିସରରେ ବସିଲେ ବିଜେପି ନେତା । ଚାଷ ଅଧିକାରୀ ରାଲି ବେଳେ ସମ୍ୱଲପୁରରୁ ଗିରଫ ବିଜେପି ନେତା ଥାନାରେ ରାତି କାଟିଛନ୍ତି । ପୋଲିସ ଛାଡ଼ିବା ପରେ ବି ଶୀତ କାକରରେ ସେମାନେ ଟାଉନ୍ ଥାନା ଆଗରେ ବସିରହିଲେ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କନକ…

ଅବୈଧ ଭାବେ ଭାରତରେ ରହୁଥିବା ୧୪ ବିଦେଶୀ ନାଗରିକ ଗିରଫ

ମୁମ୍ବାଇ: ଭିସା ଓ ପାସପୋର୍ଟ ଅବଧି ସରିବା ପରେ ଅବୈଧ ଭାବେ ଦେଶରେ ରହୁଥିବା ବିଦେଶୀ ନାଗରିକ ଗିରଫ । ମହାରାଷ୍ଟ୍ରର ତୁଲିଞ୍ଜ ପୋଲିସ ୧୪ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ସମସ୍ତେ ସେମାନଙ୍କର ଭିସା ଓ ପାସପୋର୍ଟ ଅବଧି ଶେଷ ହେବା ପରେ ବି ଭାରତରେ ଅବୈଧ ଭାବେ ରହୁଥିଲେ ।…

ଦେଶରୁ ୨୪ ଘଣ୍ଟାରେ ୧୪ହଜାର ପଜିଟିଭ୍, ମହାମାରୀ ନେଲା ଆଉ ୧୬୩ଜୀବନ

ନୂଆଦିଲ୍ଲୀ: ଦେଶରେ ଗତକାଲି ଅପେକ୍ଷା ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୪ହଜାର ୫୪୫ ନୂଆ ଆକ୍ରାନ୍ତ । ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧କୋଟି ୬ଲକ୍ଷ ୨୫ ହଜାର ୪୨୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ମହାମାରୀ…

କର୍ଣ୍ଣାଟକ ଶିବମୋଗା ଟ୍ରାଜେଡି ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

କର୍ଣ୍ଣାଟକ: ଶିବମୋଗା ଜିଲ୍ଲାରେ ହୋଇଥିବା ବିସ୍ଫୋରଣ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ମୋଦି ଲେଖିଛନ୍ତି, ଶିବମୋଗାରେ ହୋଇଥିବା ଅଘଟଣ ପାଇଁ ସେ ଦୁଃଖିତ। ମୃତ୍ୟୁ ଘଟଣା ତାଙ୍କୁ ମର୍ମାହତ କରିଛି । ମୃତକଙ୍କ ପରିବାରକୁ ସମବେଦନା…

ଛୁରାମାଡ଼ କରି ସୁନା ବ୍ୟବସାୟୀଙ୍କଠାରୁ ଗହଣା ଲୁଟ୍

ନବରଙ୍ଗପୁର: ସୁନା ବ୍ୟବସାୟୀଙ୍କ ଠାରୁ ୧୧ ଲକ୍ଷ ଟଙ୍କାର ଗହଣା ଲୁଟ୍ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଭାରସୁଣ୍ଡି ଗାଁରୁ ଜଣେ ସୁନା ବ୍ୟବସାୟୀ ଲୁଟର ଶିକାର ହୋଇଛନ୍ତି । ବ୍ୟବସାୟୀ ଜଣଙ୍କ ହେଲେ ଆଶାରାମ ଗଣ୍ଡ । ମୋଟରସାଇକେଲ ଯୋଗ ସେ ଗୋନା ବଜାରରୁ ଫେରୁଥିଲେ ।…

ଏଥର ନିଜ ସ୍କୁଲରେ ପରୀକ୍ଷା ଦେବେ ମ୍ୟାଟ୍ରିକ ପରୀକ୍ଷାର୍ଥୀ

ଭୁବନେଶ୍ୱର: ଏଥର ନିଜ ସ୍କୁଲରେ ହେବ ମାଟ୍ରିକ୍‌ ପରୀକ୍ଷା। ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟା ଅବଧିର ହେବ ପରୀକ୍ଷା। ନିଜ ସ୍କୁଲରେ ପରୀକ୍ଷା ହେଲେ ସୁଦ୍ଧା ଅନ୍ୟ ସ୍କୁଲ ଶିକ୍ଷକ ହେବେ ପରୀକ୍ଷା ନିରୀକ୍ଷକ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ…

କର୍ଣ୍ଣାଟକର ଏକ ରେଳବାଇ କ୍ରସର୍‌ସ୍ଥଳରେ ବିସ୍ଫୋରଣ; ୮ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବମୋଗ୍ଗା ଜିଲ୍ଲା ଅନ୍ତର୍ଗତ ହୁନାସୋଡୁ ଗ୍ରାମ ପାଖରେ ଥିବା ଏକ ରେଳବାଇ କ୍ରସ୍‌ର ପରିସରରେ ଗତ ରାତିରେ ଡ଼ିନାମଇଟ ବିସ୍ଫୋରଣ ଘଟି ୮ ଜଣଙ୍କର ଜୀବନ ଯାଇଛି। ଏନେଇ ସ୍ଥାନୀୟ ଜିଲ୍ଲାପାଳ କେବି ଶିବକୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତକାଲି ରାତି ପ୍ରାୟ…

ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଗ୍ନିକାଣ୍ଡ: ଟ୍ୱିଟ କରି ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପୁନେ: ପୁନେର ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ଜୀବନ ଯାଇଛି। ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ମାନେ ମଧ୍ୟ ଦୁଖଃ…

ଶଶିକଳା କରୋନାରେ ଆକ୍ରାନ୍ତ

ବେଙ୍ଗଳୁରୁ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ତଥା ଏଆଇଏଡିଏମ୍‌୍‌କେରୁ ବହିଷ୍ôକତ ହୋଇଥିବା ଶଶିକଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ ଆଇସିୟୁରେ ରଖାଯାଇଛି । ତାଙ୍କ ଅବସ୍ଥା ସ୍ଥିର ରହିଥିଲେ ବି ବିଭିନ୍ନ ଟେଷ୍ଟ କରାଯାଇଛି ଏବଂ ଏକ ଡାକ୍ତରୀ ଟିମ୍…