Latest Odisha News

BREAKING NEWS

Browsing Category

ଫିଚର

ଚାଷୀଙ୍କ ପାଇଁ ‘ନିର୍ଣ୍ଣାୟକ ଲଢେଇ’ କରିବାକୁ ବିଜେପିର ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ବିଜେପି ଚାଷୀଙ୍କ ସ୍ୱାର୍ଥ ପାଇଁ ଆରମ୍ଭ କରିଥିବା ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ ଯାଏ ନିଆଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ଏକ ପ୍ରେସମିଟରେ ସେ କହିଛନ୍ତି, ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ୨…

ଅମିତ ଶାହାଙ୍କ ଟ୍ୱିଟ‌୍ ଆକାଉଣ୍ଟ ବ୍ଲକ୍ ହୋଇଥିଲା କାହିଁକି ?

ନୂଆଦିଲ୍ଲୀ-କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଆକାଉଣ୍ଟ କିଛି ସମୟ ପାଇଁ ବ୍ଲକ୍ କରାଯାଇଥିବାରୁ ଟ୍ୱିଟର ଅଧିକାରୀଙ୍କୁ ଘନ ଘନ ଜେରା । ପାର୍ଲାମେଣ୍ଟ କମିଟିର ବୈଠକରେ ଏହି ଜେରା କରା ଯାଇଛି । କାହିଁକି ସେମାନେ ଶାହାଙ୍କ ଆକାଉଣ୍ଟକୁ ବ୍ଲକ୍ କରିଥିଲେ ପ୍ରଶ୍ନ କରାଯାଇଥିଲା । ଗତ ନଭେମ୍ବର…

ନବରଙ୍ଗପୁରରେ ୨ ଲକ୍ଷ ଝାମ୍ପି ନେଲେ ଲୁଟେରା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ସାରଙ୍ଗିଆ ଜଙ୍ଗଲ ନିକଟରେ ଲୁଟ୍ । କୋଡିଙ୍ଗା-ଚଟ୍ଟାହାଣ୍ଡି ରାସ୍ତାରେ ପ୍ରାୟ ସଂଧ୍ୟା ୫ଟାରେ ଏହି ଲୁଟ୍ ହୋଇଛି । ଜଣେ ବ୍ୟବସାୟୀ କ୍ରିପାଲ ମେହେତାଙ୍କଠାରୁ ଡକାୟତମାନେ ୨ ଲକ୍ଷ ଲୁଟି ନେଇଥିବା ଅଭିଯୋଗ ହୋଇଛି । ତାରାଗୁଡା ଗାଁର…

ଅରୁଆ-ଉଷୁନା ବିବାଦ ନେଇ ପିୟୁଷ ଗୋୟଲଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଅରୁଆ ଓ ଉଷୁନା ଚାଉଳ କିଣାକୁ ନେଇ ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଥିବା ବେଳେ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଭେଟିଛି ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ । ଏହି ସମୟରେ ବାକି ଥିବା ସବ୍‌୍‌ସିଡି ଉପରେ ମଧ୍ୟ ଆଲୋଚନା ହୋଇଥିଲା ।…

ସୁଶାନ୍ତ ସିଂଙ୍କ ନାମରେ ନାମିତ ହେଲା ଦକ୍ଷିଣ ଦିଲ୍ଲୀର ଆଣ୍ଡ୍ର‌୍ୟୁୟୁଜ ଗଂଜ ରୋଡ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୩୫ତମ ଜନ୍ମ ଦିବସ ଅବସରରେ ଦକ୍ଷିଣ ଦିଲ୍ଲୀର ଆଣ୍ଡ୍ର‌୍ୟୁୟୁଜ ଗଂଜର ଏକ ରାସ୍ତାର ନାମ ନାମିତ କରାଯାଇଛି । ଦକ୍ଷିଣ ଦିଲ୍ଲର ପାର୍ଷଦ ଅଭିଷେକ ଦତ ଗତବର୍ଷ ସେପ୍ଟମ୍ବରରେ ଏହି ପ୍ରସ୍ତାବ ଦେଇଥିଲେ । ଏ ନେଇ ଏକ ବୈଠକରେ ଆଲୋଚନା ହେବା ପରେ…

ଆନ୍ତର୍ଜାତୀୟ ମାନର ହେବ କୋଣାର୍କ ଅଞ୍ଚଳର ଭିତ୍ତିଭୂମି

ପୁରୀ: କୋଣାର୍କ ଅଞ୍ଚଳର ଭିତ୍ତିଭୂମି ଖୁବଶୀଘ୍ର ଆନ୍ତର୍ଜାତୀୟ ମାନର ହେବ ବୋଲି ସୂଚନା ମିଳିଛି। ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏଦିଗରେ କାମ ଚାଲିଛି। ଏହି କାର୍ଯ୍ୟକ୍ରମର ଅଂଶ ଭାବରେ କୋଣାର୍କ ଐତିହ୍ୟ ଅଞ୍ଚଳ…

ଫୋନ ଭୂତ ଫିଲ୍ମ ଶୁଟିଂରେ ବ୍ୟସ୍ତ କ୍ୟାଟ୍ରିନା,ସିଦ୍ଧାନ୍ତ

ମୁମ୍ବାଇ: କ୍ୟାଟ୍ରିନା କୈଫ, ସିଦ୍ଧାନ୍ତ ଚର୍ତୁବେଦୀ ଓ ଈଶାନ ଖଟ୍ଟର ଅଭିନୀତ ଫିଲ୍ମର ଶୁଟିଂ ଜୋରସୋରରେ ଆରମ୍ଭ ହୋଇଯାଇଛି । ଗୁରୁବାର ଶୁଟିଂ ସେଟରୁ ଏହି ୩ କଳାକାରଙ୍କ ଫଟୋ ସମ୍ମୁଖକୁ ଆସିଛି । ଇଟାଇମ୍ସ ପକ୍ଷରୁ ଏହି ଫଟୋ ଶେୟାର କରାଯାଇଛି । ସିଦ୍ଧାନ୍ତ ଓ ଈଶାନ ବ୍ଲୁ ଜମ୍ପସୁଟ…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: କ୍ୱାର୍ଟରରେ ପିଭି ସିନ୍ଧୁ

ବ୍ୟାଙ୍କକ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଚଳିତ ଥାଇଲାଣ୍ଡ ଓପନ ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେ ମାଲେସିଆର ସେଲଭାଦୁରାୟ କିସୋନାଙ୍କୁ ୨୧-୧୦, ୨୧-୧୨ ସିଧାସଳଖ ଗେମରେ ପରାସ୍ତ କରିଥିଲେ । ପୁରୁଷ ସିଙ୍ଗଲ୍ସରେ ଏଚଏସ ପ୍ରଣୟ ମାଲେସିଆର ଲିଉ…

ବୟସ୍କ ମାରାଥନ ଦୌଡାଳୀ ଫୌଜା ସିଂଙ୍କ ଜୀବନୀ ଉପରେ ନିର୍ମିତ ହେବ ଫିଲ୍ମ

ମୁମ୍ବାଇ: ବିଶ୍ୱର ସବୁଠାରୁ ବୟସ୍କ ମାରାଥନ ଧାବକ ଫୌଜା ସିଂଙ୍କ ଜୀବନୀ ଉପରେ ଖୁବ୍ ଶୀଘ୍ର ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ସେ ୮୯ ବର୍ଷରେ ମାରାଥନ ଧାବକ ଭାବେ ତାଙ୍କର କ୍ୟ।।ରିୟର ଆରମ୍ଭ କରିଥିଲେ । ଏହି ଭାରତୀୟ ବଂଶୋଦ୍ଭବ ବ୍ରିଟେନରେ ରହୁଛନ୍ତି । ଫିଲ୍ମଟିକୁ ନିର୍ଦ୍ଦେଶକ ଓମାଙ୍ଗ…

ସେରମ ଇନଷ୍ଟିଚ୍ୟୁଟ୍ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ

ପୁଣେ : କରୋନା ଟିକା ପ୍ରସ୍ତୁତ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ କୋଠାରେ ହୋଇଥିବା ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ବିଲଡିଂ ମଧ୍ୟରୁ ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏବେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ୍‌…