Latest Odisha News

BREAKING NEWS

Browsing Category

ଫିଚର

ଢେଙ୍କାନାଳରେ ହାତୀ ଆକ୍ରମଣ; ୨ ଦିନରେ ୨ ମୃତ

ଢେଙ୍କାନାଳ: ଢେଙ୍କାନାଳରେ ହାତୀ ଆକ୍ରମଣ ୨ଦିନରେ ଗଲାଣି ୨ଟି ଜୀବନ । ହାତୀ ଆକ୍ରମଣରେ ମଙ୍ଗଳବାର ଦିନ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣଙ୍କ ହେଉଛନ୍ତି ସଦର ଥାନା ଗହମଖୁଣ୍ଟି ଗାଁର ରମେଶ ସାହୁ । ଖବର ଅନୁଯାୟୀ, ମଙ୍ଗଳବାର ଦିନ…

ମହାପ୍ରଭୁଙ୍କୁ ଦର୍ଶନ କଲେ ନବ ନିଯୁକ୍ତ ସେନା ଉପମୁଖ୍ୟ ଲେଫ୍ଟେନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି

ପୁରୀ: ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ସେନାର ନବ ନିଯୁକ୍ତ ଉପମୁଖ୍ୟ (ଭାଇର୍ସ ଚିଫ୍) ଲେଫ୍ଟେନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଧରି ସାଧାରଣ ଭକ୍ତଙ୍କ ପରି ସପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବା…

ମୋ ସ୍କୁଲ ଅଭିଯାନରେ ସାମିଲ ହେବ ୧୦୦ ସ୍କୁଲ

ଭୁବନେଶ୍ୱର: ମୋ ସ୍କୁଲ ଅଭିଯାନରେ ସାମିଲ ହେବାକୁ ଯାଉଛି ୧୦୦ ସ୍କୁଲ। ଏପରିକି ଛାତ୍ରଛାତ୍ରୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିହେବ ବୋଲି ସୂଚନା ମିଳିଛି। ତୋଷାଳି ଭବନସ୍ଥିତ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ କାର୍ଯ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’ର ୭ମ ପରିଚାଳନା ପରିଷଦ ବୈଠକ ଆଜି…

କାଲିଠୁ ପଡୋଶୀ ଦେଶକୁ ଟିକା ଯୋଗାଣ କରିବ ଭାରତ

ନୂଆଦିଲ୍ଲୀ: ଦେଶବ୍ୟାପୀ ସଫଳତାର ସହ କୋଭିଡ ଟିକା କରଣ ଚାଲିଛି। କାଲିଠୁ ପଡୋଶୀ ଦେଶକୁ ଟିକା ଯୋଗାଇବ ଭାରତ। ବାଂଲାଦେଶ, ନେପାଳ, ଭୁଟାନ, ମାଳଦ୍ୱୀପ, ମିଆଁମାର ଓ ସିସଲସକୁ କାଲିଠୁ ଆରମ୍ଭ ହେବ କୋଭିଡ ଟିକା ଯୋଗାଣ। ଟିକା ଯୋଗାଇ ଦେବାକୁ ଏସବୁ ଦେଶରୁ ଅନୁରୋଧ ଆସିଥିଲା। ସେହିପରି ଟିକା…

ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ମୃତ

ମାଲକାନଗିରି: ବାଇକ ସହ ବାଇକର ମୁହାଁମୁହିଁ ଧକ୍କା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ସୋଇଛି। ମାଲକାନଗିରି ଜିଲ୍ଲା ବିଜାପୁର ଘାଟିରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିନାହିଁ। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗୋଟିଏ ବାଇକ୍…

ଦୀପିକାଙ୍କ ଦ୍ରୌପଦୀ ଫିଲ୍ମ ଶୁଟିଂ ଘୁଂଚିଲା

ମୁମ୍ବାଇ: ଦୀପିକା ପାଦୁକୋନ ତାଙ୍କର ଆଗାମୀ ଫିଲ୍ମରେ ଦ୍ରୌପଦୀଙ୍କ ଦମଦାର ଭୂମିକା ନେଇ ବେଶ୍ ଆଶାୟୀ ଅଛନ୍ତି । ତେବେ ପ୍ରଶଂସକମାନଙ୍କ ନିରାଶର ଖବର ଏହି କି ଯେ, ଏହି ଫିଲ୍ମ ଶୁଟିଂରେ ପୁନର୍ବାର ବିଳମ୍ବ ଦେଖାଦେଇଛି । ବଲିଉଡ ହଙ୍ଗାମା ଖବର ଅନୁସାରେ ଫିଲ୍ମମେକର ମଧୁ ମଟେଂନା ଓ ଦୀପିକା…

ଆଜି ରାଜ୍ୟରେ ୮୮% ଟିକାଦାନ, ୧୩ ଜିଲ୍ଲାରେ ଶତ ପ୍ରତିଶତ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣର ଆଜି ଥିଲା ତୃତୀୟ ଦିନ। ଆଜି ରାଜ୍ୟରେ ମୋଟ୍ ୧୪ ହଜାର ୨୯୧ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ୧୮୧ ସେସନରେ ୮୮% ଟିକାଦାନ ହୋଇଛି। ଭଦ୍ରକ ଜିଲ୍ଲାରେ ସର୍ବାଧିକ ୧୪୮% ଟିକାଦାନ ହୋଇଛି। ୧୩ଟି ଜିଲ୍ଲାରେ ଶତ ପ୍ରତିଶତ ବା ତାଠାରୁ ଅଧିକ…

ଜମ୍ମୁ-କଶ୍ମୀର ଗୁପକାର ମେଂଟରୁ ଓହରିଲେ ପିପୁଲ୍ସ କନଫରେନ୍ସ ପାର୍ଟିର ସାଜଦ ଲୋନ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ମଙ୍ଗଳବାର ଗୁପକାର ମେଂଟକୁ ଶକ୍ତ ଧକ୍କା ଲାଗିଛି । ପିପୁଲ୍ସ କନଫେରେନ୍ସର ସାଜଦ ଲୋନ ଏଥିରୁ ଓହରି ଯାଇଛନ୍ତି । ଫଳରେ ମେଂଟକୁ ଶକ୍ତ ଧକ୍କା ଲାଗିଛି । ଡିଡିସି ନିର୍ବାଚନରେ ତାଙ୍କ ଦଳର ପ୍ରାର୍ଥୀ ବିରୋଧରେ ଗୁପକାର ମେଂଟ ଚ୍ଛାୟା ପ୍ରାର୍ଥୀ ଦେଇଥିବା ନେଇ ସେ…

ମିଷ୍ଟର ଲେଲେରେ ବରୁଣଙ୍କ ସ୍ଥାନରେ ଭିକ୍କି ସାମିଲ, ଷ୍ଟୋରୀ ବଦଳିବ

ମୁମ୍ବାଇ: ଗତବର୍ଷ ଘୋଷଣା କରାଯାଇଥିବା ଶଶାଙ୍କ ଖେତାନଙ୍କ ମିଷ୍ଟର ଲେଲେରୁ ବରୁଣ ଧାୱନ ହଟି ଯାଇଛନ୍ତି । ତାଙ୍କ ସ୍ଥାନରେ ଭିକ୍କି କୌଶଲଙ୍କୁ ଫିଲ୍ମରେ ହୀରୋ ଭାବେ ଚୁକ୍ତି କରାଯାଇଛି । ବରୁଣ ସ୍କ୍ରିପ୍ଟରେ କିଛି ପରିବର୍ତନ ଚାହୁଁଥିଲେ ମାତ୍ର ଶଶାଙ୍କ ଏଥିରେ ରାଜି ହୋଇ ନ ଥିଲେ । ଶେଷରେ…

ଇଂଲଣ୍ଡ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା : କୋହଲି, ଈଶାନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଲେ

ମୁମ୍ବାଇ: ଅଷ୍ଟ୍ରେଲିଆ ଗସ୍ତରେ ଭାରତର ଐତିହାସିକ ଟେଷ୍ଟ କ୍ରିକେଟ ସିରିଜ ବିଜୟ ପରେ ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କରିଛି । ପ୍ରଥମ ୨ଟି ଟେଷ୍ଟ ପାଇଁ ଇତି ମଧ୍ୟରେ ୧୮ ଜଣିଆ ଦଳ ଘୋଷଣା କରାଯାଇଛି । ଅଧିନାୟକ ବିରାଟ କୋହଲି, ଈଶାନ୍ତ ଶର୍ମା ଓ ହାର୍ଦ୍ଦିକ…