Latest Odisha News

BREAKING NEWS

Browsing Category

ଫିଚର

ଭୟରେ ଦାଉଦ: ପାକିସ୍ତାନ ବାହାରକୁ ନିଜ ପରିବାର ଲୋକଙ୍କୁ ପଠାଇ ଦେଉଛି

ଲାହୋର:ପାକିସ୍ତାନ ସରକାର ଆତଙ୍କୀ ନେଟୱାର୍କ ପର କଠୋର କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛି । ଏହା ସତରେ କରୁଛି କି ବିଶ୍ୱ ସମୁଦାୟ ନିକଟରେ ବିଶ୍ୱାସ ଆଣିବା ପାଇଁ ଅଭିନୟ କରୁଛି ତାହା ଜଣା ପଡିନି । ତେବେ ରିପୋର୍ଟ ମୁତାବକ ଜୈଶ ମୁଖ୍ୟ ମସୁଦ ଆଝାର ଓ ଜକି ଉର ରହେମାନଙ୍କ ଉପରେ କଠୋର…

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ଟିକା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଟିକା ପହଞ୍ଚିଛି । ପୁନେର ସେରମ୍ ଇନଷ୍ଟିଚୁଟରୁ ସ୍ପାଇସ ଜେଟ ବିମାନରେ ୩ ଲକ୍ଷ ୩୪ ହଜାର ୫୩୪ଟି ଟିକା ଆସିଛି । ଏହା ପରେ ସୁରକ୍ଷିତ ଭାବେ ସେଗୁଡିକୁ ୩ଟି ସ୍ୱତନ୍ତ୍ର ଗାଡିରେ ଟିକା ଭଣ୍ଡାରକୁ ନିଆଯାଇଛି। ତିନି ଦିନ…

ବ୍ରିସବେନ ବିଜୟ ନେଇ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବ୍ରିସବେନ ବିଜୟ ସହ ଟିମ୍ ଇଣ୍ଡିଆ ଇତିହାସ ରଚିଛି । ସାରା ଦେଶ ଏଥି ପାଇଁ ଉତ୍ସବ ମନାଉଛି । ଆଉ ଟିମ୍ ଇଣ୍ଡିଆକୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଲେଖିଛନ୍ତି ଯେ, 'ଅଷ୍ଟ୍ରେଲିଆରେ ଭାରତର ବିଜୟକୁ ନେଇ ସମସ୍ତେ ଖୁସିର ବିଭୋର ।…

ସବୁ ଗଣିତ ଭୁଲ କରିଦେଲା ଟିମ୍ ଇଣ୍ଡିଆ: ଅଷ୍ଟ୍ରେଲିଆରେ କ୍ରମାଗତ ସିରିଜ ଜିତିବାରେ ଏସିଆରେ ପ୍ରଥମ, ଧୋନୀ ଏବଂ…

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଛି । କେହି କେବେ ଭାବି ନ ଥିଲେ ୩୬ରେ ଅଲଆଉଟ ହୋଇଥିବା ଟିମ୍ ବିଶ୍ୱର ଶକ୍ତିଶାଳୀ ଟିମକୁ ତାର ମାଟିରେ ଧୂଳି ଚଟାଇବ ବୋଲି । ଯୁବ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ସବୁ ସମୀକ୍ଷକଙ୍କ ଗଣିତ ଭୁଲ କରି ନିଜକୁ…

ବାଣୀବିହାର ଅଶାନ୍ତ ନେଇ ସିପିଙ୍କୁ ଭେଟିଲେ କୁଳପତି, କହିଲେ କ୍ୟାମ୍ପସ ଭିତରେ ପ୍ରବେଶ ପାଇଁ ଆଇକାର୍ଡ ବାଧ୍ୟତାମୂଳକ

ଭୁବନେଶ୍ୱର : ଦଶ ମାସ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିଥିବା ବେଳେ ଗତକାଲି ଗୋପବନ୍ଧୁ ହଷ୍ଟେଲରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଉତ୍ତେଜନା ଦେଖାଦେଇଛି । ଏ ନେଇ ଆଜି କୁଳପତି ସବିତା ଆଚାର୍ଯ୍ୟ ପୋଲିସ କମିଶନରଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହା ପରେ କୁଳପତି କହିଛନ୍ତି…

ଭୁବନେଶ୍ୱରରେ ସ୍ଥଳସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି

ଭୁବନେଶ୍ୱର: ନୂତନ ଭାବେ ନିଯୁକ୍ତ ହୋଇଥିବା ସ୍ଥଳ ସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଗତକାଲି ଶ୍ରୀ ମହାନ୍ତି ସେନା ଉପମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ ।…

ସମଲେଶ୍ୱରୀ ମନ୍ଦିରର ପାରିପାର୍ଶିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କାମ ଖୁବଶୀଘ୍ର

ସମ୍ବଲପୁର: ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ…

ବ୍ରିସବେନରେ ଇତିହାସ ରଚିଲା ଭାରତ, ଅଷ୍ଟ୍ରେଲିଆକୁ ୩ ଓ୍ୱିକେଟରେ ହରାଇ ୨-୧ରେ ଟେଷ୍ଟ ସିରିଜ କବଜା

ବ୍ରିସବେନ୍: ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ଜିତିଲା ଟିମ୍ ଇଣ୍ଡିଆ । ବ୍ରିସବେନରେ ଐତିହାସିକ ବିଜୟ ହାସଲ । ଶେଷ ଟେଷ୍ଟରେ ଘରୋଇ ଦଳକୁ ୩ ଓ୍ୱିକେଟରେ ହରାଇଛି ଭାରତ । ଏହି ବିଜୟ ସହ ସିରିଜକୁ ୨-୧ରେ କବଜା କରିଛି ଟିମ୍ ଇଣ୍ଡିଆ । ଏଥିସହ ଆଇସିସି ଟେଷ୍ଟ ରାଙ୍କିଂରେ ଅଷ୍ଟ୍ରେଲିଆକୁ ପଛକୁ…

ଏସିଆ କପରୁ ଓହରିବ ଭାରତ !

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ଦେଖିବାକୁ ଆଗ୍ରହ ରଖିଥିବା କ୍ରିକେଟ ପ୍ରଶଂସକଙ୍କୁ ପୁନର୍ବାର ନିରାଶ ହେବାକୁ ପଡିବ । ରିପୋର୍ଟ ମୁତାବକ ଶ୍ରୀଲଙ୍କାରେ ଚଳିତ ବର୍ଷ ହେବାକୁ ଥିବା ଏସିଆ କପ୍‌ରୁ ଭାରତ ଓହରିଯିବା ନେଇ ଚିନ୍ତା କରୁଛି । ବିସିସିଆଇ ଦ୍ୱିପାକ୍ଷିକ ସିରିଜ ଉପରେ…

ଲାଞ୍ଚ ନେଇ ତାଳଚେର ଉପଖଣ୍ଡ ଡାକ୍ତରଖାନାର ବରିଷ୍ଠ କିରାଣି ନିଲମ୍ବିତ

ଅନୁଗୋଳ: ଲାଞ୍ଚ ନେଇ ତାଳଚେର ଉପଖଣ୍ଡ ଡାକ୍ତରଖାନାର ବରିଷ୍ଠ କିରାଣି ନିଲମ୍ବିତ । ତାଙ୍କ ନାଁ ବିନୋଦ କୁମାର ବେହେରା । ତାଙ୍କ ନାମରେ ଚାକିରି ଦେବାକୁ କହି ୫ ହଜାର ଟଙ୍କାର ଦଲାଲି ‌ଅଭିଯୋଗ ହୋଇଥିଲା । ଚାକିରି ନେଇ ସେ ଡିଲ କରୁଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।…