Latest Odisha News

BREAKING NEWS

Browsing Category

ଫିଚର

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସେମିରୁ ବିଦା ହେଲେ ସାତ୍ୱିକ-ଚିରାଗ

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଶନିବାର ଭାରତ ପାଇଁ ନୈରାଶ୍ୟର ଦିନ ଥିଲା । ଅଣସିଡେଡ ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ସେମିଫାଇନାଲରେ ପରାଜିତ ହୋଇଛନ୍ତି । ସେମାନେ ମାଲେସିଆର ଆରୋନ ଚିୟା ଓ ସୋ ବୁଇ ୟିକ୍ ୨୧-୧୮, ୨୧-୧୮ରେ ଭାରତୀୟ…

ଭାରତୀୟ ଫରେନ୍ସିକ ମେଡିସିନର ଜାତୀୟ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତୀୟ ଫରେନସିକ୍ ମେଡିସିନ ଜାତୀୟ ସମ୍ମିଳନୀ ଉଦଘାଟିତ । ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ସହ ନିଜର ଅଭିଭାଷଣ ରଖିଛନ୍ତି । ଇଣ୍ଡିଆନ୍ ଏକାଡେମୀ ଅଫ୍ ଫରେନସିକ୍ ମେଡିସିନର ବାର୍ଷିକ ଜାତୀୟ ସମ୍ମିଳନୀରେ ଯୋଗଦେଇଥିବା ମୁଁ ଖୁସି ବୋଲି କହିଛନ୍ତି…

ଗାଈ ଚରାଇବା ବେଳେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ, ୨ମୃତ ଓ ୨ ଗୁରୁତର

ବଲାଙ୍ଗିର: ଗାଈ ଚରାଇବା ଓ ଜମିକୁ ପାଣି ନେବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ। ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକମାନେ ହେଲେ ଶ୍ରୀପତି ଭେଶ୍ରା ଓ ଧନମତ ରାଉତ । ଅନ୍ୟ ଦୁଇ…

ଭାରତୀୟ କ୍ରିକେଟ ଦଳର ୬ ଯୁବ ଖେଳାଳିଙ୍କୁ ଦାମୀ କାର ଦେବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ ସିରିଜରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ସିରିଜ ବିଜୟୀ କରାଇଥିବା ୬ ଯୁବ କ୍ରିକେଟରଙ୍କ ପାଇଁ ଆନନ୍ଦ ମହିନ୍ଦ୍ରା ଦାମୀ କାର ଦେବେ ବୋଲି ଘୋଷଣା କରିଛନ୍ତି । ଏହି ୬ଜଣ ଖେଳାଳି ହେଲେ ମହମ୍ମଦ ସିରାଜ, ଟି.ନଟରାଜନ, ଶୁଭମନ ଗିଲ, ୱାଶିଂଟନ ସୁନ୍ଦର,…

ଆପ୍ ନେତା ସୋମନାଥ ଭାରତୀଙ୍କୁ ୨ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଆମଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କୁ ଆଜି ଏମ୍ସ ସୁରକ୍ଷା ବ୍ୟବସ୍ଥାରେ ଥିବା କର୍ମଚାରୀଙ୍କୁ ମାଡ ମାରିବା ଅଭିଯୋଗରେ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ୨୦୧୬ରେ ଏଥିନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଦିଲ୍ଲୀର ଆଡିଶନାଲ ମେଟ୍ରୋପଲିଟାଂଟ…

ଭୋଜପୁରୀ ଫିଲ୍ମରେ ଅଭିନୟ କରିବେ ସପନା ଚୌଧୁରୀ

ଚଣ୍ଡୀଗଡ: ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ସପନା ଚୌଧୁରୀ ଖୁବ୍ ଶୀଘ୍ର ଭୋଜପୁରୀର ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ମେଗା ବଜଟେ ଫିଲ୍ମରେ ଭୋଜପୁରୀ ଫିଲ୍ମର ସୁପରଷ୍ଟାର ଦୀନେଶ ଲାଲ ଯାଦବ ନିରହୁଆଙ୍କ ସହ ସେ ଅଭିନୟ କରିବେ । ନିଜ ଡ୍ୟାନ୍ସ ବଳରେ ସପନା ଏକ ସ୍ୱତନ୍ତ୍ର ପରିଚୟ…

ଭାରତୀୟ ସେନାକୁ ଆଉ ଏକ ସଫଳତା, ପାନସରରେ ଠାବ କଲେ ୧୫୦ ମିଟର ଲମ୍ବର ସୁଡଙ୍ଗ

କଠୁଆ: ପାକିସ୍ତାନ ଓ ଆତଙ୍କବାଦୀଙ୍କ ଆଉ ଏକ ଷଡଯନ୍ତ୍ରକୁ ଭାରତୀୟ ସେନା ବିଫଳ କରିଦେଇଛି । ସେନାର ସତର୍କତା ଯୋଗୁ ଏଲଓସି ନିକଟରେ କଠୁଆର ଜିଲ୍ଲାର ପାନସରଠାରେ ୧୫୦ ମିଟର ଲମ୍ବର ଏକ ସୁଡଙ୍ଗ ଠାବ କରାଯାଇଛି । ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଏସଆଇ ଆତଙ୍କବାଦୀଙ୍କୁ ପଠାଇବା ପାଇଁ ଏହି…

ଘନ କୁହୁଡି ନେଇ ଓଡ଼ିଶାର ୯ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଓଡ଼ିଶାର ୯ଟି ଜିଲ୍ଲାରେ ଆସନ୍ତା ଦୁଇ ଦିନ ଧରି ଘନ କୁହୁଡ଼ି ଜାରି ରହିବ। ଏନେଇ ଶନିବାର ଦିନ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଇଏମଡିର ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରୀ ୨୪ ତାରିଖରେ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କନ୍ଧମାଳ,…

ଦ୍ୱିତୀୟ କିସ୍ତିରେ ଓଡ଼ିଶା ଆସିଲା କୋଭାକ୍ସିନ, ଟିକାକରଣରେ ଓଡ଼ିଶା ଦେଶରେ ତୃତୀୟ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁ ଓ ସଫଳତାର ସହ ଚାଲିଛି ଟିକାକରଣ । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାରେ ପହଞ୍ଚିଛି ଭାରତ ବାୟୋଟେକର କୋଭାକ୍ସିନ୍ ଟିକା । ଭୁବନେଶ୍ୱରକୁ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା ଆସିଛି  । ଏହାକୁ କେବଳ ଭୁବନେଶ୍ୱରର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ।…

କିଡନୀ ଠକ ହିମାଂଶୁକୁ ତିନି ଦିନିଆ ରିମାଣ୍ଡରେ ନେଲା ଲକ୍ଷ୍ମୀସାଗର ଥାନା ପୋଲିସ

ଭୁବନେଶ୍ୱର: ରିମାଣ୍ଡ ପରେ ରିମାଣ୍ଡ । ଜଣଙ୍କର ସରିଲେ ଆଉ ଜଣେ ନେଉଛି । ଭୁବନେଶ୍ୱରରୁ ଗିରଫ କିଡନୀ ଠକ ହିମାଂଶୁ ନନ୍ଦକୁ ଆଜିଠୁ ତିନି ଦିନିଆରିମାଣ୍ଡରେ ନେଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ଅନ୍ତରାଜ୍ୟ କିଡନୀ ଠକେଇ ରାକେଟରେ ତାକୁ ଜେରା କରାଯିବ । ସତ ଉଗାରିବ କିଙ୍ଗପିନ୍ ହିମାଂଶୁ ନନ୍ଦ…