Latest Odisha News

BREAKING NEWS

Browsing Category

ଫିଚର

ସାନ ଭାଇ ତୀର ମାଡରେ ବଡ଼ ଭାଇ ଗୁରୁତର

ମୟୂରଭଞ୍ଜ: ଘରୋଇ କଳହରୁ ହତ୍ୟା ଉଦ୍ୟମ । ସାନ ଭାଇର ତୀର ମାଡ଼ରେ ବଡ଼ ଭାଇ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କେନ୍ଦୁମୁଣ୍ଡି ଗାଁରେ । ତୀର ମାଡ଼ରେ ଆହତ ହୋଇଛନ୍ତି ବୁଧୁରାମ ପିଙ୍ଗୁଆ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କରଞ୍ଜିଆ ହସ୍ପିଟାଲ ଓ…

ଭୁବନେଶ୍ୱରରେ ୫ଟି ସ୍କୁଲ ବୁଲି ଦେଖିଲେ 5T ସଚିବ

ଭୁବନେଶ୍ୱର: ସ୍କୁଲ ବୁଲିଲେ ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ୍ । ଆଜି ସକାଳୁ ସକାଳୁ ଭୁବନେଶ୍ୱରର ୫ଟି ହାଇସ୍କୁଲ ପରିଦର୍ଶନ କରିଛନ୍ତି 5T ସଚିବ । ୟୁନିଟ୍-୬, କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୯ ବାଳିକା ହାଇସ୍କୁଲ୍ ଓ ଆଇଆରସି ଭିଲେଜ ହାଇସ୍କୁଲ ପରିଦର୍ଶନ କରିଛନ୍ତି । ଶିକ୍ଷକ ଓ…

କରୋନା ଟିକା ନେବା ପରେ ଦିଲ୍ଲୀରେ ୫୧ ଜଣଙ୍କ ଠାରେ ପାର୍ଶ୍ବ ପ୍ରତିକ୍ରିୟା

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଗତକାଲି ଦେଶବ୍ୟାପୀ କରୋନା ଟିକାକରଣ କରାଯାଇଛି। ସୂଚନାନୁସାରେ, ଟିକାକରଣର ପ୍ରଥମ ଦିନରେ ପ୍ରାୟ ୧.୯୧ ଲକ୍ଷ ଲୋକଙ୍କୁ ପ୍ରଥମ ପର୍ଯ୍ୟାୟ ଟିକା ଦିଆଯାଇଛି। ତେବେ ଏହି ଟିକା ନେବା ପରେ ରାଜଧାନୀ ଦିଲ୍ଲୀରେ ୫୧ ଜଣଙ୍କ ଠାରେ ପାର୍ଶ୍ଵ…

ମୁକ୍ତେଶ୍ୱର ଉତ୍ସବର ଶେଷ ସନ୍ଧ୍ୟାରେ ଓଡ଼ିଶୀ ରସରେ ଦର୍ଶକ ବିମୁଗ୍ଧ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଉଦ୍‍ଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ଶ୍ରୀନିବାସ ଶତପଥୀ ଓ ସାଥୀଙ୍କ ଦ୍ୱାରା ଶିବ ବନ୍ଦନା ହରଗୌରାଷ୍ଟକମ୍‍, ଯାହାର…

ରାଜ୍ୟରେ ଟିକାକରଣ ସଫଳ, ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

ଭୁବନେଶ୍ୱର: ପ୍ରଥମ ଦିନରେ ରାଜ୍ୟରେ କରୋନା ଟିକାକରଣ ସଫଳତାର ସହ ଶେଷ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଯେଉଁଥିରେ ଢେଙ୍କାନାଳ ଜିଲ୍ଲାର ଜଣେ ବ୍ୟକ୍ତି ଏହି ଟିକା ନେବା ପରେ ତାଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। ଆସନ୍ତା ୧୦ ଦିନ ମଧ୍ୟରେ ପଞ୍ଜୀକୃତ ହୋଇଥିବା…

ଅବମାନନା: ମାଆ ସରସ୍ୱତୀଙ୍କ ପ୍ରତିମା ଥିବାରୁ ପୁରସ୍କାର ନେଲେନି ମରାଠୀ କବି ଯଶବନ୍ତ

ନାଗପୁର: ମାଆ ସରସ୍ୱତୀଙ୍କ ପ୍ରତିମା ଥିବାରୁ ମରାଠୀ ସାହିତ୍ୟ କବି ଯଶବନ୍ତ ମନୋହର ପୁରସ୍କାର ନେବାକୁ ମନା କରି ଦେଇଛନ୍ତି । ଯାହା ଫଳରେ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରିପୋର୍ଟ ମୁତାବକ ବିଦର୍ଭ ସାହିତ୍ୟ ସଂଘ ପକ୍ଷରୁ ଯଶବନ୍ତଙ୍କୁ ଲାଇଫ ଟାଇମ ଆଚିଭମେଂଟ ଆୱାର୍ଡ ପାଇଁ…

ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି, ୭ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ଜାରି ରହିଥିବା ବେଳେ ୭ଟି ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଇଏମଡିର ସନ୍ଧ୍ୟା ବୁଲେଟିନ ଅନୁଯାୟୀ ୫ଟି ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା। ତନ୍ମଧ୍ୟରେ…

କୃଷି ନିୟମକୁ ବିରୋଧ କରି ଅକାଳୀ ଦଳରେ ମିଶିଲେ ବିଜେପିର ୧୦ ବରିଷ୍ଠ ନେତା

ଚଣ୍ଡୀଗଡ: କୃଷି ଆଇନ ନେଇ ପଞ୍ଜାବର ବିଜେପି ନେତାମାନେ ମଧ୍ୟ ବିରୋଧ କରିବା ଆରମ୍ଭ କରିଛନ୍ତି । ଯାହା କି ଦଳ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛି । ଶନିବାର ବିଜେପିର ୧୦ ବରିଷ୍ଠ ନେତା ଶିରୋମଣୀ ଅକାଳୀ ଦଳରେ ମିିଶିଛନ୍ତି । ବଥିଣ୍ଡା ଜିଲ୍ଲାରେ ଏସଏଡିର ସଭାପତି ସୁଖବୀର ସିଂ ବାଦଙ୍କ…

ଓଡ଼ିଶାରେ ଦିନ ୩ଟା ସୁଦ୍ଧା ୫୩% ଟିକାକରଣ ପଞ୍ଜିକୃତ

ଭୁବନେଶ୍ୱର: ଓଡ଼ିଶାରେ ଶନିବାର ଅପରାହ୍ନ ୩ଟା ସୁଦ୍ଧା ୫୩% କରୋନା ଟିକାକରଣ ପଞ୍ଜିକରଣ ହୋଇଥିବା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ପ୍ରଦିପ୍ତ କୁମାର ମହାପାତ୍ର କହିଛନ୍ତି। ଭଦ୍ରକ ଜିଲ୍ଲାରେ ସର୍ବାଧିକ ୮୧% ଟିକାକରଣ ହୋଇଥିବା ବେଳେ ସୋନପୁରରେ ସର୍ବନିମ୍ନ ୩୧% ଟିକା…

୧୪ ବର୍ଷ ପରେ ପାକିସ୍ତାନରେ ପଂହଚିଲା ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌

ଲାହୋର: ୧୪ ବର୍ଷ ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ଟେଷ୍ଟ ସିରିଜ ଖେଳିବା ପାଇଁ ପାକିସ୍ତାନରେ ଶନିବାର ପଂହଚିଛି । ୨୦୦୭ରେ ଦଳ ଶେଷ ଥର ପାକିସ୍ତାନ ଗସ୍ତରେ ଯାଇଥିଲା । ସେ ସମୟରେ ଭ୍ରମଣକାରୀ ଦଳ ୧-୦ରେ ସିରିଜ ଜିତିଥିଲା । ଶ୍ରୀଲଙ୍କା ଖେଳାଳିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ୨୦୦୯ରେ…