Latest Odisha News

BREAKING NEWS

Browsing Category

ଫିଚର

ଜାନୁଆରି ୨ ରେ ସବୁ ରାଜ୍ୟରେ କରୋନା ଟିକାକରଣର ଡ୍ରାଏ ରନ୍

ଭୁବନେଶ୍ୱର-ଆସନ୍ତା ଜାନୁଆରି ୨ ତାରିଖରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଟିକାକରଣର ଡ୍ରାଏ ରନ୍ ବା ପୂର୍ବାଭ୍ୟାସ କରାଯିବ । କେମିତି ସୁରୁଖୁରୁରେ ଲୋକଙ୍କୁ କରୋନା ଟିକା ଦିଆଯିବ ଏହି ଡ୍ରାଏ ରନ୍‌ରେ ତାର ଅଭ୍ୟାସ କରାଯିବ । କରୋନା ଟିକାକରଣକୁ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ…

ଗୋଆର ୧୪ ବର୍ଷୀୟ ଲିୟୋନ ହେଲେ ଦେଶର ୬୭ତମ ଗ୍ରାଣ୍ଡମାଷ୍ଟର

ନୂଆଦିଲ୍ଲୀ: ଗୋଆର ୧୪ ବର୍ଷୀୟ ଯୁବ ଚେସ୍ ଖେଳାଳି ଲିୟୋନ ମେଣ୍ଡୋକା ଦେଶର ୬୭ତମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିଛନ୍ତି । ଏହା ପୂର୍ବରୁ ଅକ୍ଟୋବରରେ ରିଜୋ ଚେସ୍ ଟୁର୍ଣ୍ଣାମେଂଟ, ନଭେମ୍ବରରେ ବୁଡାପେଷ୍ଟରେ ଓ ଏବେ ଇଟାଲୀରେ ଭେରଜାନି କପରେ ଭଲ ପ୍ରଦର୍ଶନ କରି ଏହି କୀର୍ତିମାନ ହାସଲ କରିଛନ୍ତି…

ମେ ୪ ତାରିଖରୁ ସିବିଏସ୍‌ଇ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ-ଆସନ୍ତା ମେ ୪ ତାରିଖରୁ ସିବିଏସ୍‌ଇ ଦ୍ୱାଦଶ ଓ ଦଶମ ବୋର୍ଡ ପରୀକ୍ଷା ହେବ । ଆଜି ଏହି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ । ମ।ର୍ଚ୍ଚ ୧ ତାରିଖରୁ ପ୍ରାକ୍‌ଟିକାଲ ପରୀକ୍ଷା ଆରମ୍ଭ ହେବ । ଜୁନ ୧୦ ସୁଦ୍ଧା ସବୁ ପରୀକ୍ଷା ଶେଷ କରିବାକୁ ଲକ୍ଷ୍ୟ…

ପୂର୍ବତଟ ରେଳପଥରୁ ଗଡିବ ୬ ଯୋଡ଼ା ଅତିରିକ୍ତ ବିଶେଷ ଟ୍ରେନ୍

ଭୁବନେଶ୍ୱର: ପୂର୍ବତଟ ରେଳପଥ ମଧ୍ୟରୁ ୬ ଯୋଡ଼ା ଅତିରିକ୍ତ ବିଶେଷ ଟ୍ରେନ ଚଳାଚଳ କରିବ। ଏହି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ୨୦୨୧ ମସିହା ଜାନୁଆରି ଦ୍ୱିତୀୟ ସପ୍ତାହରୁ ଚଳାଚଳ କରିବ। ଭୁବନେଶ୍ୱରରୁ ପୁଣେ ଏବଂ ତିରୁପତି, ବିଶାଖାପାଟନମରୁ ସାଇନଗର ସିରିଡ଼ି, କୋଲାମ ଏବଂ ଚେନ୍ନାଇ ଆଡକୁ ଏହି…

୫୦ ବର୍ଷରେ ପୁନର୍ବାର ବାପା ହେଲେ ମନୋଜ ତିୱାରୀ

ନୂଆଦିଲ୍ଲୀ: ଅଭିନେତା ତଥା ବିଜେପି ଦଳର ପ୍ରମୁଖ ନେତା ମନୋଜ ତିୱାରୀ ଗୁରୁବାର କନ୍ୟା ସନ୍ତାନର ବାପା ହୋଇଛନ୍ତି । ସୋସିଆଲ ସାଇଟରେ ଏ ନେଇ ମନୋଜ ସୂଚନା ଦେଇଛନ୍ତି । ଏହା ତାଙ୍କର ଦ୍ୱିତୀୟ କନ୍ୟା ସନ୍ତାନ । ପୂର୍ବରୁ ପ୍ରଥମ ସ୍ତ୍ରୀ ରାନୀଙ୍କ ତରଫରୁ ଜିୟା ନାମକ ସନ୍ତାନ ରହିଛି । ରାନୀ ଓ…

ଆଜି ରାତି ୮ରୁ ଗଡିବନି ‘ମୋ ବସ୍’

ଭୁବନେଶ୍ୱର: ସାରା ରାଜ୍ୟରେ ସରକାର ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଆଜି ରାତି ୮ଟା ପରେ ‘ମୋ ବସ୍’ ସେବାକୁ ସ୍ଥଗିତ କରାଯାଇଛି। ଏନେଇ କ୍ରୁଟ୍ ପକ୍ଷରୁ ଟ୍ବିଟ୍ କରି ସୂଚନା ମିଳିଛି। https://twitter.com/CRUT_BBSR/status/1344590989764173826?s=19…

ଚୀନର ଚୋରି ଧରାପଡିଲା: ନୌସେନାକୁ ତଥ୍ୟ ଯୋଗାଇବା ପାଇଁ ସମୁଦ୍ର ମଧ୍ୟରେ ଲୁଚାଇ ରଖିଥିଲା ଡ୍ରୋନ

ବେଜିଂ: ଚୀନର ଆଉ ଏକ ଚୋରି ଧରାପଡିଛି । ଏଏନଆଇରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚୀନ ଅଣ୍ଡର ଗ୍ରାଉଣ୍ଡ ଡ୍ରୋନ୍ (ସି ୱିଙ୍ଗ ଗ୍ଲାଇଡର) ଅଣ୍ଡର ୱାଟର ଭେଇକିଲ ଶ୍ରେଣୀର । ୨୦୧୯ ପରଠାରୁ ଚୀନ ତାର ନୌସେନାକୁ ସଜାଗ ରଖିବା ପାଇଁ ଏହି ଡ୍ରୋନ ଲୁଚାଇ ରଖିଛି । ଏହା ବେଶୀ ଦୂର ପର୍ଯ୍ୟନ୍ତ ଓ ବେଶୀ…

ପରଲୋକରେ ଭାରତୀୟ ହକି ଟିମର ପୂର୍ବତନ ଖେଳାଳି ମାଇକେଲ କିଣ୍ଡୋ

ରାଉରକେଲା: ଭାରତୀୟ ହକି ତାରକା ମାଇକେଲ କିଣ୍ଡୋଙ୍କର ଆଜି ଅପରାହ୍ନରେ ପରଲୋକ ହୋଇଛି । ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା ।…

ଶ୍ରଦ୍ଧା, ଭକ୍ତିର ଶକ୍ତି: ବ୍ରେନ ଅପରେଶନ ବେଳେ ମହିଳା ଗୀତାର ଶ୍ଲୋକ ଆବୃତି କରି ଚାଲିଥିଲେ…

ସୁରଟ: ଶ୍ରଦ୍ଧା, ଭକ୍ତି ଓ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ଥିବା ଯୋଗୁ ଗୁରୁବାର ସୁରଟରେ ଏକ ଚମତ୍କାର ଘଟଣା ଘଟିଛି । ୩୬ ବର୍ଷୀୟା ଦୟାବେନ ବୁଧେଲିୟାଙ୍କ ବ୍ରେନ ଭିତରେ ଶୀରା ମଧ୍ୟରେ ଗଣ୍ଠି ପଡି ଯାଇଥିଲା । ତାଙ୍କୁ ବଂଚାଇବା ପାଇଁ ସର୍ଜରୀ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଡାକ୍ତର…

ଜାନୁଆରି ୨ରୁ ସବୁ ରାଜ୍ୟରେ କରୋନା ଟିକାର ଡ୍ରାଏ ରନ୍

ଭୁବନେଶ୍ୱର: ଦେଶରେ କରୋନା ଟିକାର ଡ୍ରାଏ ରନ୍ ପାଇଁ ନିଷ୍ପତ୍ତି ହୋଇଛି । ଜାନୁଆରି ୨ ତାରିଖରୁ ସବୁ ରାଜ୍ୟର ରାଜଧାନୀରେ ଏହି ଡ୍ରାଏ ରନ୍ ଆରମ୍ଭ ହେବ। ଏ ନେଇ ଆଜି ସ୍ଵାସ୍ଥ୍ୟ ମନ୍ତ୍ରାଳୟରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଡିସେମ୍ଵର ୨୮ ଏବଂ ୨୯ ତାରିଖରେ ୪ଟି…