Latest Odisha News

BREAKING NEWS

Browsing Category

ଫିଚର

ନୂତନ ସଂସଦ ଭବନ ନିର୍ମାଣ ପାଇଁ ଗ୍ରୀନ ସିଗନାଲ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ନିର୍ମାଣ ରାସ୍ତାରେ ଆଉ ବାଧା ନାହିଁ । ଗ୍ରୀନ ସିଗନାଲ୍ ଦେଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପକୁ ନେଇ ହୋଇଥିବା ଆବେଦନର ଶୁଣାଣି କରି କିଛି ସର୍ତ୍ତ ସହ ନୂଆ ସଂସଦ ଭବନ ନିର୍ମାଣ ପାଇଁ ଅନୁମତି…

ଆହତ କାରଣରୁ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ଲୋକେଶ ରାହୁଲ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଆଗାମୀ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଦଳରୁ ବାଦ ପଡ଼ିଲେ ଲୋକେଶ ରାହୁଲ । ଆହତ କାରଣରୁ ତାଙ୍କୁ ଦଳରୁ ବାଦ ଦିଆଯାଇଛି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଶନିବାର ଦିନ ନେଟ୍ ପ୍ରାକ୍ଟିସ ବେଳେ…

ଦେଶରେ ଆଜି ସୁସ୍ଥ ହେଲେ ୨୯ହଜାର କରୋନା ଆକ୍ରାନ୍ତ, ୧୬ହଜାର ନୂଆ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ଦୈନିକ ଖସୁଛି କରୋନା କାୟା । ଗତକାଲି ଅପେକ୍ଷା ଆଜି ସଂଖ୍ୟା ଆହୁରି କମିଛି । ଗତ ୨୪ଘଣ୍ଟାରେ ସାରା ଦେଶରେ ୮ଲକ୍ଷ ୯୬ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୬ହଜାର ୩୭୫ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୩ଲକ୍ଷ ୫୬ହଜାର ୮୪୫କୁ…

ରାତିରେ ଘରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ସମ୍ପୂର୍ଣ୍ଣ ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଛାରଖାର ହୋଇଛି । ଭଦ୍ରକ ସହରାଞ୍ଚ ୨୦ନମ୍ୱର ଓ୍ୱାର୍ଡର ଶଙ୍କରପୁର ଏହି ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ହାଜର ବିବିଙ୍କର ଘରେ ନିଆଁ ଲାଗିଥିଲା । ନିଆଁ ଚାହୁଁ ଚାହୁଁ ୩…

ମାହାଙ୍ଗା ଡବଲ୍ ମର୍ଡର: ମୁଖ୍ୟ ଅଭିଯୁକ୍ତ ସମେତ ଚାରି ଜଣ ଅଟକ, ଅଜ୍ଞାତ ସ୍ଥାନରେ ଜେରା

କଟକ: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ନିର୍ମମ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ଚାରି ଜଣ ଅଟକ । ସେମାନଙ୍କୁ ଅଟକ ରଖିଛି କଟକ ଗ୍ରାମାଞ୍ଚଳ ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଅଜ୍ଞାତ ସ୍ଥାନରେ ଜେରା ଚାଲିଛି । ଘଟଣାର ଦୁଇ ଦିନ ପରେ ଅଭିଯୁକ୍ତଙ୍କୁ ଠାବ କରିବା…

କେବେଠୁ ଖୋଲିବ କଟକର ସଙ୍ଗମ ସିନେମା ହଲ୍, ଜାଣନ୍ତୁ

କଟକ: ଚଳଚ୍ଚିତ୍ର ପ୍ରେମୀ ମାନଙ୍କ ପାଇଁ ଖୁସି ଖବର। କଟକ ସ୍ଥିତ ସଙ୍ଗମ ମଲ୍ଟିପ୍ଲେକ୍ସ ଆସନ୍ତା ଜାନୁଆରୀ ୮ ତାରିଖରୁ ଖୋଲିବାକୁ ଯାଉଛି। ସୂଚନାନୁସାରେ, ସହରର ଅନ୍ୟ ସିନେମା ହଲ୍ ଗୁଡିକ ଜାନୁଆରୀ ୧୪ରେ ଖୋଲିବାକୁ ଯାଉଛି। କୋଭିଡ-୧୯ ଗାଇଡଲାଇନକୁ ପାଳନ କରି ୫୦ ପ୍ରତିଶତ ସିଟରେ ସିନେମା…

ଚିଲିକାରେ ବାର୍ଷିକ ପକ୍ଷୀ ଗଣନା ଜାରି

ବାଲୁଗାଁ: ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନା ମଙ୍ଗଳବାର ଦିନଠାରୁ ଆରମ୍ଭ ହୋଇଛି । ଚିଲିକା ଅନ୍ତର୍ଗତ ଟାଙ୍ଗି, ବାଲୁଗାଁ, ରମ୍ଭା, ସାତପଡା ଏବଂ ନୂଆପଡ଼ା ପାଞ୍ଚଟି ରେଞ୍ଜରେ ଆରମ୍ଭ ହୋଇଛି। ୧୧୧ରୁ ଅଧିକ ବନ ଅଧିକାରୀ, ବିଶେଷଜ୍ଞ, ସ୍ବେଚ୍ଛାସେବୀ ଏବଂ ପରିବେଶବିତ ଆଦିଙ୍କୁ ନେଇ ୨୧ଟି…

ପରୀ ହତ୍ୟା ମାମଲା: ଅଭିଯୁକ୍ତର ନାର୍କୋ ଟେଷ୍ଟ କରାଇବା ଆବେଦନର ଆଜି ଶୁଣାଣି

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଏସଆଇଟି କରିଥିବା ଆବେଦନ ଉପରେ ଆଜି ଶୁଣାଣି ରହିଛି । ନୟାଗଡ଼ ପକସୋ କୋର୍ଟରେ ଶୁଣାଣି ହେବ । ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେବାକୁ କୋର୍ଟରେ ଆବେଦନ କରିଥିଲା ଏସଆଇଟି । ପରୀ ହତ୍ୟା…

ବ୍ରିଟେନରେ ଆଜି ମଧ୍ୟରାତ୍ରିରୁ ପୁଣି ଲକଡାଉନ୍, ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍

ଲଣ୍ଡନ: କରୋନାର ନୂଆ ଷ୍ଟ୍ରେନ ବ୍ରିଟେନ୍‌ରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ ନଊଆ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ସଂକ୍ରମଣ ବଢୁଥିବାରୁ କଟକଣାକୁ କଠୋର କରିଛନ୍ତି ସରକାର । ପୁଣି ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଆଜି ମଧୟରାତ୍ରିରୁ ଫେବୃଆରୀ ମାସ ଦ୍ୱିତୀୟ…

ରାଜ୍ୟରେ କମୁଛି ଶୀତର ପ୍ରକୋପ

ଭୁବନେଶ୍ୱର: ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ସହ କମୁଛି ଶୀତର ପ୍ରକୋପ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ଆଉ ୨-୩ ଦିନ ଡିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ଅଛି। ମଙ୍ଗଳବାର ରାତିରୁ ଗୁରୁବାର ପର୍ଯ୍ୟନ୍ତ ସର୍ବନିମ୍ନ…