Latest Odisha News

BREAKING NEWS

Browsing Category

ଫିଚର

ସାମାନାରେ ରାଉତଙ୍କ ବିବାଦୀୟ ଲେଖା, ରୁଷିଆ ପରି ଭାରତ ଭାଗ ଭାଗ ହୋଇଯିବ

ମୁମ୍ବାଇ:ଶିବସେନା ମୁଖପାତ୍ର ସାମାନାରେ ରବିବାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏକ ବିବାଦୀୟ ଲେଖା ଲେଖିଛନ୍ତି । ମୋଦି ସରକାରଙ୍କୁ ଟାର୍ଗେଟ କରି ସେ ଲେଖିଛନ୍ତି ଯଦି ଏ ଭଳି ପରିସ୍ଥିତି ଜାରି ରହେ ତାହାହେଲେ ରୁଷିଆ ପରି ଭାରତ ଭାଗ ଭାଗ ହୋଇଯିବ । ଏହି ଲେଖା ନେଇ ଏବେ ରାଜନୈତିକ ମହଲରେ ଝଡ…

ବକ୍ସିଂ ଡେ ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କ ଶତକ, ଅଷ୍ଟ୍ରେଲିଆ ମାଟିରେ ଦ୍ୱିତୀୟ ସେଞ୍ଚୁରୀ

ଭାରତ-ଅଷ୍ଟ୍ରେଲିଆ ବକ୍ସିଂ ଡେ ଟେଷ୍ଟରେ ଅଧିନାୟକ ଇନିଂସ ଖେଳିଲେ ଆଜିଙ୍କ୍ୟ ରାହାଣେ । ଦ୍ୱିତୀୟ ଦିନରେ ଶତକ ହାସଲ କରିଛନ୍ତି । ଏହା ତାଙ୍କ କ୍ୟାରିୟର ୧୨ତମ ଟେଷ୍ଟ ଶତକ । ଅଷ୍ଟ୍ରେଲିଆ ମାଟିରେ ଦ୍ୱିତୀୟ ଟେଷ୍ଟ ସେଞ୍ଚୁରୀ ହାସଲ କରିଛନ୍ତି ରାହାଣେ । ପୂର୍ବରୁ ୨୦୧୪ରେ ବକ୍ସିଂ ଡେ ଟେଷ୍ଟରେ…

ସ୍ୱପ୍ନାଙ୍କ ସ୍ୱପ୍ନ ସାକର କଲେ ଧମେନ୍ଦ୍ର: ପତ୍ନୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ !

ଆଜମେର:ରାଜସ୍ଥାନ ଆଜମେରର ଧମେନ୍ଦ୍ର ତାଙ୍କ ପତ୍ନୀ ସ୍ୱପ୍ନା ଅନିଜାଙ୍କୁ ବହୁତ ଭଲ ପାଆନ୍ତି । ୮ମ ବିବାହ ବାର୍ଷିକୀରେ ଧମେନ୍ଦ୍ର ନିଜ ପତ୍ନୀଙ୍କ ପାଇଁ ଜହ୍ନରେ ୩ ଏକର ଜାଗା କିଣିଛନ୍ତି । ବିଶ୍ୱାସ ନ ହେଲେ ବି ସତ । ପତ୍ନୀ ସ୍ୱପ୍ନାଙ୍କ ସ୍ୱପ୍ନ ସାକର କରିଛନ୍ତି ଧମେନ୍ଦ୍ର । ସେ ବି ଏ ଭଳି…

ରାଜ୍ୟରେ ମହାମାରୀ ନେଲା ଆଉ ୪ ଜୀବନ, ମୃତ୍ୟୁସଂଖ୍ୟା ୧,୮୬୧କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୪ ଜିଲ୍ଲାରୁ ୪ ଆକ୍ରାନ୍ତଙ୍କ ଜୀବନ । ଏମାନଙ୍କ ଭିତରେ ଜଣେ ମହିଳା ଅଛନ୍ତି । କଳାହାଣ୍ଡି ଜିଲ୍ଲାରେ ୪୫ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ୱରରେ ଜଣେ ୩୫ବର୍ଷୀୟ ଯୁବକଙ୍କ ଜୀବନ ନେଇଛି କରୋନା । ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ…

ରାଉରକେଲା ମିନି ବସ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ରାଉରକେଲା: ଡିଭାଇଡରରେ ପିଟି ହୋଇ ମିନି ବସ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି । ଆଉ ଦୁଇ ଜଣ ଆହତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଆହତ ହୋଇଛନ୍ତି ୬ ଜଣ । ଆହତମାନଙ୍କର ରାଉରକେଲା ଆର୍‌ଜିଏଚ୍‌ରେ ଚିକିତ୍ସା…

ଆଜିଠୁ ବାରବାଟୀରେ OCL ଟି-ଟ୍ୱେଣ୍ଟି: ମୁହାଁମୁହିଁ ହେବେ ୬ଟି ଟିମ୍

କଟକ: ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏ) ଆନୁକୂଲ୍ୟରେ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ୍‌ ଲିଗ୍ (ଓସିଏଲ୍‌) ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହେଉଛି । ପ୍ରତିଯୋଗିତାରେ ଖେଳିବେ ମୋଟ ୬ ଦଳ । ଓଡ଼ିଶା ଲାୟନ୍‌ସ, ଓଡ଼ିଶା ଟାଇଗର୍ସ ଓଡ଼ିଶା ଚିତାଜ୍, ଓଡ଼ିଶା ଜାଗୁଆର୍ସ, ଓଡ଼ିଶା…

ଆଉ ଜଣେ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବ୍ରିଟେନ ଫେରନ୍ତା କରୋନା ସଂକ୍ରମିତ ହେଉଛନ୍ତି । ଆଉ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି ୩ ଜଣ ବ୍ରିଟେନ ଫେରନ୍ତା । ଭୁବନେଶ୍ୱରରେ ୪ ବର୍ଷୀୟ ଝିଅର ବାପା ବି ପଜିଟିଭ…

ରାଉରକେଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ ଓ ୬ ଆହତ

ରାଉରକେଲା: ବାଲୁଘାଟ ନିକଟରେ ଏକ ମିନିବସ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣେ ମୃତ ଓ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ରଘୁନାଥପାଲି ପୋଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଆହତମାନଙ୍କୁ ରାଉରକେଲାର ସରକାରୀ ଡାକ୍ତରଖାନା ରେ ଚିକିତ୍ସା…

କମୁଛି କରୋନା କେସ୍: ରାଜ୍ୟରୁ ୨୪ ଘଣ୍ଟାରେ ୩୦୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ କେସ ବଢୁଛି । କିନ୍ତୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଶହ ତଳେ ରହିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୦୩ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୭୨ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୩୧ଟି । ୨୬ ଜିଲ୍ଲାରୁ ନୂଆ…

ରାଜ୍ୟରେ କଲବଲ କରୁଛି ଶୀତ, ୧୧ଜିଲ୍ଲାରେ ୧୦ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ। ବଢୁଛି ଥଣ୍ଡା । ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଜନଜୀବନ ଅସ୍ତବ୍ୟସ୍ତ । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଦାରିଙ୍ଗିବାଡ଼ିରେ ପାରଦ ରହିଛି ୭ ଡିଗ୍ରୀ ସେଲସିୟସ୍। ଝାରସୁଗୁଡ଼ାରେ ୮.୨, ବାରିପଦା…