Latest Odisha News

BREAKING NEWS

Browsing Category

ଫିଚର

ମେଲବୋର୍ଣ୍ଣ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ରନରେ ଅଲଆଉଟ୍

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଅଲଆଉଟ୍ ହୋଇଛି କଙ୍ଗାରୁ ବାହିନୀ । ଟମ୍ ଇଣ୍ଡିଆର ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଛନ୍ତି ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ । ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ୍ ହୋଇଛି ଘରୋଇ ଦଳ । ମାର୍ନସ ଲାବୁସେନ୍ ସର୍ବାଧିକ ୪୮ ଓ ଟ୍ରେଭିସ୍ ହେଡ୍ ୩୮ ରନ୍…

ବିଜେଡି ପ୍ରତିଷ୍ଠା ଦିବସରେ ଶ୍ରେଷ୍ଠ ଓଡ଼ିଶା ଗଠନ ଆହ୍ୱାନ ଦେଲେ ସୁପ୍ରିମୋ

ଭୁବନେଶ୍ୱର: ଆଜି ବିଜେଡି ପାଳୁଛି ୨୪ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଦଳୀୟ ନେତା ଓ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରେଷ୍ଠ ଓଡ଼ିଶା ଗଠନ ଦିଗରେ ଆହ୍ୱାନ ଦେଇଛନ୍ତି ନବୀନ । ସେ ଲେଖିଛନ୍ତି, ଓଡ଼ିଶାବାସୀଙ୍କ ଭଲ ପାଇବା, ଆଶୀର୍ବାଦ ଓ…

କରୋନା ପଜିଟିଭ୍ ଚିହ୍ନଟ ପରେ କଟକ ଜିଲ୍ଲାର ଏହି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କଟକ: ପୁଣି ଫେରିଲା କଣ୍ଟେନମେଣ୍ଟ । ୧୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଗାଁକୁ କଣ୍ଟେନମେଣ୍ଟ ଜୋନା ଘୋଷଣା କରିଛି କଟକ ଜିଲ୍ଲା ପ୍ରଶାସନ । କଣ୍ଟାପଡ଼ା ବ୍ଲକ ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଉପ-ଜିଲ୍ଲାପାଳ । ଗାଁର ଗୋଟିଏ…

ଦେଶରୁ ୨୪ ଘଣ୍ଟାରେ ୨୨, ୨୭୨ କରୋନା ପଜିଟିଭ୍, ୨୫୧ ମୃତ

ନୂଆଦିଲ୍ଲୀ: ଦେଶରେ ଏବେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ୮ଲକ୍ଷ ୫୩ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨୨ହଜାର ୨୭୨ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧ଲକ୍ଷ ୬୯ହଜାର ୧୧୮କୁ ବୃଦ୍ଧି ପାଇଛି ।…

ଆଈକୁ ହେମଦସ୍ତା ପୁଆରେ ପିଟି ପିଟି ମାରି ଦେଲା ନାତୁଣୀ

ଭଦ୍ରକ: ସାମାନ୍ୟ ଝଗଡ଼ାରୁ ଜଘନ୍ୟ ହତ୍ୟାକାଣ୍ଡ । ଆଈକୁ ହେମଦସ୍ତା ପୁଆରେ ଛେଚି ମାରଦେଲା ନାବାଳିକା ନାତୁଣୀ । ଏଭଳି ଅଭାବନୀୟ ଓ ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ । ମୃତକ ହେଲେ ଗାଁର ଶଶୀ ଦାସ । ପୋଲିସ ନାବାଳିକାଙ୍କୁ ଅଟକ ରଖିବା ସହ…

୨୪ ବର୍ଷରେ ବିଜେଡି, ଦଳ ପାଳୁଛି ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ପାଳୁଛି ୨୪ତମ ପ୍ରତିଷ୍ଠା ଦିବସ । କୋଭିଡ କଟକଣା ଭିତରେ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡି । ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ କୋଭିଡ୍ କଟକଣା ଭିତରେ ଆୟୋଜିତ ହେବ ସମାବେଶ । ଦଳୀୟ କାର୍ଯ୍ୟାଳୟରେ ସାଧାରଣ ସଭାରେ ଭିଡିଓ କନଫରେନ୍ସିଂ ଜରିଆରେ…

ବନ୍ଧୁକ ଦେଖାଇ ୪୦ ଭରି ସୁନାଗହଣା ଲୁଟ୍, ରାତିରେ କଳାକନା ବୁଲାଇଲେ ଲୁଟେରା

କଳାହାଣ୍ଡି: ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ରଖି ରାତିରେ କଳାକନା ବୁଲାଇ ଦେଲେ ଲୁଟେରା । ଘରେ ପଶି ସମସ୍ତଙ୍କୁ ଭୟଭୀତ କରାଇ ଦୁର୍ବୃତ୍ତ ଲୁଟି ନେଲେ ୪୦ ଭରି ସୁନା ଗହଣା । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମୋଟେର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି ।…

ନୀଳକନ୍ଦରରେ ନୀଳମଣିକୁ ଦେଖିଲେ ଶ୍ରୀକ୍ଷେତ୍ରବାସୀ

ପୁରୀ: ଦୀର୍ଘ ୯ ମାସ ପରେ ବଡ଼ଦେଉଳର ରତ୍ନ ସିଂହାସନରେ ଆଖି ଦେଖିଲା ଚକାନୟନ । ଭକ୍ତ ଓ ଭଗବାନଙ୍କ ମିଳିନ ହେଲା । ଆଜିଠାରୁ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପୁରୀ ବାସିନ୍ଦା । ମାର୍କେଟ ଛକଠାରୁ ବ୍ୟାରିକେଡ୍‌ ଦେଇ ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ପ୍ରବେଶ…

କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନିର୍ବନ୍ଧ ଶେଷ

ପୁରୀ: ହାତକୁ ଦି ହାତ ହେବାକୁ ଯାଉଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । କାକଟପୁରରେ ଆଜି ତାଙ୍କ ନିର୍ବନ୍ଧ ଶେଷ ହୋଇଛି ।  ବାଲିଡିହିର ଝିଅ ନନ୍ଦିନୀଙ୍କ ସହ ବିବାହ ସ୍ଥିର ହୋଇଛି । ଆସନ୍ତା ଫେବ୍ରୁଆରୀରେ ତାଙ୍କର ବିବାହ ହେବ ବୋଲି ସ୍ଥିର ହୋଇଛି । ତୁଷାରକାନ୍ତି ନବୀନ…

ପୁନମ ଡିଲିଟ କଲେ ଇନଷ୍ଟାଗ୍ରାମ ଆକାଂଉଟ !

ମୁମ୍ବାଇ: ଗ୍ଲାମରକୁ ବ୍ୟବସାୟରେ ବ୍ୟବହାର କରି ଚର୍ଚ୍ଚାରେ ରହୁଥିବା ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ନୂଆ ବର୍ଷ ପୂର୍ବରୁ ଏକ ଅଜବ ନିଷ୍ପତି ନେଇଛନ୍ତି । ପୁନମ ତାଙ୍କର ଇନଷ୍ଟାଗ୍ରାମ ଆଂକାଉଟ ଡିଲିଟ କରି ଦେଇଛନ୍ତି । ଯାହା କି ପ୍ରଶଂସକମାନଙ୍କୁ ନିରାଶ କରିଛି । ପୁନମ ଏ ନେଇ କୌଣସି…