Latest Odisha News

BREAKING NEWS

Browsing Category

ଫିଚର

ଅଲବିଦା ୨୦୨୦: ଦେଶରେ ଏସବୁ ଖବର ପାଲଟିଥିଲା ଟପ୍ ହେଡଲାଇନ୍ସ

ଭୁବନେଶ୍ୱର: ବିଦାୟ ବେଳାରେ ବର୍ଷ ୨୦୨୦ । ଚଳିତବର୍ଷ ଦେଶରେ ବହୁ ଛୋଟ ବଡ଼ ଘଟଣା ଘଟିଛି । ନ୍ୟାୟ ପାଇଛି ନିର୍ଭୟା । ହଥରସର ଜଘନ୍ୟକାଣ୍ଡର ମୂକସାକ୍ଷୀ ହୋଇଛି ବର୍ଷ ୨୦୨୦ । ଏବର୍ଷ ସୀମାରେ ଭାରତ-ଚୀନ ସୀମାରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ରାମମନ୍ଦିର ପାଇଁ ଶିଳାନ୍ୟାସ ହୋଇଛି । ନାଗରିକା…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ରାୟଗଡ଼ା: ବର୍ଷ ଶେଷରେ ରାଜ୍ୟରେ ଆକ୍ସନ ମୁଡକୁ ଆସିଛି ଭିଜିଲାନ୍ସ ଟିମ୍ । କୋଟିପତି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଘରେ ଘନ ଘନ ଚଢ଼ାଉ ହେଉଛି । ଆଜି ରାୟଗଡ଼ା ଡିଭିଜନ୍-୨ର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ତାଙ୍କ ନାଁ ଉଦ୍ଧବ…

ପରୀ ହତ୍ୟା ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି, ଷ୍ଟାଟସ ରିପୋର୍ଟ ଦେବ SIT

କଟକ: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ରହିଛି । ତଦନ୍ତ ସମ୍ପର୍କିତ ଆଉ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବ ଏସଆଇଟି । ତଦନ୍ତ ଅଗ୍ରଗତି ନେଇ ସବିଶେଷ ରିପୋର୍ଟ ରଖିବ ତଦନ୍ତକାରୀ ଟିମ୍ । ପୂର୍ବରୁ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଥିଲା…

ଦେଶରେ ୨୪ଘଣ୍ଟାରେ ୨୪ ହଜାର କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୨୯ ହଜାର

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଟେନସନ୍ । ଏପଟେ ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ବି ସଂକ୍ରମିତଙ୍କ ସଂଖ୍ୟା ଚଳିତ ସପ୍ତାହରେ କୋଟିଏ ଟପି ସାରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୨୪ ହଜାର ୭୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି…

ମାଓବାଦୀଙ୍କ ବର୍ବରତା: ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା

ମାଲକାନଗିରି: ଆନ୍ଧ୍ର-ଓଡିଶା ସୀମାନ୍ତରେ ଲାଲବାହିନୀର ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଆନ୍ଧ୍ର ପ୍ରଦେଶ ବିଶାଖାପାଟନମ ଜିଲ୍ଲାର ଚିନ୍ତାଗୁରୁହୁ ଗାଁର ସତୀଶ ବାବୁ । ତାଙ୍କୁ ଗତକାଲି ରାତି ପ୍ରାୟ ଦୁଇଟା ବେଳେ ୨୦ରୁ…

୭୦୦୦ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ରାଜସ୍ୱ ନିରୀକ୍ଷକ

ଚାନ୍ଦବାଲି: ରାଜସ୍ୱ ନିରୀକ୍ଷକଙ୍କୁ(ଆରଆଇ) ଲାଞ୍ଚ ନେବା ମହଙ୍ଗା ପଡ଼ିଲା । ଭିଜିଲାନ୍ସ ହାତରେ ଧରାପଡ଼ିଲେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ କଇଥକୋଲାର ଆରଆଇ କୃଷ୍ଣଚନ୍ଦ୍ର ଦାସ ୭ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କରିଛି ଭିଜିଲାନ୍ସ । କଇଥଖୋଲା ଗାଁର ସତ୍ୟବ୍ରତ ମାଇତିଙ୍କଠାରୁ ସେ…

ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୩ଟି ପରିବାରର ୭ ବଖରା ଘର

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତର ରାଧାନଗର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୭ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଧାନ ଚାଉଳ ସମେତ ଘରର ସମସ୍ତ ଆସବାସପତ୍ର ପୋଡି ନଷ୍ଟ ହୋଇଯାଇଛି। ଗତ ବିଳମ୍ବିତ ରାତ୍ରିରେ ଏହି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୨୪-୧୨-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ  ଆଜି ୨୦୨୦ ମସିହା ଡିସେମ୍ବର ତା ୨୪ ରିଖ ଗୁରୁବାର ଧନୁ ୧୦ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଅଶ୍ଵିନୀ ନକ୍ଷତ୍ର ମେଷ ଚନ୍ଦ୍ର  ଘାତ ବାର:-ତୁଳା ଓ କୁମ୍ଭ ରାଶିର  ଘାତ ଚନ୍ଦ୍ର:- ମେଷ ରାଶିର   ନିଷେଧ ଖାଦ୍ୟ:-…

ସୋସିଆଲ ସାଇଟରେ ଲିକ୍ ହେଲା ଥାଇଲାଣ୍ଡ ରାଜାଙ୍କ ପ୍ରେମିକାଙ୍କ ଉଲଗ୍ନ ଫଟୋ

ବ୍ୟାଙ୍କକ: ଥାଇଲାଣ୍ଡର ବିବାଦୀୟ ରାଜା ମହା ବାଜିରାଲୋଙ୍ଗକୋର୍ନଙ୍କ ପ୍ରେମିକା ସିନିତ ୱଙ୍ଗଜିରାକପଡିଙ୍କ ଉଲଗ୍ନ ଫଟୋ ସୋସିଆଲ ସାଇଟରେ ଲିକ୍ ହୋଇଛି । ରାଣୀ ସୁଥିଡାଙ୍କ ହାତ ଏଥିରେ ଅଛି ବୋଲି ଅନୁମାନ କରାଯାଉଛି । ରାଜା ତାଙ୍କ ପତ୍ନୀ ଏବଂ ପ୍ରେମିକାଙ୍କୁ ନେଇ କିଛି ଦିନ ହେବ ଅଶାନ୍ତି ଲାଗି…

ପୂର୍ବ ଲଦାଖ ସୀମାରୁ ସେନା ହଟାଇବା ଚୀନ ପ୍ରସ୍ତାବକୁ ଖାରଜ କଲା ଭାରତ

ନୂଆଦିଲ୍ଲୀ:ପୂର୍ବ ଲଦାଖରୁ ସେନା ପ୍ରତ୍ୟାହାର କରିବା ପାଇଁ ଚୀନ ବୁଧବାର ଭାରତକୁ ପ୍ରସ୍ତାବ ଦେଇଥିଲା । ତେବେ ଭାରତ ସରକାର ଏହାକୁ ଖାରଜ କରିଦେଇଛନ୍ତି । ବର୍ତମାନ ପରିସ୍ଥିତିରେ ଏହା ସମ୍ଭବପର ନୁହେଁ ବୋଲି କୁହାଯାଇଛି । ଭାରତୀୟ ସେନା ଫିଙ୍ଗର ୮ରୁ ଫିଙ୍ଗର ୧ ପାଖକୁ ଘୁଂଚିଯାଉ । ବାକି…