Latest Odisha News

BREAKING NEWS

Browsing Category

ଫିଚର

ଭାରସାମ୍ୟ ହରାଇ ଓଲଟି ପଡିଲା ଯାତ୍ରୀବାହୀ ବସ୍; ୨୫ ଆହତ

ଫୁଲବାଣୀ: ଭାରସାମ୍ୟ ହରାଇ ଓଲଟିପଡ଼ିଲା ଯାତ୍ରୀବାହୀ ବସ୍। ସୂଚନାନୁସାରେ,କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଗଡ଼ିଆପଡ଼ା ସ୍କୁଲ୍‌ ନିକଟରେ ଗୁରୁବାର ରାତି ପ୍ରାୟ ୧୨ ଟା ପାଖାପାଖି ଏକ ଘରୋଇ ଯାତ୍ରୀବାହୀ ବସ୍ 'ରାଜା' ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଖାପାଖି ହେବାରୁ ୨୫ ଜଣ…

ବିଳମ୍ବିତ ରାତିରେ ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାଜଧାନୀ ଦିଲ୍ଲୀରେ ଭୂକମ୍ପ। ରାତି ପାଖାପାଖି ୧୧.୪୬ରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୪.୨ ଥିବା ରିକ୍ଟର୍‌ସ୍କେଲ୍‌ରୁ ଜଣାପଡ଼ିଛି। ହରିୟାଣା ଅନ୍ତର୍ଗତ ଗୁରୁଗ୍ରାମର ଦକ୍ଷିଣପଶ୍ଚିମ ଦିଗର ୪୮ କିଲୋମିଟର ଦୂରରେ ସୃଷ୍ଟ ଏହି ଭୂମିକମ୍ପ କେନ୍ଦ୍ରସ୍ଥଳର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୧୮-୧୨-୨୦୨୦ ଶୁକ୍ରବାର ଅଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୧୮ ରିଖ ଶୁକ୍ରବାର ଧନୁ ୪ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଶ୍ରବଣା ନକ୍ଷତ୍ର ମକର‌‌‌ ଚନ୍ଦ୍ର ଘାତ ବାର :- ବିଛା ଧନୁ ଓ ମୀନ ରାଶିର    ଘାତ ଚନ୍ଦ୍ର:- ସିଂହ ରାଶି…

‘ପରିଶ୍ରମ’ ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କି ସୁବିଧା ମିଳିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗର 'ପରିଶ୍ରମ ପୋର୍ଟାଲ' ଲୋକାର୍ପଣ କରିବା ସହ ୨୨ଟି ଅନଲାଇନ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ…

ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ଏନସିବିର ନୋଟିସ୍

ମୁମ୍ବାଇ: ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ନୋଟିସ୍ କରିଛି ଏନସିବି । ପୂର୍ବରୁ ଆୟୋଜନ କରିଥିବା ପାର୍ଟିର ତଥ୍ୟ ଦେବାକୁ ନୋଟିସ୍ ହୋଇଛି । ଇଲେକ୍ଟ୍ରୋନିକ ଏଭିଡେନ୍ସ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନସିବି କହିଛି, କରନ ଜୋହର କୌଣସି ମାମଲାରେ ସଂଦୀଗ୍ଧ ନୁହନ୍ତି । ଡ୍ରଗ୍ସ ସହ ସଂପୃକ୍ତ…

ଆଇଏସଏଲ: ବେଙ୍ଗାଲୁର ଅପରାଜେୟ, ପୁନର୍ବାର ହାରିଲା ଓଡିଶା ଏଫସି

ଭୁବନେଶ୍ୱର: ବୋମ୍ବୋଲିମ୍‌ରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ ଫୁଟବଲର ଗୁରୁବାର ମୁକାବିଲାରେ ବେଙ୍ଗାଲୁର ୨-୧ ଗୋଲରେ ଓଡିଶା ଏଫସିକୁ ପରାସ୍ତ କରି ଟୁର୍ଣ୍ଣାମେଂଟରେ ଅପରାଜେୟ ରହିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଅନ୍ୟ ମ୍ୟାଚ ତୁଳନାରେ ଓଡିଶା ଏଫସି ଅପେକ୍ଷାକୃତ ଭଲ ପ୍ରଦର୍ଶନ…

ଆନ୍ଦୋଳନରତ କୃଷକଙ୍କୁ ୮ପୃଷ୍ଠାର ଚିଠି ଲେଖିଲେ କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଭିତରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଜି କୃଷକଙ୍କୁ ଚିଠି ଲେଖିଛନ୍ତି । ଆନ୍ଦୋଳନରତ କୃଷକଙ୍କ ପାଖକୁ ୮ ପୃଷ୍ଠାର ଚିଠି ପଠାଇଛନ୍ତି । ଚିଠିରେ କୃଷି ମନ୍ତ୍ରୀ ୮ଟି ଆଶ୍ବାସନା ଦେଇଛନ୍ତି । ଚିଠିରେ ଲେଖାଯାଇଛି ଯେ, ଯେଉଁ…

[ଭିଡ଼ିଓ] ମାସ୍କ ବଦଳାଇଦେବ ପରିଚୟ…

ଭୁବନେଶ୍ୱର: ବୋଧ ହୁଏ ସାରା ବିଶ୍ୱ କରୋନାକୁ ପରାଜିତ କରିଛି । ଏହି ଉକ୍ତିକୁ ଆମେ ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ । ମାସ୍କ, ସାନିଟାଇଜର୍ ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରି ଆମେ କରୋନାଠୁ ଦୂରେଇ ରହିବାରେ ସକ୍ଷମ ହୋଇଛନ୍ତି । କରୋନା ପାଇଁ ବଜାରରେ ବିଭିନ୍ନ ପ୍ରକାରର ସାନିଟାଇଜର୍…

ସୋନିଆ ଗାନ୍ଧି ଡାକିଲେ ଜରୁରୀ ବୈଠକ: ୧୯ରେ ବରିଷ୍ଠ ନେତାଙ୍କ ସହ ଆଲୋଚନା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳର ବରିଷ୍ଠ ନେତାଙ୍କ ଏକ ବୈଠକ ଡାକିଛନ୍ତି । ଆସନ୍ତା ୧୯ ତାରିଖରେ ସୋନିଆ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ । କଂଗ୍ରେସରେ ଅସନ୍ତୁଷ୍ଟ ଥିବା ଏହି ନେତାଙ୍କ ସହ ବୈଠକ କରିବେ । ଏହି ନେତାମାନେ କିଛି ଦିନ ତଳେ ସୋନିଆ ଗାନ୍ଧିଙ୍କୁ ଚିଠି…

ଓଡ଼ିଶାରେ ୩୭୬ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୭୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ୩୭୬ ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫୦, ଅନୁଗୁଳ ଜିଲ୍ଲାରୁ…