Latest Odisha News

BREAKING NEWS

Browsing Category

ଫିଚର

ବରୁଣ-ନତାଶାଙ୍କ ମଧ୍ୟରେ ଖୁବ୍ ଶୀଘ୍ର ହେବ ନିର୍ବନ୍ଧ: କରୀନା

ମୁମ୍ବାଇ: ବରୁଣ ଧାୱନ ଓ ନତାଶା ଦଲାଲଙ୍କ ପ୍ରେମ କାହାଣୀ ଏବେ କାହାକୁ ଅଛପା ନାହିଁ । ତେବେ ଉଭୟ କେବେ ବିବାହ ବନ୍ଧନରେ ଆବଦ୍ଧ ହେବେ ସେ ନେଇ ପରଦା ଉଠାଇଛନ୍ତି ବଲିଉଡ ଅଭିନେତ୍ରୀ କରୀନା କାପୁର । ଏକ ଟକ ଶୋରେ କରୀନା, ବରୁଣ ଓ ନତାଶା ଭାଗ ନେଇଥିଲେ । ନତାଶାଙ୍କୁ କରୀନା ବାରମ୍ବାର ମଙ୍ଗେତର…

ଆସନ୍ତାକାଲିଠୁ ଖୋଲିବ ରାଜ୍ୟ ଜନଜାତି ସଂଗ୍ରହାଳୟ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଭୁବନେଶ୍ବର ସିଆରପି ଛକରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲିବ । କରୋନା କଟକଣା ପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଦର୍ଶକ ସଂଗ୍ରହାଳୟ ଭିତରକୁ ପ୍ରବେଶ ପୂର୍ବରୁ ସେମାନଙ୍କ ଶରୀରର ତାପମାତ୍ରା ଫୋରହେଡ୍ ସ୍କାନର…

ବିଧାନସଭାରେ କୃଷି ଆଇନ ଦସ୍ତାବିଜକୁ ଚିରି ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆ ଦିଲ୍ଲୀ: କୃଷି ଆଇନକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭାରେ ନୂଆ କୃଷି ଆଇନକୁ ପ୍ରବଳ ବିରୋଧ କରାଯାଇଛି । ବିଧାନସଭାରେ ସେ ତିନିଟି କୃଷି ଆଇନ କପିକୁ ଚିରି ଦେଇଥିଲେ । ଏପରି ଏକ କଳା ଆଇନକୁ ଫେରାଇ ନେବା ପାଇଁ…

କମିଶନରେଟ୍ ପୋଲିସର ରିମାଣ୍ଡରେ ଆକାଶ ପାଠକ

ଭୁବନେଶ୍ୱର: ସ୍କାଏକିଂ ଟୁରସ୍ ଆଣ୍ଡ ଟ୍ରାଭେଲ୍ସ ଜାଲିଆତି ମାମଲାରେ ପଚରାଉଚରା ପାଇଁ ଆକାଶ ପାଠକଙ୍କୁ ଗୁରୁବାର ଦିନ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ। ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଖାରବେଳ ନଗର ଥାନା ଅତିରିକ୍ତ ଡିସିପି, ଏସିପି ଏବଂ…

ଇତିହାସ ରଚିଲା ଇସ୍ରୋ: ମହାକାଶକୁ ପ୍ରେରଣ କଲା ଯୋଗାଯୋଗ ଉପଗ୍ରହ CMS-01

ଚେନ୍ନାଇ: ଅପରାହ୍ନ ୩.୪୧ । ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ CMS-01କୁ ମହାକାଶକୁ ପ୍ରେରଣ କଲା ଇସ୍ରୋ । ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକିଲ୍ PSLV-C50 ମାଧ୍ୟମରେ ଏହାକୁ କକ୍ଷ ପଥରେ ସ୍ଥାପନ କରାଯାଇଥିବା ଜଣାପଡିଛି । ୨୫ ଘଣ୍ଟାର କାଉଣ୍ଟଡାଉନ୍ ପରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ…

ବ୍ୟକ୍ତିଗତ ରେସଲିଂ ବିଶ୍ୱକପ : ଅଂଶୁ ଜିତିଲେ ରୌପ୍ୟ

ବେଲଗ୍ରେଡ: ସର୍ବିୟାର ବେଲଗ୍ରେଡରେ ଅନୁଷ୍ଠିତ ବ୍ୟକ୍ତିଗତ ରେସଲିଂ ବିଶ୍ୱକପରେ ଭାରତର ଅଂଶୁ ମଲିକ ରୌପ୍ୟ ପଦକ ଜିତିଛନ୍ତି । ୫୭ କିଗ୍ରା କାଟାଗୋରିର ଫାଇନାଲରେ ଅଂଶୁ ମେସିଡୋନିୟାର ଅନାତାସିଆ ନିକିତାଙ୍କଠାରୁ ୫-୧ରେ ହାରି ଯାଇଥିଲେ । ୧୨ ଡିସେମ୍ବରରୁ ଆରମ୍ଭ କରାଯାଇଥିବା ଏହି ପ୍ରତିଯୋଗିତା…

ଦିବାରାତ୍ର ଟେଷ୍ଟ: ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୨୩୩/୬

ଆଡିଲେଡ: ଆଡିଲେଡ ଓଭାଲରେ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ଦିବାରାତ୍ର ମୁକାବିଲାରେ ଟିମ୍‌ଇଣ୍ଡିଆ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୬ ଉଇକେଟ ବିନିମୟରେ ୨୩୩ ରନ ସଂଗ୍ରହ କରିଛି । ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ

ଭୁବନେଶ୍ୱର: ଚାକିରୀ ଦେବା ନାଁ ରେ ଠକେଇ ଅଭିଯୋଗରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଆଜି ଗିରଫ କରିଛି କ୍ରାଇମ୍ଇବ୍ରାଞ୍ଚ ଏସ୍ଆଇଟି । ଗତକାଲି ତାଙ୍କୁ ହେପାଜତକୁ ନେଇ ଜେରା ପରେ ଆଜି ଗିରଫ କରଯାଇଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ…

୨୮ ବର୍ଷ ବୟସରେ କ୍ରିକେଟକୁ ଅଲବିଦା କହିଲେ ପାକିସ୍ତାନ ପେସର ଅମୀର

ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ କରି ଗୁରୁବାର ଯୁବ ପେସ ବୋଲର ମହମ୍ମଦ ଅମୀର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୮ ବର୍ଷୀୟ ଅମୀର ପାକିସ୍ତାନକୁ ୨୦୧୭ ଚାମ୍ପିୟନ୍ସ ଟ୍ରଫି ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।…

ଆଇଏଫ୍ଏସ୍ ଅଫିସର ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ । ଏଥି ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଭୟକାନ୍ତ ଦୁର୍ନୀତିଗ୍ରସ୍ତ ଅଫିସର ଥିଲେ…