Latest Odisha News

BREAKING NEWS

Browsing Category

ଫିଚର

ଚୀନ ସେନା ପିନ୍ଧୁଛନ୍ତି ଆଇରନ ସୁଟ !

ଲଦାଖ: ପୂର୍ବ ଲଦାଖରେ ଭାରତୀୟ ସେନାର କଡା ଜବାବ ପରେ ଚୀନ ବାରମ୍ବାର ସୀମାରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରୁଛି । ଏଥିରେ ମୂଖ୍ୟ ଭୂମିକା ଗ୍ରହଣ କରୁଛି ଚୀନ ସରକାରର ମୁଖପାତ୍ର ଗ୍ଲୋବାଲ ଟାଇମ୍ସ । ମିଛ ସତ ଲେଖି ଚୀନକୁ ଦୁନିଆ ଆଗରେ ବଳଶାଳୀ କରିବା ଏହାର ଲକ୍ଷ୍ୟ । ସଦ୍ୟ ରିପୋର୍ଟ…

ନଅମାସ ପରେ ଖୋଲିବ ଶ୍ରୀମନ୍ଦିର, ଚକା ନୟନ ଦର୍ଶନ କରିବେ ଭକ୍ତ

ପୁରୀ: ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଦୀର୍ଘ ୯ମାସ ଧରି ତିନି ଠାକୁରଙ୍କ ଦର୍ଶନ ଟିକେ ପାଇବା ପାଇଁ ଚାହିଁ ରହିଥିବା ଭକ୍ତଙ୍କ ମନଖୁସି ହେଲା ପରି ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକ ପରେ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, ମନ୍ଦିର…

ରାଜ୍ୟରେ ୧୮ଶହ ପାର କଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୧୮ ଶହ ପାର କରିଛି କରୋନା ଜନିତ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୪ ସଂକ୍ରମିତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୩ଟି ଜିଲ୍ଲାର ଆକ୍ରାନ୍ତ । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୮ ଶହ ୨କୁ ବୃଦ୍ଧି ପାଇଛି । Regret to inform the demise of…

ଟାଇମ ପତ୍ରିକାରେ ୨୦୨୦ ଖରାପ ବର୍ଷ ଭାବେ ଚିହ୍ନିତ

ନୂଆଦିଲ୍ଲୀ: ବିଶ୍ୱର ପ୍ରତିଷ୍ଠିତ ପତ୍ରିକା ଟାଇମ ୨୦୨୦କୁ ଖରାପ ବର୍ଷ ଭାବେ ଚିହ୍ନିତ କରିଛି । ପତ୍ରିକା ତାର ମୂଖ୍ୟ ପୃଷ୍ଠାରେ ୨୦୨୦ ଲେଖି ନାଲି ରଙ୍ଗର ଛକି ଚିହ୍ନ ମାରିଛି । ସେହିପରି ଆମେରିକା ସଭାପତି ଜୋ ବାଇଡେନ ଓ ଉପ ସଭାପତି କମଳା ହ୍ୟାରିସଙ୍କୁ ବର୍ଷର ଶ୍ରେଷ୍ଠ ବ୍ୟକ୍ତି ଭାବେ…

କ୍ରାଇମବ୍ରାଞ୍ଚର ଖୁଲ୍ଲାସା: ଟାଟା ଏମଡି କହି ଠକିଛନ୍ତି ଜୁନିୟର ପାଠକ, ଚାକିରି ଆଶାୟୀଙ୍କଠାରୁ ନେଇଛନ୍ତି ପୁଳା ପୁଳା…

ଭୁବନେଶ୍ୱର: ଟାଟା ଏମଡି କହି ଲୋକଙ୍କୁ ଠକିଛନ୍ତି ଆକାଶ ପାଠକ । ଚାକିରି କରାଇ ଦେବାକୁ କହି ଆଶାୟୀଙ୍କଠାରୁ ପୁଳା ପୁଳା ଟଙ୍କା ନେଇଛନ୍ତି । ଜୁନିୟର ପାଠକଙ୍କ କାରସାଦିର କାରନାମା ସମ୍ପର୍କରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଟାଟା ମୋଟର୍ସରେ ଚାକିରି…

-୫୧ ଡିଗ୍ରୀ ସେଲ୍‌ସିୟସ୍‌ରେ ବି ଏଠାରେ ଖୋଲିଥାଏ ସ୍କୁଲ୍‌

ନୂଆଦିଲ୍ଲୀ: ସାଇବେରିଆ ଦୁନିଆର ସବୁଠାରୁ ଶୀତଳ ସ୍ଥାନ ଭାବରେ ବିବେଚନା କରାଯାଏ ଏବଂ ଏଠାରେ ଦୁନିଆର ସବୁଠାରୁ ଶୀତଳ ବିଦ୍ୟାଳୟ ମଧ୍ୟ ଅବସ୍ଥିତ। ଯେଉଁଠାରେ ତାପମାତ୍ରା ପ୍ରାୟତ -୫୦ ଡିଗ୍ରୀ ସେଲସିୟସ୍ ରହିଥାଏ। ଏଠାରେ ଏତେ ଥଣ୍ଡା ପରେ ବି ଛୋଟ ପିଲାମାନେ ପାଠ ପଢିବା ପାଇଁ ଏହି ସ୍କୁଲରେ…

ରାଜ୍ୟର ୧୬ ଜିଲ୍ଲାରୁ ୧୦ରୁ କମ୍ ନୂଆ କରୋନା ପଜିଟିଭ୍ ଚିହ୍ନଟ, ଦିନକରେ ୩୩୫ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସୁଛି । ଗତ ୨୪ ଘଣ୍ଟାରେ ୩୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୯୩ ଓ ଲୋକାଲ କଣ୍ଟାକ୍ଟ କେସ୍ ୧୪୨ଟି ରହିଛି । ରାଜ୍ୟର ୨୭ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଥିବା ବେଳେ ୧୬…

ପ୍ରଣବଙ୍କ ପୁସ୍ତକରେ କଂଗ୍ରେସ ଭିତିରି କଥା: ୨୦୧୪ ନିର୍ବାଚନ ପରାଜୟ ପାଇଁ ସୋନିଆ ଓ ମନମୋହନ ଦାୟୀ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକରେ ଉଲ୍ଲେଖ ରହିଛି କଂଗ୍ରେସର ଗୁମର । ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ସୋନିଆ ଗାନ୍ଧି ଓ ପୂର୍ବତନ ପରଧାନମନ୍ତ୍ରୀ ମନମୋହନ ସିଂହ ଦାୟୀ । ଏକଥା ଲେଖିଛନ୍ତି ପ୍ରଣବ ମୁଖାର୍ଜୀ । ସେ ତାଙ୍କ ଅନୁଭୂତିର ପୁସ୍ତକ…

ଭାରସାମ୍ୟ ହରାଇ ଓଲଟିଲା ସ୍କର୍ପିଓ ଗାଡ଼ି, ଶଳା-ଭିଣୋଇ ମୃତ

ନୂଆପଡ଼ା: ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡ଼ିଲା ସ୍କର୍ପିଓ ଗାଡ଼ି । ଦୁର୍ଘଟଣାରରେ ଶଳା-ଭିଣୋଇଙ୍କର ମୃତ୍ୟୁ ହୋଇଛି । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଟିମନପୁରଠାରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି । ମୃତକମାନେ ହେଲେ ଭିଣୋଇ କଲ୍ୟାଣ ବାଗ ଓ ଶାଳକ ଲଖନ…

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପୁରନ୍ଦେଶ୍ୱରୀ, ପଚାରିଲେ ଏସବୁ ପ୍ରଶ୍ନ

ଭୁବନେଶ୍ୱର: ବିଜେପି ପ୍ରଭାରୀ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଥିବା ଡି. ପୁରନ୍ଦେଶ୍ୱରୀ ରାଜ୍ୟ ସରକାର ଓ ବିଜେଡି ଉପରେ ବର୍ଷିଛନ୍ତି । ରାଜ୍ୟ ସରକାରଙ୍କ ଟାର୍ଗେଟ କରି ଅନେକ ପ୍ରଶ୍ନ ପଚାରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ । ପୁରନ୍ଦେଶ୍ୱରୀ କହିଛନ୍ତି, ୨୦୧୪ରେ…