Latest Odisha News

BREAKING NEWS

Browsing Category

ଫିଚର

ବସ୍ କଣ୍ଡକ୍ଟରରୁ ସିନ‌େ ଜଗତର ସୁପରଷ୍ଟାର ରଜନୀକାନ୍ତ; ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ ସମ୍ପର୍କରେ

ଚଳଚ୍ଚିତ୍ର ଜଗତର ଭଗବାନ ବ‌ୋଲାଉଥିବା ରଜନୀକାନ୍ତ ଆଜି ୭୦ ବର୍ଷ ବୟସର‌େ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନ ଅବସରର‌େ ବଲିଉଡର ବଡବଡ କଳାକାରଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ  ଅଭିନନ୍ଦନ ଜଣାଇଛନ୍ତି। ହେଲ‌େ ଫିଲ୍ମ ଜଗତର ଯେଉଁ ସ‌ୋପାନର‌େ ଆଜି ସ‌େ…

୧୪ରେ ଆମରଣ ଅନଶନ କରିବେ କୃଷକ ନେତା, ରବିବାର ୧୧ଟାରୁ ଦିଲ୍ଲୀ ଚଲୋ ଅଭିଯାନ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ୧୪ ଦିନରେ ପହଞ୍ଚିଛି । ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ । କୃଷକ ନେତାମାନେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି । କୃଷକ ୟୁନିୟନ୍ ନେତା ଆସନ୍ତା ୧୪ ତାରିଖରେ ଆମରଣ ଅନଶନରେ ବସିବେ । ସରକାର ଆଲୋଚନା କରିବାକୁ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୪୦୫ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୦୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।…

ଲାଲୁ ପ୍ରସାଦଙ୍କ କିଡନୀ ୨୫ ପ୍ରତିଶତ କାର୍ଯ କରୁଛି, ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ପାଟନା: ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି । ଡାକ୍ତର ଉମେଶ ପ୍ରସାଦଙ୍କ ରିପୋର୍ଟ ଅନୁସାରେ ଲାଲୁଙ୍କ କିଡନୀ ମାତ୍ର ୨୫ ପ୍ରତିଶତ କାର୍ଯ୍ୟ କରୁଛି । ଅବସ୍ଥା ଉଦବେଗଜନକ ବୋଲି ସେ କହିଛନ୍ତି । ଜେଲ ଦଣ୍ଡାଦେଶ ଭୋଗୁଥିବା ଲାଲୁ ଏବେ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ…

ଟୀକାକରଣ ପାଇଁ କେନ୍ଦ୍ର ଜାରି କଲା ଏସଓପି: ଗୋଟିଏ ସେସନରେ ୧୦୦ ଜଣଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାରିବା ପାଇଁ ବିଭିନ୍ନ ଦେଶରେ ଟୀକାକରଣ ଆରମ୍ଭ ହୋଇଗଲାଣି । ଭାରତରେ କେବେ ଆସିବ ଟିକା ? କେମିତି ଟିକା ଦିଆଯିବ ? ଏନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି । ଏହାରି ଭିତରେ କରୋନା ଭ୍ୟାକସିନକୁ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏସ୍ଓପି…

୨୦୨୧ ଅକ୍ଟ‌ୋବରର‌େ ରିଲିଜ ହ‌େବ ଅଜୟଙ୍କ ‘ମଇଦାନ’

ମୁମ୍ବାଇ: ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ‘ମଇଦାନ’ ୨୦୨୧ ମସିହା ଅକ୍ଟୋବର୧୫ରେ ବଡ ପର‌ଦାକୁ ଆସିବାକୁ ଯାଉଛି। ଏସମ୍ପର୍କର‌େ ଶନିବାର ଟ୍ବିଟ୍ କରି ସୂଚନା ଦ‌େବା ସହ ଅଜୟ ଫିଲ୍ମର ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି।…

ବିରାଟ କୋହଲିଙ୍କ ପ୍ରଥମ ଅଡି କାର ଏବେ ବି ଥାନାରେ ପଡି ରହିଛି

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଖରେ ଏବେ ଅନେକ ଦାମୀ କାର ରହିଛି । ତେବେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ତାଙ୍କର ପ୍ରଥମ ଅଡି କାର ଏବେ ବି ମୁମ୍ବାଇ ଥାନରେ ପଡି ରହିଛି । ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ...୨୦୧୨ରେ ଅଡି ଇଣ୍ଡିଆ ନୂଆ ଆର୮ ମଡେଲ ଲଂଚ…

ନଡ୍ଡାଙ୍କ କାରକେଡକୁ ଆକ୍ରମଣ ପରେ ଆକ୍ସନରେ କେନ୍ଦ୍ର: ପଶ୍ଚିମବଙ୍ଗର ୩ ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନ

ନୂଆଦିଲ୍ଲୀ: କେନ୍ଦ୍ର ଓ ପଶ୍ଚିମବଙ୍ଗର ମମତା ସରକାର ମଧ୍ୟରେ ଚାଲିଥିବା ବିବାଦ ଆହୁରି ଜଟିଳ ହେଉଛି । ଜେପି ନଡ୍ଡାଙ୍କ କାରକେଡ୍ ଉପରକୁ ହୋଇଥିବା ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରାଳୟ ଆଉ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କେନ୍ଦ୍ର ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗର ୩ ଜଣ ଆଇପିଏସ୍…

ବିଷ ବିକାଳୀ, ଘରେ ରଖିଛନ୍ତି ୮୦,୦୦୦ ସାପ, ବିଛା

କାଇରୋ:ବ୍ୟବସାୟ କରିବାରେ ଅନେକ ମାଧ୍ୟମ ରହିଛି । ମାତ୍ର ଇଜିପ୍ଟର ୨୫ ବର୍ଷୀୟ ମହମ୍ମଦ ହମିଦ ବିଷ ବିକାଳୀ ସାଜିଛନ୍ତି । ସେ ୮୦,୦୦୦ ସାପ, ବିଛା ପାଳିବା ସହ ନମ ନାମକ କମ୍ପାନୀ ଗଠନ କରିଛନ୍ତି । ଇଜିପ୍ଟର ମରୁଭୂମିରେ ବୁଲି ବୁଲି ସେ ବିଷାକ୍ତ ଜନ୍ତୁ ସଂଗ୍ରହ କରିଥାନ୍ତି । ଶୁଣିଲେ ଆପଣମାନେ…

ଆଫ୍ରିକାରେ ଘର, ମୁମ୍ବାଇକୁ ବନାଇଥିଲେ ଡ୍ରଗ୍ସର ଗନ୍ତାଘର

ମୁମ୍ବାଇ: ଘର ପୂର୍ବ ଆଫ୍ରିକା । ହେଲେ ରହୁଥିଲେ ମୁମ୍ବାଇରେ । ଏପରିକି ହିନ୍ଦୀ ଭାଷା ବି ଶିଖିଥିଲେ । ବିବାହ ବି ଭାରତୀୟଙ୍କୁ କରିଥିଲେ । ହେଲେ ତାଙ୍କ କାରନାମା କିନ୍ତୁ ମୁମ୍ବାଇ ପୋଲିସକୁ ଚକିତ କରିଥିଲା । ଖାସ ତାଙ୍କ ବ୍ୟବସାୟ ମୁମ୍ବାଇ କ୍ରାଇମବ୍ରାଂଚର ଦୃଷ୍ଟି ଆକର୍ଷଣ କରିଥିଲା ।…