Latest Odisha News

BREAKING NEWS

Browsing Category

ଫିଚର

ଗୁଜରାଟ ସୀମାରେ ପାକିସ୍ତାନ ନେଭିର ଅଭ୍ୟାସ

ଅହମ୍ମଦାବାଦ: ଆରବ ସାଗରରେ ଭାରତୀୟ ସୀମା ନିକଟରେ ପାକିସ୍ତାନ ନେଭି ଜୋରଦାର ଅଭ୍ୟାସ କରିଛି । ୫ ଯୁଦ୍ଧ ଜାହଜ ଓ ଗୋଟିଏ ହେଲିକପ୍ଟର ଏଥିରେ ସାମିଲ ହୋଇଥିଲେ । ଭାରତର ଏଜେନ୍ସି ଓ ସୁରକ୍ଷାବଳ ଏଥିନେଇ ଅବଶ୍ୟ ସତର୍କ ଥିଲେ । ଅବଶ୍ୟ ପାକିସ୍ତାନ ସୀମା ଉଲ୍ଲଂଘନ କରିବାର ଦୁଃସାହସ କରି ନ ଥିଲା ।…

[ଭିଡିଓ] ବିଚ୍ ରାସ୍ତାରେ ବୁର୍ଖାପିନ୍ଧା ମହିଳାଙ୍କ ଆତଙ୍କରାଜ !

ନୂଆଦିଲ୍ଲୀ: ବିଚ୍ ରାସ୍ତାରେ ଖୁଲମ୍‌ଖୁଲା ବୁର୍ଖାପିନ୍ଧା ମହିଳାଙ୍କ ଆତଙ୍କରାଜ । ହାତରେ ଥିଲା ବନ୍ଧୁକ, ପାଟିରୁ ବାହାରୁଥିଲା ଅନବରତ ଅଶ୍ରାବ୍ୟ ଭାଷା । ତେବେ ଘଟଣା ଏତିକିରେ ଥମିନଥିଲା । କେବଳ ଧମକ ନୁହେଁ ବରଂ ମହିଳା ଜଣକ ଏକାଧିକ ରାଉଣ୍ଡ ଗୁଳିମାଡ ବି କରିଥିଲେ । ତେବେ ଏଥିରେ କେହି…

ଏମିତି ବି ଆସେ ମୃତ୍ୟୁ; ଚାଲିଚାଲି ଯାଉଥିଲେ ମାଡ଼ିଗଲା ହାଇୱା, ୭ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ହାଇସ୍କୁଲ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ଯେ, ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ କିଛି ଲୋକଙ୍କ ଉପରେ ମାଡି ଯାଇଛି ହାଇଓ୍ବା । ଫଳରେ ଘଟଣାସ୍ଥଳରେ ହିଁ…

ଫିଲ୍ମ “ବ୍ରହ୍ମାସ୍ତ୍ର” ରିଲିଜ୍ କରିବାକୁ ମନା କଲେ କରନ୍ ଜୋହର !

ମୁମ୍ବାଇ: ପ୍ରଥମ ଥର ପାଇଁ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ଆସୁଛନ୍ତି ରଣବୀର କାପୁର ଓ ଆଲିୟା ଭଟ୍ଟ । ଅୟାନ ମୁଖାର୍ଜିଙ୍କ ଏହି ଫିଲ୍ମରେ ମେଗାଷ୍ଟାର ଅମିତାଭ ବଚ୍ଚନ, ନାଗାର୍ଜୁନ, ଡିମ୍ପଲ୍ କପାଡିଆ ଓ ମୌନୀ ରୟଙ୍କ ଭଳି ଜଣାଶୁଣା କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ପୂର୍ବରୁ ଏହି…

ସେୟାରଚାଟକୁ ୭୬୦୦ କୋଟିରେ କିଣିବ ଗୁଗୁଲ !

ବାଙ୍ଗାଲୋର: ଆମେରିକାର ପ୍ରତିଷ୍ଠିତ ଟେକ କମ୍ପାନୀ ଗୁଗୁଲ ସୋସିଆଲ ମିଡିଆ ପ୍ଲାଟଫର୍ମ ସେୟାରଚାଟକୁ କିଣିବା ପାଇଁ ଯୋଜନା କରୁଛି । ରିପୋର୍ଟ ମୁତାବକ ଗୁଗୁଲ ଏ ବାବଦକୁ ୭୬୦୦ କୋଟି ଟଙ୍କା ଦେବାକୁ ରାଜି ଅଛି । କରୋନା ମହାମାରୀ ସମୟରେସେୟାରଚାଟର ଆକ୍ଟିଭ ୟୁଜର୍ସ ୧୬୬ ପ୍ରତିଶତ ବଢ଼ିଥିଲା ।…

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇନି: ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇନି । ଆଜି ବିଧାନସଭାରେ ଉତ୍ତର ରଖି ଏକଥା କହିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇପଡିଥିବା ଏବଂ ସରକାର ନିରବଦ୍ରଷ୍ଟା ସାଜିଥିବା…

ଲ୍ୟାଣ୍ଡ ଆଟାକ୍ ଭର୍ସନ ସୁପରସୋନିକ୍ କ୍ରୁଜ ମିସାଇଲ୍ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ଲ୍ୟାଣ୍ଡ ଆଟାକ୍ ଭର୍ସନର ସୁପରସୋନିକ କ୍ରୁଜ ମିସାଇଲ୍‌ ବ୍ରହ୍ମୋସର ଆଜି ସଫଳ ପରୀକ୍ଷଣ ହୋଇଛି । ସକାଳ ୧୦ଟାରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ ଉତକ୍ଷେପଣ କରାଯାଇଥିଲା । ଅନ୍ୟ ଏକ ଦ୍ୱୀପରେ ସଫଳତାର ସହ ଟାର୍ଗେଟ…

ମହାରାଷ୍ଟ୍ର ରାଜନୀତିରେ ହଲଚଲ, ଫଡନାଭିସ କହିଲେ ଖୁବ୍ ଶୀଘ୍ର ସରକାର ଗଠନ କରିବୁ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତି ହଲଚଲ ଜୋର ଧରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଙ୍ଗଳବାର ଖୁବ୍ ଶୀଘ୍ର ସରକାର ଗଠନ କରାଯିବ ବୋଲି କହିଛନ୍ତି । ମହାରାଷ୍ଟ୍ର ବିକାଶ ଅଗାଡି ସରକାର ଉପରେ ଜନତା ଅସନ୍ତୁଷ୍ଟ ଅଛନ୍ତି । ସରକାର ପତନ ପରେ ଆମେ ଏହାକୁ ଗଠନ କରିବୁ ବୋଲି…

କଟକରେ ଫାଇନାନ୍ସ କମ୍ପାନୀରୁ ଲୁଟ୍ ଘଟଣାରେ ସମସ୍ତ ଅଭିଯୁକ୍ତ ଅଟକ

କଟକ: କମିଶନରେଟ ପୋଲିସକୁ ବଡ଼ ସଫଳତା । କଟକ ନୟାସଡକ ସ୍ଥିତ ଫାଇନାନ୍ସ କମ୍ପାନୀରୁ ଟଙ୍କା ଓ ସୁନା ଗହଣା ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି । ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ଡକ୍ଚର ସୁଧାଂଶୁ ଷଡଙ୍ଗୀ । ପୋଲିସ କମିଶନର…

ବିଧାନସଭାରେ ହାତ ଯୋଡ଼ି ମନ୍ଦିର ଖୋଲିବାକୁ ଗୁହାରି କଲେ ତାରା ବାହିନୀପତି

ଭୁବନେଶ୍ୱର: କରୋନା ଯୋଗୁ ରାଜ୍ୟରେ ବନ୍ଦ ରହିଛି ଧାର୍ମିକ ସ୍ଥଳୀ । ବିଧାନସଭାରେ ଆଜି ମନ୍ଦିର ଖୋଲିବା ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ହାତ ଯୋଡି ବାଚସ୍ପତିଙ୍କୁ ଗୁହାରି କରିଛନ୍ତି, ରାଜ୍ୟରେ ୨୪ଘଣ୍ଟା ଭିତରେ ସବୁ ମନ୍ଦିର ଖୋଲାଯାଉ । ତାରା…