Latest Odisha News

BREAKING NEWS

Browsing Category

ଫିଚର

ନିଜସ୍ୱ ଶୈଳୀରେ ପ୍ରସ୍ତୁତ ହେଲା ରେଜିଓନାଲ ନେଭିଗେଶନ ସାଟେଲାଇଟ ସିଷ୍ଟମ, ୪ର୍ଥ ଦେଶ ଭାବେ ଏହି ଗୌରବ ଅଧିକାରୀ ହେଲା…

ନୂଆଦିଲ୍ଲୀ:ଭାରତ ଆତ୍ମନିର୍ଭର ହେଉଛି । ଧିରେ ଧିରେ ଭାରତ ଜଳ, ସ୍ଥଳ ଓ ବାୟୁରେ ସୈନ୍ୟ କ୍ଷମତା ବୃଦ୍ଧି କରୁଛି । ନଭେମ୍ବର ୧୧ରେ ଭାରତ ରିଜିଓନାଲ ନେଭିଗେଶନ ସାଟେଲାଇଟ ସିଷ୍ଟମର ଅଧିକାରୀ ହୋଇଛତି । ଇସ୍ରୋ ଦ୍ୱାରା ଏହାକୁ ବିକଶିତ କରାଯାଇଛି । ବିଶ୍ୱରେ ୪ର୍ଥ ଦେଶ ଭାବେ ଭାରତ ଏହି…

ଆସନ୍ତାକାଲି ବିଧାନସଭାରେ ଆସିବ ସ୍କୁଲ ବନ୍ଦ ସଂପର୍କିତ ପ୍ରସ୍ତାବ, ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

ଆସନ୍ତାକାଲି ବିଧାନସଭାରେ ଆସିବ ସ୍କୁଲ ବନ୍ଦ ସଂପର୍କିତ ପ୍ରସ୍ତାବ । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିବେ । ଗୃହରେ ଏହି ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯିବ । ସର୍ବଦଳୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ବାଚସ୍ପତି ସୂଚନା ଦେଇଛନ୍ତି । ସର୍ବଦଳୀୟ ବୈଠକ ନିଷ୍ପତ୍ତି…

ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ଆତ୍ମହତ୍ୟା କରିବାକୁ ଧମକ ଦେଲେ ତାରା ବାହିନୀପତି

ଭୁବନେଶ୍ୱର: ରାଜ୍ୟରେ ୧୪ ହଜାର ସ୍କୁଲ ବନ୍ଦ ହେବା ପ୍ରସଙ୍ଗରେ ଆଜି ଗୃହରେ ହୋହାଲ୍ଲା ଲାଗି ରହିଥିବା ବେଳେ ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଆତ୍ମହୂତି ଦେବେ ବୋଲି ଧମକ ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ସେ ବେକକାଟି ମରିବେ ବୋଲି କହିଛନ୍ତି । ଏ ନେଇ…

ଦେଶରେ ୧୩ କୋଟି ପାର କଲା କୋଭିଡ୍ ଟେଷ୍ଟିଂ, ମାତ୍ର ୧୦ ଦିନରେ ୧ କୋଟି ନମୁନା ପରୀକ୍ଷା

ଦେଶରେ ବର୍ତ୍ତମାନ ସୁଦ୍ଧା ୧୩ କୋଟିରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇ ସାରିଲାଣି । ଗତ ୧୦ ଦିନରେ ରେକର୍ଡ ୧ କୋଟି ନମୁନା ପରୀକ୍ଷା କରାଯାଇଛି । ଟେଷ୍ଟିଂ ବଢିଥିବା ବେଳେ ପୂର୍ବ ଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି । ପଜିଟିଭ୍ ରେଟ୍ କମ୍ରାଗତ ହ୍ରାସ ପାଉଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ…

ମଥୁରାରେ ୨ ସାଧୁଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ

ମଥୁରା: ମଥୁରାରର ଗୋବର୍ଦ୍ଧନ ଆଶ୍ରମରେ ୨ ସାଧୁଙ୍କ ସିନ୍ଦିଗ୍ଧ ଅବସ୍ଥ‌ାରେ ମୃତ୍ୟୁ ଘଟିଛି । ଜିଲ୍ଲା ପ୍ରଶାସନ ଏଥିନେଇ ତତ୍ପରତା ପ୍ରକାଶ କରିବା ସହ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । ସକାଳେ ଚା’ ପିଇବା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ଡାକ୍ତରଖାନାକୁ ତୁରନ୍ତ…

ରାଜଧାନୀରେ ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୫ ଗିରଫ

ଭୁବନେଶ୍ୱର: ଝାରପଡା ଅଂଚଳରେ ଆଜି ଭୋରରୁ ଏଟିଏମ୍ ଲୁଟ୍ ଉଦ୍ୟମ ବେଳେ ପୋଲିସ ହାତରେ ଧରାପଡିଛନ୍ତି ୫ ଲୁଟେରା । ଏ ନେଇ ପୋଲିସ ଡିପିସି ଉମାଶଙ୍କର ଦାଶଙ୍କ ସୂଚନା ଅନୁଯାୟୀ, ଭୋର ସାଢେ ୪ଟାରୁ ୫ଟା ଭିତରେ କଟକ ରୋଡ ଝାରପଡାରେ ଥିବା ଏକ ଇଣ୍ଡିଆନ ବ୍ୟାଙ୍କର ଏଟିଏମକୁ ତାଡି ଟଙ୍କା ଲୁଟ୍…

ପୁରୀ ହାଜତ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ଭେଟିଲେ ସମ୍ବିତ ପାତ୍ର

ପୁରୀ: ହାଜତ ମୁତ୍ୟୁ ଘଟଣାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ପୁରୀର ପୂର୍ବତନ ଏସପି ଅଖିଳେଶ୍ୱର ସିଂଓ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ଗିରଫ ଦାବିରେ ଆଜି ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ସେପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମୃତ କେ…

ରାଜ୍ୟରେ ୮୦୦ ତଳକୁ ଖସିଲା କରୋନା ପଜିଟିଭ କେସ୍‌

ଭୁବନେଶ୍ୱର: ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୭୭୮ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୩ ହଜାର ୩୨୩ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ସମସ୍ତ ପଜିଟିଭଙ୍କ ମଧ୍ୟରୁ…

ବିିଧାନସଭା ଆପରାହ୍ନ ୩ଟା ଯାଏଁ ମୁୁଲତବୀ

ଭୁବନେଶ୍ୱର: ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ବିଧାନସଭାରେ ହଙ୍ଗାମା ହୋଇଛି । ଗୃହରେ ବିଜେପି ଓ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ । ଏଥି ସହ ସର୍ବଦଳୀୟ ବୈଠକ ଡାକିବାକୁ ବିରୋଧୀ ଦାବି କରିଛନ୍ତି । ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଦିନ ୩ଟା ଯାଏଁ ମୁଲତବୀ…

ହାଜତ ମୃତ୍ୟୁ ଅଭିଯୋଗ ପ୍ରସଙ୍ଗରେ ବିଧାନସଭାରେ ତମ୍ବିତୋଫାନ

ଭୁବନେଶ୍ୱର: ବିଧାନସଭାର ଦ୍ୱିତୀୟ ଦିନରେ ହାଜତ ମୃତ୍ୟୁ ପ୍ରସଙ୍ଗରେ ପୁଣି ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର‌୍ୟ୍ୟସ୍ତକୁ ଉଦବେଗ ପ୍ରକାଶ ପାଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ନାହିଁ,…