Latest Odisha News

BREAKING NEWS

Browsing Category

ଫିଚର

ସରିଛି ୧୪ଟି ସାଗରମାଳା ପ୍ରକଳ୍ପ କାର୍ଯ୍ୟ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାରେ ୫୭ ହଜାର ୩୭୯ କୋଟି ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ…

ପୁରୁଷଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ମହିଳା ବାଇକର

ଅହମ୍ମଦାବାଦ: ଆଜିର ଯୁଗରେ ମହିଳାମାନେ କୌଣସି ଗୁଣରେ ପୁରୁଷଙ୍କଠାରୁ କମ୍ ନୁହେଁ । ଗାଡି ଚଲାରେ ମହିଳାମାନେ ମଧ୍ୟ ଏଥର ପୁରୁଷଗ୍ରୁପଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରିଛନ୍ତି । ଆସନ୍ତୁ ଜାଣିବା ଏ ଭଳି କିଛି ମହିଳା ବାଇକର ଗ୍ରୁପ ସମ୍ପର୍କରେ..ଦି ବାଇକରାନୀ: ମହିଳା ବାଇକର ଉର୍ବଶୀ ପଟୋଲା…

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ସୁବିଧା ଲାଗି ଅନଲାଇନରେ ମିଳିବ ୧୧ ପ୍ରକାର ସେବା

ଭୁବନେଶ୍ବର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କ ସୁବିଧା ପାଇଁ ୫-ଟି କାର୍ଯ୍ୟକ୍ରମରେ ଅନ୍‌ଲାଇନ ଜରିଆରେ ୧୧ ପ୍ରକାର ସେବା ମିଳିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପ ହେଉଛି ଆମ ଅର୍ଥନୀତିର ବିକାଶର ଆଧାର । ଏହି କ୍ଷେତ୍ରରେ ହିଁ ଅଧିକ ଲୋକ…

ଓଡିଶାରୁ ଆଉ ୧୦୧୧ କରୋନା ଆକ୍ରାନ୍ତ ସୁସ୍ଥ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୦୧୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। https://twitter.com/HFWOdisha/status/1330144585817976838?s=19 ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।…

ତାମିଲନାଡୁରେ ଜାରି ରହିବ AIADMK-BJP ମେଣ୍ଟ । ଅମିତ ଶାହଙ୍କ ଉପସ୍ଥିତିରେ ଘୋଷଣା କଲେ ପନିରସେଲଭମ୍

ବିହାର ପରେ ଏବେ ବିଜେପିର ମିଶନ ତାମିଲନାଡୁ । ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକାଠି ଲଢିବ AIADMK-BJP ମେଣ୍ଟ । ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପନିରସେଲଭମ୍ । ତାମିଲନାଡୁ ସବୁବେଳେ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ କରିବ…

ଆସନ୍ତୁ ଜାଣିବା କିଏ ସେ ୮ ଦିନରେ ଶ୍ରୀନଗରରୁ କାଶ୍ମୀର ସାଇକେଲ ଚଲାଇ ରେକର୍ଡ କଲେ

ନାସିକ: ନାସିକର ୧୮ ବର୍ଷୀୟ ଓମ ମହାଜନ ୮ ଦିନ ୭ଘଂଟା ଓ ୩୮ ମିନିଟରେ ଶ୍ରୀନଗରରୁ କାଶ୍ମୀର ସାଇକେଲ ଚଲାଇ ରେକର୍ଡ କରିଛନ୍ତି । ୧୮ ବର୍ଷ ଓମ୍ ୩୬୦୦ କିଲୋମିଟର ଦୂରତା ସହଜରେ ଅତିକ୍ରମ କରିଥିଲେ । ଆଡଭେନଚର ସାଇକ୍ଲିଂ ଓ ଆମେରିକା ରେସ୍‌ରେ ଭାଗ ନେବା ତାଙ୍କର ସ୍ୱପ୍ନ ବୋଲି ଏହି ଯୁବକ ଜଣକ…

ଦୁବାଇ ରାଜକୁମାରୀ ନିଜ ସୁରକ୍ଷାକର୍ମୀ ସହ ସମ୍ପର୍କ ରଖିଥିଲେ, ମୁହଁ ନ ଖୋଲିବା ପାଇଁ ୧୨ କୋଟି ଟଙ୍କାର ଲାଂଚ !

ଦୁବାଇ: ଦୁବାଇର ରାଜକୁମାରୀ ହୟାଙ୍କୁ ନେଇ ଏକ ଚାଂଚଲ୍ୟକର ଖବର ସୋସିଆଲ ସାଇଟରେ ଭାଇରାଲ ହେଉଛି । ଡେଲିମେଲ ଓ ନ୍ୟୁୟର୍କ ପୋଷ୍ଟରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି । ଦୁବାଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମ ୨୦୧୯ରେ ପତ୍ନୀ ହୟାଙ୍କୁ ଛାଡପତ୍ର ଦେଇଥିଲେ । ସେ ତାଙ୍କର ୬ଷ୍ଠ ପତ୍ନୀ…

ଫେମୋସ୍ କମେଡିଆନ୍ ଭାରତୀ ସିଂହ ଗିରଫ, ହର୍ଷଙ୍କୁ ପଚରାଉଚରା କରୁଛି ଏନସିବି

କମେଡିଆନ୍ ଭାରତୀ ସିଂହଙ୍କୁ ଗିରଫ କଲା ଏନସିବି । ତାଙ୍କ ସ୍ବାମୀ ହର୍ଷଙ୍କୁ ପଚରାଉଚରା କରୁଛି ଏନସିବି । ଆଜି ଏନସିବି ମୁମ୍ବାଇର ତିନିଟି ସ୍ଥାନରେ ଚଢାଉ କରିଥିଲା । ଭାରତୀଙ୍କ ଘରେ ମଧ୍ୟ ଚଢାଉ କରିଥିଲା ଏନସିବି । ଚଢାଉ ବେଳେ ଭାରତୀଙ୍କ ଘରୁ ୮୬.୫ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଏହା…

ପୁନର୍ବାର ଘୁଂଚିପାରେ ଅଷ୍ଟ୍ରେଲିଆନ ଓପନ ଟେନିସ !

ସିଡନୀ:କରୋନା ମହାମାରୀ ଯୋଗୁ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟ ପୁନର୍ବାର ଘୁଂଚିପାରେ । ଆସନ୍ତା ବର୍ଷ ଜାନୁୟାରୀ ବଦଳରେ ଏହା ଫେବୃୟାରୀ ଶେଷ ଭାଗରେ କିମ୍ବା ମାର୍ଚ୍ଚରେ ହୋଇପାରେ । ଟେନିସ ଅଷ୍ଟ୍ରେଲିଆ ଅବଶ୍ୟ ଏହି ଖବରକୁ ଖଣ୍ଡନ କରିଛି । ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଂଟ ଘୁଂଚାଇବା…

ହସ୍ପିଟାଲରେ ବିଲେଇ ଆତଙ୍କ, ବିପଦରେ ନବଜାତ ଶିଶୁ

ଜବଲପୁର: କୁହାଯାଏ ଡାକ୍ତରଖାନା ହେଉଛି ରୋଗୀଙ୍କ ପାଇଁ ସଂଜୀବନୀ ସ୍ଥଳୀ । ହେଲେ ମଧ୍ୟପ୍ରଦେଶର ଜବଲପୁରରେ ଲୋକେ କିନ୍ତୁ ଡାକ୍ତରଖାନା ଯିବାକୁ ଭୟ କରୁଛନ୍ତି । ସେମାନଙ୍କ ଭୟ ପଛରେ ଏକ ବିଲେଇ କାରଣ ସାଜିଥିଲାବେଳେ ବିପଦରେ ପଡିଛି ନବଜାତ ଶିଶୁଙ୍କ ଜୀବନ । ଜବଲପୁର ସରକାରୀ ହସ୍ପିଟାଲରେ…