Latest Odisha News

BREAKING NEWS

Browsing Category

ଫିଚର

ଲକ୍ଷ୍ନୌ କୋର୍ଟରେ ଫୁଟିଲା ବୋମା, ଅନେକ ଓକିଲ ଆହତ

ଲକ୍ଷ୍ନୌ: ଲକ୍ଷ୍ନୌରେ ଚାଂଚଲ୍ୟ । କୋର୍ଟରେ ଫୁଟିଲା ବୋମା । ଲକ୍ଷ୍ନୌ ୱଜିରଗଂଜ କୋର୍ଟ ପରିସରରେ ଆଜି ଅପରାହ୍ନରେ ବୋମା ବିସ୍ଫୋରଣ ହୋଇଛି । ଏଥିରେ ଅନେକ ଓକିଲ ତଥା ଆଇନଜୀବୀ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଂଚି ୩ଟି ଜୀବନ୍ତ ମୋବା ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।…

ଛତିଶଗଡ ପୋଲିସ ଦ୍ୱାରା ବିଜେଡି ନେତା ଅଟକ

ଝାରସୁଗୁଡା: ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଛତିଶଗଡ ପୋଲିସର ଏକ ଟିମ୍ ବିଜେଡି ନେତା ଅନୁପ କୁମାର ସାଏଙ୍କୁ ବୁଧବାର ରାତିରେ ତାଙ୍କ ଘରୁ ଉଠାଇ ନେଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସମୟରେ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନାରେ ତାଙ୍କୁ…

ସ୍ୱାଧୀନତା ସଂଗ୍ରାମ, ଗାନ୍ଧୀଜୀ ଓ ଅନନ୍ତକୁମାରମାନେ…

୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହେଲା । ଏଥିପାଇଁ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯେଉଁ ସତ୍ୟାଗ୍ରହ ଆନ୍ଦୋଳନ ଚାଲିଥିଲା ସେଥିରେ ବହୁ ଦେଶପ୍ରେମୀ ବଳିଦାନ ଦେଇଥିଲେ । ଲକ୍ଷ ଲକ୍ଷ ସଂଗ୍ରାମୀ କାରାବରଣ କରିଥିବା ବେଳେ ଆଉ ଅନେକ ବ୍ରିଟିଶ୍‍ ପ୍ରଶାସନର…

ଆପ୍ ବିଧାୟକଙ୍କ ପରିବାର ଲୋକଙ୍କୁ ପୋଲିସର ମାରପିଟ ଅଭିଯୋଗ

ୟୁପି: ୟୁପି ପୋଲିସ ଉପରେ ଆରୋପ ଲଗାଇଲେ ଆପ ବିଧାୟକ । ଉତ୍ତରପ୍ରଦେଶ ମେରଠର ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ପରିବାର ଓ ପରିଜନ ସଦସ୍ୟଙ୍କୁ ପୋଲିସ ମାରପିଟ୍ କରିଥିବା ସେ ଅଭିଯୋଗ କରିଛନ୍ତି । ଦିଲ୍ଲୀରେ ଆପ୍‌ର ସଫଳତାକୁ ନେଇ ପରିକ୍ଷିତଗଡ ଅଚଂଳ ଆଗବାନପୁର ଗାରଁରେ ନିଜ ବନ୍ଧୁ ଏବଂ ପରିବାର…

୧୩ ଫୁଟ ଲମ୍ବା କଇଁଛର ଜୀବାଶ୍ମ ମିଳିଲା

କଲମ୍ବିଆ: ଦକ୍ଷିଣ ଆମେରିକାର କଲମ୍ବିଆରେ ଏକ ବୃୟତକାୟ କଇଁଛର ଜୀବାଶ୍ମ ମିଳିଛି । ଏହା ଏକ କାରର ଲମ୍ବା ଓ ଓସାର ସଦୃଶ । ବୈଜ୍ଞାନିକଙ୍କ ଅନୁସାରେ ଏହି ବିଶାଳକାୟ କଇଁଛର ଲମ୍ବ ୧୩ ଫୁଟ ଏବଂ ଓଜନ ୨.୫ ଟନ ହେବ । ଏହା ପ୍ରାୟ ୧.୩ କୋଟି ବର୍ଷ ପୂର୍ବେ ଆମେରିକାରେ ଦେଖାଯାଉଥିଲେ । ଏହି…

ହସ୍ପିଟାଲରେ କରୋନା ସଂକ୍ରମିତଙ୍କୁ ଭେଟିଲେ ଜିନପିଙ୍ଗ

ବେଜିଂ: ଚୀନରେ ମହାମାରୀରେ ରୂପ ନେଲାଣି କରୋନା ଭୂତାଣୁ । ଗତକାଲି ଗୋଟିଏ ଦିନରେ ୨୪୨ ମୃତ୍ୟୁ ଓ ୧୪ ହଜାର ୮୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚୀନ ସରକାରଙ୍କ ବଢିଚି ଚିନ୍ତା । କାରଣ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଚୀନରେ ଗୋଟିଏ ଦିନରେ ଏତେ ସଂଖ୍ୟାର ମୃତ୍ୟୁ ହେବା ଦେଖିବାକୁ…

ଯୁବ ପିଢ଼ୀଙ୍କ ଚାକିରୀ ଖାଉଛି ରୋବୋଟ

ନୂଆଦିଲ୍ଲୀ:ଟେକ୍ନୋଲୋଜିର ଅଗ୍ରଗତି ଯୋଗୁ ଏବେ ଯୁବ ପିଢ଼ୀଙ୍କ ଚାକିରୀ ଅତ୍ୟାଧୁନିକ ରୋବୋଟ ଖାଉଛି । କରୋନା ଭାଇରସକୁ ରୋକିବା ପାଇଁ ଚୀନ ସରକାର ରୋଗୀଙ୍କ ପାଖକୁ ରୋବୋଟ ପଠାଇ ଚିକିତ୍ସା ସୁବିଧା ଯୋଗାଉଛି । ରିପୋର୍ଟ ମୁତାବକ ଏଥିଯୋଗୁ ୨୦୦୦୦ ବ୍ୟକ୍ତି ସେମାନଙ୍କ ଚାକିରୀ ହରାଇ ସାରିଲେଣି…

ଟ୍ରାଫିକ୍ ଜାମରେ ଶିଶୁ ମୃତ୍ୟୁ ଘଟଣା: ଏଣିକି ରାସ୍ତା ନ ଛାଡିଲେ ଜରିମାନା ସହ ୬ ମାସ ଜେଲ୍

ଭୁବନେଶ୍ୱର: ଟ୍ରାଫିକ୍ ଜାମ କାରଣୁର ଆମ୍ବୁଲାନ୍ସ ଭିତରେ ୫ ବର୍ଷର ଶିଶୁ ମୃତ୍ୟୁ ଘଟଣାକୁ ଗୁରୁତ୍ୱର ସହ ନେଇଛି ମହିଳା ଓ ଶିଶୁ ଆୟୋଗ । ଏନେଇ ଟ୍ରାଫିକ ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି ମହିଳା ଓ ଶିଶୁ ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ । କେଉଁ ପରିସ୍ଥିତିରେ ଶିଶୁର ମୃତ୍ୟୁ ହେଲା,…

ଜାଣନ୍ତୁ, ଏହି ୩ ଭାରତୀୟ ସନ୍ଥଙ୍କ ଚମତ୍କାରିତା: ଦେହାନ୍ତ ପରେ ମିଳି ନ’ଥିଲା ଶରୀର !

ମହାନ ଭାରତୀୟ ସଂସ୍କୃତି ଆଜି ସମଗ୍ର ବିଶ୍ୱକୁ ଦିଗଦର୍ଶନ ଦେଇପାରିଛି । ଭାରତୀୟ ଧର୍ମ, ପରମ୍ପରା, ଐତିହ୍ୟ ତଥା ସାଂସ୍କୃତିକ ବୈଚିତ୍ର‌୍ୟତା ମଧ୍ୟରେ ରହିଛି ଚମତ୍କାରିତା । ହଜାର ହଜାର ବର୍ଷ ପୂର୍ବରୁ ତଥା ଆଜି ପର୍ଯ୍ୟନ୍ତ ଏହି ଦେଦଭୂମି ଭାରତବର୍ଷରେ ଆଧ୍ୟାତ୍ମିକ ଅନୁଭୂତି ତଥା ଅଲୌକକିତାରେ…

କାଶ୍ମୀରରେ ପୁଲୱାମା ଭଳି ଆକ୍ରମଣ ଷଡଯନ୍ତ୍ର କରୁଛି ଆଇଏସ୍‌ଆଇ

ଜମ୍ମୁକାଶ୍ମୀର: ଜମ୍ମୁ ଏବଂ କାଶ୍ମୀରରେ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁଛି ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇ । ପୁଲୱାମା ଭଳି ଆକ୍ରମଣ କରିବା ପାଇଁ ଆଇଏସ୍‌ଆଇ ଯୋଜନା ଚଳାଇଛି । ଏଥିପାଇଁ ସେ ସମସ୍ତ ଆତଙ୍କବାଦୀ ସଙ୍ଗଠନ ସହ ମିଶି ଏକ ଫୋର୍ସ ତିଆରି କରିଛି, ଯାହା ନାଁ ରହିଛି ଗଜନୱି ଫୋର୍ସ । ଏହି…