Latest Odisha News

BREAKING NEWS

Browsing Category

ଫିଚର

ପ୍ରେମ ସପ୍ତାହରେ କ’ଣ ରହିଛି ହଗ୍ ଡେ’ ର ଗୁରୁତ୍ୱ, ଜାଣନ୍ତୁ…

ଭୁବନେଶ୍ୱର: ପ୍ରେମ ସପ୍ତାହ ଭାବେ ପାଳନ ହୁଏ ଫେବ୍ରୁଆରୀ ମାସର ୨ୟ ସପ୍ତାହ । ପ୍ରେମୀ ମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏହି ସପ୍ତାହ । ନିଜ ସାଥୀଙ୍କ ସହ ଭିନ୍ନ ଭିନ୍ନ ଡେ ସେଲିବ୍ରେସନ କରି ମନରେ ଲୁଚି ରହିଥିବା ଭାବନାକୁ ପରସ୍ପର ସହ ଆଦାନପ୍ରଦାନ କରିଥାନ୍ତି । ଏହି ପ୍ରେମ…

ଥମୁନି କରୋନା: ଚୀନରେ ୧୧୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି ମାରାତ୍ମକ କରୋନା ଭାଇରସ । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଏହି ମାରାତ୍ମକ ଭାଇରସ ଚୀନରେ ନେଲାଣି ୧୧ ୧୬ ମୁଣ୍ଡ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍ ପ୍ରଭାବରେ ଗତ ୨୪…

ଦେଖନ୍ତୁ ଭିଡ଼ିଓ: ଇନଷ୍ଟାଗ୍ରାମରେ ଭାଇରାଲ୍ ହେଉଛି ବିଦେଶୀ ତରୁଣୀଙ୍କ ଏହି କଷ୍ଟସାଧ୍ୟ ଯୋଗାସନ !

ନୂଆଦିଲ୍ଲୀ: ମହାନ ଭାରତୀୟ ସଂସ୍କୃତି ଓ ହିନ୍ଦୁ ପରମ୍ପରାରେ ଯୋଗକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି ।  ଯୋଗମୁଦ୍ରା ଓ ଆସନକୁ ନେଇ ସମଗ୍ର ବିଶ୍ୱରେ ଏବେ ଗବେଷଣା ଚାଲିଥିବା ବେଳେ ସୋସିଆଲ୍ ମିଡ଼ିଆରେ ଜଣେ ବିଦେଶୀ ତରୁଣୀଙ୍କ କଷ୍ଟସାଧ୍ୟ ଯୋଗାସନ ଏବେ ଭାଇରାଲ୍ ହେବାରେ ଲାଗିଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୨-୦୨-୨୦୨୦ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ମାସ ତା ୧୨ ରିଖ ବୁଧବାର  ମକର ୨୯  ଦିନ  ଫାଲଗୁନ   ମାସ କୃଷ୍ଣ  ପକ୍ଷ   ଚତୁର୍ଥୀ  ତିଥି  ଉତ୍ତରା ଫାଲଗୁନୀ ନକ୍ଷତ୍ର…

ମିଶ୍ରଣ ପରେ ବଦଳିବନି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନାମ !

ନୂଆଦିଲ୍ଲୀ: ସାର୍ବଜନିକ କ୍ଷେତ୍ରର ଦୁଇ ପ୍ରମୁଖ ବ୍ୟାଙ୍କ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ (ଅବିସି) ଓ ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ (ୟୁବିଆଇ) ସହିତ ମିଶ୍ରଣ ପରେ ବଦଳିବ ନାହିଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନାମ | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଟ୍ୱିଟ କରି ସ୍ପଷ୍ଟ କରିଛି। କିଛି…

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି ନଦୀଡିହ ଖଣିର ନିଲାମ

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ସୁନ୍ଦରଗଡସ୍ଥିତ ନଦୀଡିହ ଲୁହାପଥର ଓ ମାଙ୍ଗାନିଜ ଖଣିର ନିଲାମ ମଙ୍ଗଳବାର ଦିନ ଆରମ୍ଭ ହୋଇଛି । ୧୫.୦୬ ମେଟ୍ରିକ୍ ଟନ୍ ଲୁହା ଓ ୦.୦୫୯ ଏମଟି ଟନ୍ ମାଙ୍ଗାନିଜ ସହ କମ୍ପୋଜିଟ୍ ବ୍ଲକର ପଟ୍ଟା ବର୍ତ୍ତମାନ ସମୟରେ ଫିଗ୍ରେଡ୍ ଓ କୋଡର୍ନ ଲି. ପାଖରେ ରହିଛି ।…

ପୂର୍ବତନ ଓଡିଶା ଡିଜିପି ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ ଦେହାନ୍ତ

କଟକ: ପୂର୍ବତନ ଓଡିଶା ଡିଜିପି ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ ବିଜୁ ପଟ୍ଟନାୟକ ଛକ ସ୍ଥିତ ବାସଭବନରେ ମଙ୍ଗଳବାର ଦିନ ୧ଟା ବେଳେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା ଏବଂ ତାଙ୍କର ଶେଷ ଶଯ୍ୟା ନିକଟରେ ଧର୍ମପତ୍ନୀ କୃଷ୍ଣା, ପୁଅ ସତ୍ୟବ୍ରତ, ସୁବ୍ରତ ଏବଂ ଝିଅ…

ରବରରେ ଆକର୍ଷଣୀୟ ପୋଷାକ ତିଆରି କଲେ ଜାପାନର ସାକାମୋଟୋ

ଟୋକିଓ: ଜାପାନର ରି ସାକାମୋଟା ରବରରେ ସୁନ୍ଦର ପୋଷାକ ତିଆରି କରି ବେଶ୍ ପ୍ରଶଂସିତ ହୋଇଛି । ପ୍ରଥମ ନଜରରେ ଏହାକୁ ରବରରେ ତିଆରି ହୋଇଥିବା ବିଶ୍ୱାସ ହୁଏ ନାହିଁ । ଜାପାନର ଏହି କଳା ଛାତ୍ରୀ ଗ୍ରାଜୁଏଶନ ପାଇଁ ଏପରି ଏକ ପ୍ରୋଜେକ୍ଟ କରିବାକୁ ଚାହୁଁଥିଲେ ଯାହା କି ଅନ୍ୟମାନଙ୍କଠାରୁ ଭିନ୍ନ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ମହିଳାଙ୍କ ବ୍ଳାକମେଲିଂ ଅଭିଯୋଗ

ଲାହୋର: ପାକିସ୍ତାନ କ୍ରିକେଟ ଟିମର ସ୍ପିନ ବୋଲର ଶାଦାବ ଖାଁଙ୍କ ନାମରେ ଜଣେ ମହିଳା ବ୍ଲାକମେଲିଂ ଅଭିଯୋଗ ଆଣିଛନ୍ତି । ଦୁବାଇରେ ରହୁଥିବା ଅଶରୀନା ସୋଫିୟାଙ୍କ ମତରେ ମାର୍ଚ୍ଚ ୨୦୧୯ରୁ ଆମ ମଧ୍ୟରେ ବନ୍ଧୁତା ସୃଷ୍ଟି ହେଇଥିଲା । ଏହା ପରେ ଉଭୟ ପରସ୍ପରର ନିକଟତର ହୋଇଥିଲୁ । ଗୁୟନା, ବାଂଲାଦେଶ…

ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ସୁରୁଚି ୩୦ ହଜାରରୁ ଅଧିକ ଗଛ ଲଗାଇଲେ

ସୁରଟ: ଗୁଜରାଟ ସୁରଟ ସହରର ସୁରୁଚି ବଡଲିୟା ବ୍ରେନ ଟ୍ୟୁମରର ଅନ୍ତିମ ଷ୍ଟେଜରେ ଥିଲେ ମଧ୍ୟ ଜୀବନ ଯୁଦ୍ଧରେ ହାର ମାନି ନାହାନ୍ତି । ପରବର୍ତୀ ପିଢ଼ୀ ପାଇଁ ସେ ୩୦,୦୦୦ରୁ ଅଧିକ ଗଛ ଲଗାଇ ସାରିଛନ୍ତି । ବାୟୁ ପ୍ରଦୂଷଣ କର୍କଟ ରୋଗର ମୁଖ୍ୟ କାରଣ ଭାବେ ବିବେଚନା କରାଯାଏ । ପ୍ରଦୂଷଣ ବିରୋଧରେ…