Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୦-୦୨-୨୦୨୦ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ମାସ  ତା ୧୦ ରିଖ  ସୋମବାର ମକର ୨୭  ଦିନ  ଫାଲଗୁନ ମାସ କୃଷ୍ଣ ପକ୍ଷ   ପ୍ରତିପଦା ଭୁକ୍ତ ଦ୍ବିତୀୟା ତିଥି  ମଘା ନକ୍ଷତ୍ର…

ଯଶସ୍ୱୀ ମ୍ୟାନ ଅଫ ଦି ସିରିଜ

ପୋଚେଫ୍ରୁଷ୍ଟ୍ରୁମ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ୭ମ ଦେଶ ଭାବେ ଟାଇଟଲ ହାସଲ କରିଛି । ଏହାର ଅନ୍ତର୍ଜାତୀୟ ଫର୍ମାଟରେ ବାଂଲାଦେଶର ଐତିହାସିକ ସଫଳତା । ଭାରତ ଏହି ବିଶ୍ୱକପରେ ପୂର୍ବରୁ ୪ଥର ଚାମ୍ପିୟନ ହୋଇଛି । ଯଶସ୍ୱୀ ଜୈସୱାଲ ମ୍ୟାନ ଅଫ ଦି ସିରିଜ । ସେ…

ଭାରତକୁ ହରାଇ ବାଂଲାଦେଶ ଚାମ୍ପିୟନ : ବର୍ଷା କାଳ ହେଲା

ପୋଚେଫ୍ରୁଷ୍ଟ୍ରୁମ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ ଫାଇନାଲରେ ବାଂଲାଦେଶ ୩ ଉଇକେଟରେ ଭାରତକୁ ହରାଇ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଛି । ଭାରତ ପ୍ରଦତ ୧୭୮ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୪୧ ଓଭରରେ ୭ ଉଇକେଟ ହରାଇ ୧୬୩ ରନ କରିଥିବା ବେଳେ ବର୍ଷା ହୋଇଥିଲା । ବର୍ଷା ଛାଡିବା…

ଛାଡପତ୍ର ପରେ ପତ୍ନୀଙ୍କୁ ଟଙ୍କା ଦେବାକୁ ପଡିବ ବୋଲି ସ୍ୱାମୀ ଜାଳିଦେଲା ୫.୩କୋଟି ଟଙ୍କା

ଓଟୱା: ଏଠାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଛାଡପତ୍ର ପରେ ପତ୍ନୀଙ୍କୁ ଟଙ୍କା ଦେବାକୁ ପଡିବ ବୋଲି ସ୍ୱାମୀ ୫.୩କୋଟି ଟଙ୍କାରେ ନିଆଁ ଲଗାଇ ଜାଳିଦେଲା । କାନାଡାରେ ଏହି ଘଟଣାଟି ଘଟିଛି । ବ୍ୟବସାୟୀ କେଭିନ ଫିଲିପ୍ସ କୋର୍ଟ ସମ୍ମୁଖରେ ସ୍ୱୀକାର କରିଥିଲେ ଯେ, ୬ଟି ବ୍ୟାଙ୍କ…

ବଲୁଚିସ୍ତାନରେ ୨୦୦ ବର୍ଷର ପୁୁରାତନ ହିନ୍ଦୁ ମନ୍ଦିର ଖୋଲାଗଲା

ଲାହୋର: ପାକିସ୍ତାନ ସରକାର ପ୍ରଥମଥର ପାଇଁ ବଲୁଚିସ୍ତାନରେ ଥିବା ୨୦୦ ବର୍ଷର ପୁରାତନ ମନ୍ଦିର ହିନ୍ଦୁ ଭକ୍ତଙ୍କ ପାଇଁ ଖୋଲାଯାଇଛି । ୩୨ ବର୍ଷ ତଳେ ଏହି ମନ୍ଦିର ମଧ୍ୟରେ ଜୋର ଜବରଦସ୍ତ ଏକ ସ୍କୁଲ ଖେଳାଯାଇଥିଲା । ତହ୍ଲା ସଲୀମ ଏବଂ ସ୍ଥାନୀୟ ମସଜିଦର ଇମାମ ମୌଲାନା ଆଲ୍ଲା ଦାଦ ଖାଁଙ୍କ…

ଭୋଟ ପ୍ରତିଶତ ପ୍ରକାଶରେ ବିଳମ୍ବ ନେଇ ସନ୍ଦେହ ପ୍ରକଟ କଲେ କେଜରିୱାଲ

ନୂଆଦିଲ୍ଳୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ପ୍ରତିଶତ ପ୍ରକାଶରେ ବିଳମ୍ବ ହେବା ନେଇ ଆମଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୱାଲ ସନ୍ଦେହ ପ୍ରକାଶ କରିଛନ୍ତି । ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ନିର୍ବାଚନ ସରିଲା । ତେବେ ପ୍ରତିଶତ ପ୍ରକାଶ ନେଇ ଏତେ ବିଳମ୍ବ କାହିଁକି ହେଉଛି ବୋଲି ସେ…

୨୪ ଘଂଟା ପରେ ଇସିଙ୍କ ଘୋଷଣା: ଦିଲ୍ଲୀରେ ୬୨.୫୯ ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ: ନିର୍ବାଚନ କମିଶନନ ୨୪ ଘଂଟା ପରେ ମତ ପ୍ରତିଶତ ଜାରି କରିଛନ୍ତି । ଅଫିସିଆଲ ଭାବେ ଦିଲ୍ଲୀରେ ୬୨.୫୯ ପ୍ରତିଶତ ଭୋଟିଂ ହୋଇଥିବା ଘୋଷଣା କରାଯାଇଛି । ପ୍ରତ୍ୟେକ ବୁଥରୁ ସମସ୍ତ ତଥ୍ୟ ସଂଗ୍ରହ କରିବା ଯୋଗୁ ଏହାର ପ୍ରକାଶ ନେଇ ବିଳମ୍ବ ହେଲା ବୋଲି ଚିଫ ଇଲୋକଟରାଲ ଅଫିସର ରଣବୀର ସିଂ…

ଆସନ୍ତୁ ଜାଣିବା ସେକ୍ସିଏଷ୍ଟ ବାର୍ଡ ସମ୍ପର୍କରେ

ନୂଆଦିଲ୍ଲୀ: ଆଫ୍ରିକାର ସେକ୍ସିଏଷ୍ଟ ବାର୍ଡ ଏବେ ଇଂଟରନେଟ ସେନଶେସନ ସାଜିଛି । ସୋସିଆଲ ନେଟୱର୍କରେ ଏହି ପକ୍ଷୀର ଫଟୋ ଭାଇରାଲ ହୋଇଛି । ଟ୍ୱିଟ୍ଟରରେ ଜୋର୍ଡାନ ବ୍ଲାକ ନାମକ ବ୍ୟକ୍ତି ଏହି ପକ୍ଷୀର ଫଟୋ ଶେୟାର କରିବା ପରେ ସମସ୍ତେ ଏହାକୁ ପସନ୍ଦ କରିଛନ୍ତି । ପକ୍ଷୀଟୀର ପ୍ରକୃତ ନାମ…

ରାମ ମନ୍ଦିର ନିର୍ମାଣ ପାଇଁ ପାଟନାର ମହାବୀର ମନ୍ଦିର ୧୦ କୋଟି ଟଙ୍କା ଦେବ

ପାଟନା: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ମହଲରୁ ଅର୍ଥର ସୁଅ ଛୁଟିବାରେ ଲାଗିଲାଣି । ପାଟନାର ମହାବୀର ମନ୍ଦିର ଏଥିପାଇଁ ୧୦ କୋଟି ଟଙ୍କା ଦେବ ବୋଲି ଘୋଷଣା କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୨ କୋଟି ଟଙ୍କା ଚେକ୍ ଦେବାକୁ ଯାଉଛି ବୋଲି ମନ୍ଦିର ଟ୍ରଷ୍ଟର ସଚିବ…

ଶାହାରୁଖଙ୍କ ପୁତ୍ର ଅବରାମଙ୍କୁ ବ୍ଲାକବେଲ୍ଟ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଅବରାମ ଟାଏକାଣ୍ଡୋରେ ବ୍ଲାକ ବେଲ୍ଟ ପାଇଛନ୍ତି । ଦୀର୍ଘ ଦିନ ଧରି ସେ କଠିନ ପରିଶ୍ରମ କରି ମାର୍ଶିଆଲ ଆର୍ଟ ଶିକ୍ଷା କରୁଥିଲେ । ଦୀର୍ଘଦିନ ପରେ ଶାହାରୁଖ ତାଙ୍କ ପୁଅ ସହ ସୋସିଆଲ ନେଟୱିର୍କିଂ ସାଇଟରେ ଫଟୋ ଶେୟାର କରିଛନ୍ତି ।…