Latest Odisha News

BREAKING NEWS

Browsing Category

ଫିଚର

ବ୍ରହ୍ମପୁର ବସ୍ ଦୁର୍ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ଦୋଷ ଲଦିଲା ସାଉଥ୍‌କୋ

ଭୁବନେଶ୍ୱର: ବ୍ରହ୍ମପୁର ବସ୍ ଦୁର୍ଘଟଣା ନେଇ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ଶକ୍ତି ବିଭାଗକୁ ରିପୋର୍ଟ ଦେଇଛି ସାଉଥକୋ । ଏହାପରେ ଆରମ୍ଭ ହୋଇଛି ଦୋଷ ଲଦାଲଦି ଅଭିଯାନ । ଦୁର୍ଘଟଣା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟୀ କରିଛି ସାଉଥକୋ । ଗ୍ରାମ୍ୟ ଉନ୍ନୟନ ବିଭାଗର ଭୁଲ ପାଇଁ ହିଁ…

ବିଲ୍ ଗେଟ୍ସ କିଣିଲେ ୪୬୦୦ କୋଟି ଟଙ୍କାର ଉଦଯାନ ଚାଳିତ ବୋଟ୍‌

ନ୍ୟୁୟର୍କ: ବିଶ୍ୱର ଦ୍ୱିତୀୟ ଧନୀ ବ୍ୟବସାୟୀ ବିଲ ଗେଟ୍ସ ୪୬୧୨ କୋଟି ଟଙ୍କାର ଏକ ଉଦଯାନ ଚାଳିତ ବୋଟ କ୍ରୟ କରିଛନ୍ତି । ୩୭୦ ଫୁଟ ଲମ୍ବା ପରିବେଶକୁ ସୁହାଉଥିବା ଏହି ସୁପର ଲଗଜରୀ ବୋଟଟି ତରଳ ଉଦଯାନରେ ଚାଲିବ । ପୂର୍ବରୁ ସେ ଭଡା ସୂତ୍ରରେ ଦାମିକିଆ ବୋଟ ନେଇ ଛୁଟି ମନାଉଥିଲେ । ଏବେ ସେ…

ଓଡ଼ିଶା ଖଣି ଆବଣ୍ଟନ ପ୍ରକ୍ରିୟା: ୧୪୧.୨୫ ପ୍ରିମିୟମରେ ଗୋଆର ଫର୍ମେଣ୍ଟୋକୁ ମିଳିଲା ନଦୀଡ଼ିହ ଲୁହାପଥର-ମାଙ୍ଗାନିଜ୍ ଖଣି

ନୂଆଦିଲ୍ଲୀ: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ନଦୀଡ଼ିହ ଲୁହାପଥର ଓ ମାଙ୍ଗାନିଜ୍ ଖଣିର ନିଲାମ ପ୍ରକ୍ରିୟା ସମାପ୍ତ ହୋଇଛି । ଗୋଆର ଫର୍ମେଣ୍ଟୋ ଇଣ୍ଟଷ୍ଟ୍ରିଜ୍ ପ୍ରାଇଭେଟ୍ ଲିଃ କମ୍ପାନୀକୁ ଏହି ଖଣି ମିଳିଛି । ଋବିବାର ଦିନ ନିଲାମ ହୋଇଥିବା ଏହି ଖଣିଟିରେ ଆନୁମାନିକ ୨୦.୪୮ ମେଟ୍ରିକ୍ ଟନ ଖଣିଜ…

ଏସ୍‌ସି/ଏସ୍‌ଟି ସଂଶୋଧନ ଆଇନ ୨୦୧୮ର ସାମ୍ବିଧାନକ ବୈଧତା କାଏମ

ନୂଆଦିଲ୍ଳୀ: ଅନୁସୂଚିତ ଜାତି ଓ ଜନଜାତି ସଂଶୋଧନ ଆଇନ ୨୦୧୮କୁ ଚାଲେଂଜ କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏସ୍‌ସି/ଏସ୍‌ଟି ସଂଶୋଧନ ଆଇନ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ବିନିତ ଶରଣ ଓ ଜଷ୍ଟିସ ରବିନ୍ଦ୍ର ଭଟ୍ଟଙ୍କ…

ଓସ୍କାର ପୁରସ୍କାର: ପାରାସାଇଟ ଫିଲ୍ମ ଇତିହାସ ରଚିଲା

ଲସଏଞ୍ଜେଲ୍ସ: ଦକ୍ଷିଣ କୋରିଆର ପାରାସାଇଟ ଶ୍ରେଷ୍ଠ ଫିଲ୍ମ ଭାବେ ସମ୍ମାନଜନକ ଓସ୍କାର ପୁରସ୍କାର ପାଇଛି । ଅଣ ଇଂରାଜୀ ଫିଲ୍ମ ଭାବେ ପାରାସାଇଟ ଓସ୍କାର ଜିତି ଇତିହାସ ରଚିଛି । ୧୯୧୭ ଓ ୱାନ୍ସ ଓପନ ଏ ଟାଇମ ଫିଲ୍ମକୁ ପଛରେ ପକାଇ ଏହା ବାଜି ମାରିଥିଲା । ବେଷ୍ଟ ଅନ୍ତର୍ଜାତୀୟ ଫିଲ୍ମ ଭାବେ…

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ବସ୍ ଓ ବାଇକ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ଵର: ରବିବାର ଦିନ ଏକ ବସରେ ବିଦ୍ୟୁତ ତାର ଲାଗିବା ଘଟଣାର ୨୪ ଘଣ୍ଟା ନପୁରୁଣୁ ପୁଣି ଏହିଭଳି ଏକ ସମାନ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ଡଗରା ଗୁମୁଟି ଛକ ନିକଟରେ ବାରିପଦାରୁ ଡଗରା ବେଳାଭୂମିକୁ ପିକନିକ୍ ପାଇଁ ଆସୁଥିବା ଏକ ବସ ୧୧…

ଓଡିଶା ଫେରିଲା ଶୀତ ଲହରୀ

ଭୁବନେଶ୍ୱର: ତିନି ଦିନ ଲଗାଦାର ବର୍ଷା ସାଙ୍ଗକୁ କୋହଲା ପାଗ ପରେ ଓଡିଶାର ଅଧିକାଂଶ ଅଞ୍ଚଳରେ ଥଣ୍ଡା ବଢିଯାଇଛି । ସୋମବାର ସକାଳ ପାଣିପାଗ ବୁଲେଟିନ ଅନୁସାରେ, ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି। ଅନୁଗୁଳ ଓ ଦାରିଙ୍ଗବାଡି ରେ ରାତିର ତାପମାତ୍ରା ୯…

ଗଞ୍ଜାମ ବସ ଦୁର୍ଘଟଣା: ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ରଗେଂଇଲୁଣ୍ଡା ବ୍ଲକ ଅଞ୍ଚଳରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରବିବାର ଦିନ ଏକ ବରଯାତ୍ରୀ ବସରେ କରେଣ୍ଟ ଲାଗି ୯ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ସ୍ଥାନୀୟ ଗୋଳନ୍ଥରା ଥାନା ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି। ସାଉଥ କୋ କୁ…

ଥମୁନି କରୋନା: ଚୀନରେ ନେଲାଣି ୯୦୨ ମୁଣ୍ଡ

ବେଜିଂ: ଥମିବାର ନା ନେଉନାହଁ ମାରାତ୍ମକ କରୋନା ଭାଇରସ । ଧୀରେ ଧୀରେ ନିଜର କୟ ବିସ୍ତାର କରିଚାଲିଛି ଏହି ମାରାତ୍ମକ ଭାଇରସ । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୯୦୨ ଛୁଇଁଛି । ଏହାବ୍ୟତିତ ୪୦ ହଜାରରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । China virus…

କମ୍ପୁଛି ଖଣ୍ଡଗିରି ଯାତ୍ରା ମହୋତ୍ସବ; ଜାଣନ୍ତୁ, ଲଭଲୀଙ୍କ ଆଇଟମ୍ ଡ୍ୟାନ୍ସ ଦେଖି କ’ଣ କହିଲେ ରାନୀ ପଣ୍ଡା !

ଭୁବନେଶ୍ୱର: ବହୁ ଚର୍ଚ୍ଚିତା ରାନୀ ପଣ୍ଡାଙ୍କ ପରେ ଏବେ ଲୋକଲୋଚନକୁ ଆସିଛନ୍ତି ଆଇଟମ୍ ଡ୍ୟାନ୍ସର୍ ଲଭଲୀ । ଖଣ୍ଡଗିରି ଯାତ୍ରା ମହୋତ୍ସବରେ ଲଭଲୀଙ୍କ ଅଶ୍ଳୀଳ ଡ୍ୟାନ୍ସକୁ ନେଇ ଏବେ ସୃଷ୍ଟି ହୋଇଛି ଝଡ଼ । କଳିଙ୍ଗ ଗଣନାଟ୍ୟର ହଟ୍ ଡ୍ୟାନ୍ସର୍ ଲଭଲୀଙ୍କ ସେକ୍ସି ଡ୍ୟାନ୍ସ ଦେଖିବା ପରେ ଅନେକ ଦର୍ଶକ…