Latest Odisha News

BREAKING NEWS

Browsing Category

ଫିଚର

କରୋନା ଭାଇରସ ଆତଙ୍କ: ପୁରୀରେ ଖୋଲିଲା ଆଇସୋଲେସନ୍ ୱାର୍ଡ

ପୁରୀ: ଚୀନରେ ମାରାତ୍ମକ କରୋନା ଭାଇରସ ପ୍ରଭାବରେ ପ୍ରାୟ ୭୧୭ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି । ଯାହାକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତା ଗ୍ରହଣ କରାଯିବା ସହ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଆଇସୋଲେସନ ୱାର୍ଡ ଖୋଲାଯାଇଛି । ପୁରୀ ଜିଲ୍ଲା…

ଦିନ ୧ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୦ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଝାରସୁଗୁଡା,…

ଦିଲ୍ଲୀ ନିର୍ବାଚନ: ଆରମ୍ଭ ହେଲା ୭୦ଟି ବିଧାନସଭା ଆସନ ଲାଗି ମତଦାନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ଲାଗି ଅନୁଷ୍ଠିତ ହେଉଛି ନିର୍ବାଚନ । ଦିଲ୍ଲୀର ସମୁଦାୟ ୧.୫ କୋଟି ଯୋଗ୍ୟ ଭୋଟର୍ ଏହି ନିର୍ବାଚନରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଦିଲ୍ଲୀ ବିଧାନସଭାର ମୋଟ ୭୦ଟି ଆସନ ଲାଗି ସମୁଦାୟ ୬୭୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । A…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୮-୦୨-୨୦୨୦ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୦୮ ରିଖ ଶନିବାର ମକର୨୫ ଦିନ ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଭୁକ୍ତ ପୂର୍ଣ୍ଣିମା ତିଥି ପୂଷ୍ଯା ନକ୍ଷତ୍ର କର୍କଟ…

‘ମୋ ସରକାର’ ଓ ‘୫-ଟି’ କାର୍ଯ୍ୟକୁ ପ୍ରଶଂସା କଲେ ଜାତୀୟ ଡିଫେନ୍ସ ପ୍ରତିନିଧି ଦଳ

ଭୁବନେଶ୍ୱର:  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନ୍ୟାସନାଲ ଡିଫେନ୍ସ କଲେଜର ପ୍ରତିନିଧି ଦଳ । ରାଜ୍ୟର ସାମାଜିକ ଓ ରାଜନୈତିକ ବାତାବରଣ, ଶାସନ ବ୍ୟବସ୍ଥା ଓ ରାଜ୍ୟର ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଏୟାର ମାର୍ଶାଲ ବିଭି ଉପାଧ୍ୟାୟଙ୍କ…

ଏପ୍ରିଲରେ ‘ଜେଇଇ ମେନ-୨୦୨୦’ ପରୀକ୍ଷା: ଆରମ୍ଭ ହେଲା ଅନଲାଇନ୍ ରେଜିଷ୍ଟ୍ରେସନ୍‌

ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ମାସରେ ଆରମ୍ଭ ହେଉଛି ‘ଜେଇଇ ମେନ-୨୦୨୦’ ପରୀକ୍ଷା । ଅନ୍‌ଲାଇନ୍ ପଞ୍ଜିକରଣ ପ୍ରକ୍ର୍ରିୟା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ମାର୍ଚ୍ଚ୭ ସୁଦ୍ଧା ଆବେଦନ କରିପାରିବେ । ତେବେ ୨୦୧୮ ଏବଂ ୨୦୧୯ରେ ଯୁକ୍ତଦୁଇ ବିଜ୍ଞାନ ପାସ୍ କରିଥିବା…

ରାଜ୍ୟ କ୍ୟାବିନେଟ୍ ବୈଠକ: ୧.୫୧ଲକ୍ଷ କୋଟି ପୂର୍ଣ୍ଣାଙ୍ଗ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନ ପରିଷଦରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ୨୦୨୦-୨୧ ଆର୍ଥକ ବର୍ଷ ନିମନ୍ତେ ବିଧାନ ସଭାରେ ଆଗତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ ଚିଠା ପ୍ରସ୍ତାବକୁ ନେଇ ଅନୁମୋଦନ ମିଳିଛି । ଏହି…

ରଣଜୀ ମ୍ୟାଚ : ମହାରାଷ୍ଟ୍ର ନିକଟରୁ ଓଡିଶାର ଶୋଚନୀୟ ପରାଜୟ

ଭୁବନେଶ୍ୱର : ରଣଜୀ ଟ୍ରଫି କ୍ରିକେଟର ଗ୍ରୁପ ସି’ର ଏକ ମ୍ୟାଚରେ ଓଡିଶା ୧୦ ଉଇକେଟରେ ମହାରାଷ୍ଟ୍ର ନିକଟରୁ ପରାଜିତ ହୋଇଛି । ପୁଣେଠାରେ ଅନୁଷ୍ଠିତ ଏହି ମ୍ୟାଚରେ ମହାରାଷ୍ଟ୍ର ଦ୍ୱିତୀୟ ଇନିଂସରେ ଆବଶ୍ୟକ ବିଜୟ ଲକ୍ଷ୍ୟ କୌଣସି ଉଇକେଟ ନ ହରାଇ ହାସଲ କରି ନେଇଥିଲା । ରାହୁଲ ତ୍ରିପାଠୀ…

ଟୋକିଓ ଅଲିମ୍ପିକ୍ସ: ପ୍ରଥମ ମହିଳା ଭାବେ ମଶାଲ ଶୋଭାଯାତ୍ରା ଆରମ୍ଭ କରିବେ କୋରାକାକି

ଟୋକିଓ: ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଖୁବ୍ ଶୀଘ୍ର ମଶାଲ ଶୋଭାଯାତ୍ରା ଆରମ୍ଭ ହେବାକୁ ଯାଉଛି । ଗ୍ରୀସର ଅଲିମ୍ପିକ ପଦକ ବିଜେତା ଶୁଟର ଆନା କୋରାକାକି ପ୍ରଥମେ ମଶାଲ ଧରିବେ । ସେ ପ୍ରଥମ ମହିଳା ଆଥଲେଟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହେବାକୁ ଯାଉଛନ୍ତି । ମାର୍ଚ୍ଚ ୧୨ରେ ପ୍ରାଚୀନ…

ବୋଡୋ ରାଜିନାମା ଆସାମ ପାଇଁ ନୂତନ ସୂର୍ଯ୍ୟୋଦୟ ଆଣିବ: ପ୍ରଧାନମନ୍ତ୍ରୀ

ଗୌହାଟୀ: ହିଂସା ମାର୍ଗରେ ଚାଲିଥିବା ଲୋକମାନେ ବୋଡୋ କ୍ୟାଡରଙ୍କ ଭଳି ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟଧାରାଙ୍କୁ ଫେରିଆସନ୍ତୁ ବୋଲି ଆଜି ଏକ ଭାବପୂର୍ଣ୍ଣ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଆସାମର କୋକ୍ରାଝରଠାରେ ଐତିହାସିକ ବୋଡୋ ରାଜିନାମା ସ୍ୱାକ୍ଷର…