Latest Odisha News

BREAKING NEWS

Browsing Category

ଫିଚର

କରୋନା ଭାଇରସ୍ ଆତଙ୍କ; ରାଜ୍ୟର ସମସ୍ତ ସ୍କୁଲକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର: କରୋନା ଭାଇରସ୍ ପ୍ରଭାବରେ ଚୀନରେ ୬୩୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଏନେଇ ଶୁକ୍ରବାର ଦିନ ରାଜ୍ୟର ସମସ୍ତ ସ୍କୁଲ ଗୁଡିକୁ ସତର୍କ ରହିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ଯଦି କୌଣସି ଛାତ୍ରଛାତ୍ରୀମାନଙ୍କୁ କାଶ କିମ୍ବା…

ଆଜିଠୁଁ ଭାଲେଣ୍ଟାଇନ୍ ସପ୍ତାହ; ମନେପଡ଼େ ଓଡିଶା ମାଟିର ନିଚ୍ଛକ ପ୍ରେମ କାହାଣୀ…

ଭୁବନେଶ୍ୱର : ପ୍ରେମ ହେଉଛି ସତ୍ୟ ଓ ଶାଶ୍ୱତ । ଏହି ପ୍ରେମକୁ ନେଇ ଅତୀତରେ ରୋମିଓ-ଜୁଲିଏଟ୍, ଶିରିନ୍-ଫହରାଦ,ସୋନୀ-ମହିବାଲ, ହୀର-ରାଞ୍ଝ ଓ କେଦାର-ଗୌରୀଙ୍କ ଭଳି ଅନେକ ଉଦାହରଣ ରହିଛି । ନିଜ ପ୍ରେମକୁ ପାଇ କିଏ ଖୁସି ତ ଆଉ କାହାର ସାରା ଜୀବନ ଦୁଃଖରେ ଭରି ଯାଇଛି । କିନ୍ତୁ ବାସ୍ତବିକ…

କେଜରିୱାଲଙ୍କୁ ଇସିର ନୋଟିସ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଆଉ ଗୋଟିଏ ଦିନ ଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜରିୱାଲ ସୋସିଆଲ ନେଟୱର୍କିଂ ସାଇଟ ଟୁଇଟରେ ଭିଡିଓ ଶେୟାର କରି ଫସିଛନ୍ତି । ଆଚରଣ ବିଧିର ଏହା ଉଲ୍ଲଂଘନ ହୋଇଥିବାରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଙ୍କୁ ନୋଟିସ ଜାରି…

ଭୋଟ ପୂର୍ବରୁ ଭକ୍ତ ସାଜିଲେ ନେତା

ନୂଆଦିଲ୍ଲୀ: ୮ ଫେବୃୟାରୀରେ ଦିଲ୍ଲୀ ନିର୍ବାଚନ ପାଇଁ ଭୋଟ ପଡିବ । ସମସ୍ତ ପ୍ରକାର ରଣନୀତି ପରେ ନେତାମାନେ ଏଥର ଭଗବାନଙ୍କ ଆଶ୍ରୟ ନେଇଛନ୍ତି । ଫଳାଫଳ ସପକ୍ଷରେ ଯେପରି ହେବ ସେ ନେଇ ସମସ୍ତ ନେତା ଭକ୍ତ ସାଜିଛନ୍ତି । ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ…

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସଞ୍ଜିବ ପାଣିଗ୍ରାହୀଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଞ୍ଜିବ କୁମାର ପାଣିଗ୍ରାହୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ଦିନ ନିଯୁକ୍ତି ପ୍ରଦାନ କରିଛନ୍ତି । କେନ୍ଦ୍ର ନ୍ୟାୟ ଓ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ସରକାରୀ ବିଜ୍ଞପ୍ତିରୁ ଜଣାପଡ଼ିଛି ଯେ,…

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି ରୋଇଡା-୨ ଲୁହାପଥର ଖଣିର ହେବ ନିଲାମ

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ରୋଇଡା-୨ ଲୁହାପଥର ଖଣି ବ୍ଲକର ନିଲାମ ଶୁକ୍ରବାର ଦିନ ୭୯.୨୦ ପ୍ରତିଶତ ଟଙ୍କାରୁ ଆରମ୍ଭ ହୋଇଛି । କେନ୍ଦୁଝର ଜିଲ୍ଲାରେ ୨୭.୧୮୮ ମିଲିୟନ୍ ଟନ୍ ଲୁହା ରିଜର୍ଭ ବ୍ଲକ୍ ପାଇଁ ନିଲାମ ଡାକିବା ତାଲିକାରେ ଏହି କମ୍ପାନୀ ଗୁଡିକ ରହିଛନ୍ତି । ସେଥିମଧ୍ୟରେ…

ଦିଲ୍ଲୀ ନିର୍ବାଚନ ପ୍ରଚାରରେ ୭୬ କ୍ୱିଂଟାଲ ଫୁଲର ବ୍ୟବହାର !

ନୂଆଦିଲ୍ଲୀ: ଏଠାରେ ହାଇ ଭୋଲଟେଜ ବିଧାନସଭା ନିର୍ବାଚନର ପ୍ରଚାର ଶେଷ ହୋଇଯାଇଛି । ୮ ତାରିଖରେ ମତଦାନ ହେବ । ୨୨ ଦିନ ଧରି ଚାଲିଥିବା ଏହି ନିର୍ବାଚନ ପ୍ରଚାରରେ ୭୬ କ୍ୱିଂଟାଲର ଫୁଲ ବ୍ୟବହାର ହୋଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି । ଗାଜିପୁର ଫୁଲ ମଣ୍ଡିର ତଥ୍ୟ ଅନୁସାରେ ବିଜେପି…

ଜାଣନ୍ତୁ, ନୂଆପଡ଼ାର ଏହି ଚାଷୀ ମୋବାଇଲ୍ ପରାମର୍ଶରୁ କିପରି କଲେ ପ୍ରଚୁର ଅମଳ !

ନୂଆପଡ଼ା: ଆଜିକାଲି ଯଦି ସବୁକ୍ଷେତ୍ରରେ ହାଇ-ଟେକ୍ନୋଲୋଜି ଉପଯୋଗ ହୋଇପାରୁଛି ତେବେ ଚାଷକାର୍ଯ୍ୟରେ କାହିଁକି ଏହାକୁ ବ୍ୟବହାର କରିହେବ ନାହିଁ? ଚାଷକାର୍ଯ୍ୟରେ ହାଇ-ଟେକ୍ ଉପଯୋଗ କରି ଅନେକ ଚାଷୀ ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରି ପ୍ରତିବର୍ଷ ନିଶ୍ଚିତ କ୍ଷୟକ୍ଷତିରୁ ରକ୍ଷା…

ଭାରତୀୟ ମହିଳା ହକି ଟିମର ଚୀନ ଗସ୍ତ ବାତିଲ

ନୂଆଦିଲ୍ଲୀ:କରୋନା ଭାଇରସ ପ୍ରଭାବ ଅଣାୟତ ହେବାରୁ ଭାରତୀୟ ମହିଳା ହକି ଟିମର ଚୀନ ଗସ୍ତ ବାତିଲ କରାଯାଇଛି । ଅଧିନାୟିକା ରାନୀ ରାମପଲ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି । ବର୍ତମାନ ଅଧିକାଂଶ ଟିମ୍ ପ୍ରୋ ଲିଗ୍‌ରେ ବ୍ୟସ୍ତ ଅଛନ୍ତି । ଆର୍ଜେଂଟିନା, ବେଲଜିୟମ, ଅଷ୍ଟ୍ରେଲିଆ, ଜର୍ମାନୀ,…

କରୋନା ଭାଇରସ ଭୟ ସତ୍ୱେ ଦକ୍ଷିଣ କୋରିଆରେ ହଜାରେ ଯୋଡା ବିବାହ କଲେ

ଗୁୟାଙ୍ଗ: କରୋନା ଭାଇରସ ଭୟ ସତ୍ୱେ ଦକ୍ଷିଣ କୋରିଆର ୟୁନିଫିକେଶନ ଚର୍ଚ୍ଚରେ ୧୦୦୦ରୁ ଊର୍ଦ୍ଧ୍ୱ ଯୋଡା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଚର୍ଚ୍ଚ ପକ୍ଷରୁ ୩୦୦୦୦ ଲୋକଙ୍କୁ ମାସ୍କ ବଂଟାଯାଇଥିଲା । କୋରିଆରେ କରୋନାର ପ୍ରଭାବ ବିଶେଷ ଭାବେ ଜଣା ପଡି ନାହିଁ । ରିପୋର୍ଟ ମୁତାବକ ଏଠାରେ ୨୪…