Latest Odisha News

BREAKING NEWS

Browsing Category

ଫିଚର

ସମ୍ବଲପୁରରେ ନିଖୋଜ ମହିଳାଙ୍କ ଗଳିତ ଶବ ଉଦ୍ଧାର; ସ୍ୱାମୀ ଗିରଫ

ସମ୍ବଲପୁର: ନିଖୋଜ ହେବାର ଦୀର୍ଘ ୧୭ ଦିନ ପରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଆମ୍ବୁରି ଗ୍ରାମରେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଜିଲ୍ଲା ମାଜିଷ୍ଟେ୍ରଟଙ୍କ ସମ୍ମୁଖରେ ଫୋରେନସିକ ଟିମର ବିଶେଷଜ୍ଞମାନେ ଶବଟି ନିଖୋଜ ମହିଳାଙ୍କର ବୋଲି ପ୍ରକାଶ କରିଛନ୍ତି । ମୃତଦେହଟି ଆରତୀ ଦେବୀ…

ଆହୁରି ୫ ଦିନ କଲବଲ କରିବ କୁହୁଡି: ୨୨ ଯାଏଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୫ ଦିନ ଯାଏ ଆହୁରି କଲବଲ କରିବ କୁହୁଡି । କୁହୁଡି କବଳରୁ ମିଳିବନି ନିସ୍ତାର । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଅଚଂଳରେ ଘନ କୁହୁଡି ଲାଗି ରହିବ । ବିଶେଷ କରି ଭଦ୍ରକ, ଅନୁଗୁଳ, ଢ଼େଙ୍କାନାଳ, ଖୋର୍ଦ୍ଧା, କଟକ, ପୁରୀ,…

ରାତିରେ ଖୋଲା ରହିବ ସପିଂ ମଲ୍‌, ସିନେମା ହଲ ଓ ରେଷ୍ଟୁରାଂଟ, ଜାଣନ୍ତୁ କେଉଁଠି

ମୁମ୍ବାଇ: ଏବେ ରାତିରେ ଖୋଲା ରହିବ ସପିଂ ମଲ୍‌, ସିନେମା ହଲ ଏବଂ ରେଷ୍ଟୁରାଂଟ । ଗୁଜରାଟ, ଅହମ୍ମଦାବାଦ ଭଳି ମୁମ୍ବାଇରେ ଏସବୁ ଖୋଲା ରହିବ । ଏନେଇ ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି । ଜାନୁଆରୀ ୨୬ରୁ ପରୀକ୍ଷାମୂଳକ ଭାବେ ଅହମ୍ମଦାବାଦ ଭଳି ମୁମ୍ବାଇରେ ମଧ୍ୟ ୨୪…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଜାନୁଆରୀ ୨୦ରେ ଦୋଷୀ ପବନର ଆବେଦନ ଉପରେ ଶୁଣାଣି

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୦ରେ ଜଣାପଡିବ ନିର୍ଭୟା ଦୋଷୀ ପବନ ଗୁପ୍ତା ନାବାଳକ ନା ନାହିଁ । ଏନେଇ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହେବ । ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ନେଇ ସଦ୍ୟତମ ଡେଥ ୱାରେଂଟ ବାହାରିବା ପରେ ଦୋଷୀ ପବନ କୁମାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି । ତାକୁ…

ଆକାଶରେ ଉଡିବେ ଦିବ୍ୟାଙ୍ଗ ପିଲା: ସ୍ୱପ୍ନ ପୂରଣ କରିବ ଏୟାର ଇଣ୍ଡିଆ ଓ ଓଡ଼ିଶା ସରକାର

ଭୁବନେଶ୍ୱର: ପୂରଣ ହେବ ୪୪ ଓଡ଼ିଆ ଦିବ୍ୟାଙ୍ଗ ପିଲାଙ୍କ ଆକାଶରେ ଉଡିବା ସ୍ୱପ୍ନ । ଏୟାର୍ ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ୪୪ ଦିବ୍ୟାଙ୍କ ପିଲାଙ୍କ ଏହି ସ୍ୱପ୍ନ ପୂରଣ ହେବ । ଭୁବନେଶ୍ୱର ଓ ବାରିପଦାର ବିଭିନ୍ନ ଦିବ୍ୟାଙ୍ଗ ଅନୁଷ୍ଠାନର ୪୪ ପିଲାଙ୍କୁ ଭୁବନେଶ୍ୱର ଆକାଶମାର୍ଗରୁ…

ଦୀର୍ଘ ୫ ମାସ ପରେ ଜମ୍ମୁ-କାଶ୍ମୀରରେ ସୁଧୁରିଲା ପ୍ରିପେଡ ମୋବାଇଲ ସେବା !

ଜମ୍ମୁ: ଜମ୍ମୁ-କାଶ୍ମୀରରେ ପ୍ରିପେଡ ମୋବାଇଲ ସେବାରେ ସୁଧାର ଆସିଛି । ଶନିବାର ଠାରୁ ଏଠାରେ ପ୍ରିପେଡ ମୋବାଇଲ ସେବା ପୁଣି ଥରେ ଆରମ୍ଭ ହୋଇଛି । ଏହାସହ ଗତ ଅଗଷ୍ଟ ମାସରୁ ଏଠାରେ ଇଣ୍ଟରନେଟ ବନ୍ଦ କରାଯାଇଥିବା ବେଳେ କିଛି ଅଞ୍ଚଳରେ ଶନିବାର ଠାରୁ 'ଟୁ ଜି' ସେବା ଆରମ୍ଭ ହୋଇଥିବା ଜାତୀୟ…

ଶିରିଡି ସାଇ ମନ୍ଦିର ବନ୍ଦ ଘଟଣା: ଗୁଜବ ବୋଲି କହିଲେ ମନ୍ଦିର ସିଇଓ

ଶିରିଡି: ଆସନ୍ତା ଜାନୁୟାରୀ ୧୯ ତାରିଖରୁ ଶିରିଡି ସାଇବାବାଙ୍କ ମନ୍ଦିର ବନ୍ଦ ହେବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ଗୁଜବ ବୋଲି କହିଛନ୍ତି ମନ୍ଦିର ସିଇଓ ଦୀପକ ମୁଗଲିକର। " ଆସନ୍ତା ଜାନୁଆରୀ ୧୯ ତାରିଖରୁ ଶିରିଡି ସାଇବାବାଙ୍କ ମନ୍ଦିର ବନ୍ଦ ରହିବ ବୋଲି ଅନେକ ଗଣମାଧ୍ୟମରେ…

ଦେବଝରଣ ୱାଟରଫଲରେ ବୁଡ଼ି ପ୍ରାଣ ହରାଇଲେ ୨ ଇଞ୍ଜିନିୟରିଂ ଛାତ୍ର

ଦେଓଗଡ଼: ପିକନିକ ସାଜିଲା କାଳ । ସମ୍ବଲପୁରଠାରୁ ୩୦ କିମି ଦୂରରେ ଅବସ୍ଥିତ ଦେବଝରଣ ୱାଟର ଫଲରେ ଗାଧାଉଥିବା ବେଳେ ୨ ଇଞ୍ଜିନିୟର ଛାତ୍ର ବୁଡି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ଦ୍ୱୟ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜି ର ଛାତ୍ର ବୋଲି ଜଣାପଡିଛି…

ପୁରୀ ବଡ଼ଦାଣ୍ଡରେ ଭିକ ମାଗୁଥିବା ଏହି ଭିକାରୀ ଜଣକ ବିଟେକ୍ ଗ୍ରାଜୁଏଟ !

ପୁରୀ: ଶିକ୍ଷିତ ଭିକାରୀ । ପେଷାରେ ଭିକାରୀ ହେଲେ ଯୋଗ୍ୟତା ବିଟେକ୍ ଇଞ୍ଜିନିୟର । ଶୁଣିବାକୁ ଟିକିଏ ଅଡ଼ୁଆ ଲାଗୁଥିଲେ ବି କଥାଟି କିନ୍ତୁ ସତ । ପୁରୀ ବଡଦାଣ୍ଡରେ ଭିକ ମାଗୁଛନ୍ତି ଜଣେ ବିଟେକ୍ ଇଞ୍ଜିନିୟର । ଏହି ଶିକ୍ଷିତ ଭିକାରୀଙ୍କର ନାମ ଗିରିଜା ଶଙ୍କର ବୋଲି ଜଣାପଡିଛି । ଅନେକ…

ବାହାରକୁ ଦିଶୁଛି କଂଗ୍ରେସ ଭବନ କନ୍ଦଳ; ବାଉନ୍ସର ମୁତୟନକୁ ନାପସନ୍ଦ କଲେ ଦଳୀୟ ବିଧାୟକ

ଭୁବନେଶ୍ୱର: କଂଗ୍ରେସ ଦଳରେ ଗୁଣ୍ଡାଙ୍କ ସ୍ଥାନ ନାହିଁ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବା ବେଳେ ବାହାରେ ବାହୁବଳୀ ବାଉନ୍ସର ନିୟୋଜିତ ହେବାକୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ । ଶୁକ୍ରବାର ଦିନ…