Latest Odisha News

BREAKING NEWS

Browsing Category

ଫିଚର

ମତେ ପରାମର୍ଶ ଦେବାକୁ ଇନ୍ଦିରା ଜୟସିଂହ କିଏ: ନିର୍ଭୟାଙ୍କ ମାଆ

ନୂଆଦିଲ୍ଳୀ: ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହଙ୍କ ଉପରେ ବର୍ଷିଲେ ନିର୍ଭୟାଙ୍କ ମା ଆଶା ଦେବୀ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ କ୍ଷମା କରିବାକୁ ଉପଦେଶ ଦେଇଥିଲେ ଆଇନଜୀବୀ ଇନ୍ଦିରା । ଏହାକୁ ନେଇ ନିର୍ଭର‌୍ୟାଙ୍କ ମା’ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ…

ରାଜକୋଟ ଦିନିକିଆ ବିଜୟରେ କୋହଲୀ, ରୋହିତ ଓ କୁଲଦୀପଙ୍କ ନୂଆ କିର୍ତ୍ତୀମାନ

ରାଜକୋଟ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟରେ ଭାରତ ବିଜୟ ହାସଲ କରିବା ସହ ଖେଳାଳିମାନେ କେତେଗୁଡିଏ ରେକର୍ଡ ମଧ୍ୟ କରିଛି । ହିଟମ୍ୟାନ ରୋହିତ ଶର୍ମା ଓପନର ଭାବେ ଦ୍ରୁତ ୭ ହଜାର ରନ ସଂଗ୍ରହ କରିଛନ୍ତି । ସେହିପରି ଅଧିନାୟକ ବିରାଟ କୋହଲି କମ୍ ଇନିଂସରେ ୯ହଜାର ରନ ପୂର୍ଣ୍ଣ…

ବାଇକ୍ ପଛରେ ବସିଲେ ପିନ୍ଧିବାକୁ ପଡିବ ହେଲମେଟ୍‌: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଏଣିକି ବାଇକ ପଛରେ ବସିଲେ ବି ହେଲ୍‌ମେଟ୍ ପିନ୍ଧୁବାକୁ ବାଧ୍ୟ । ଦୁଇ ଚକିଆ ଯାନ ଚଳାକ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା । ଏବେ ପଛରେ ବସିବା ଲୋକ ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏଥିସହ ଆଇନ ଉଲ୍ଲଂଘନ…

ଇରାନ ସୁପ୍ରିମୋ ଅଲ୍ଲି ଖାମିନିଙ୍କୁ ଟ୍ରମ୍ପଙ୍କ ନାଲିଆଖି

ୱାଶିଂଟନ: ଇରାନକୁ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ । ନିଜ ଶବ୍ଦ ପ୍ରତି ସତର୍କ ରହିବାକୁ ଇରାନର ସୁପ୍ରିମୋ ଲିଡର ଆୟୋତୋଲା ଅଲ୍ଲି ଖାମିନିଙ୍କୁ କଡା ଭାଷାରେ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଟୁଇଟ୍ ମାଧ୍ୟମରେ ଟ୍ରମ୍ପ ଇରାନ ଉପରେ ବର୍ଷିଛନ୍ତି । ସେ କହିଛନ୍ତି,…

ବିବାହ ନିମନ୍ତ୍ରଣ ପତ୍ରରେ ‘ସିଏଏ’ ସମର୍ଥନ ବାର୍ତ୍ତା; ଭାଇରାଲ୍ ହେଲା କାର୍ଡ !

ଭୋପାଳ: ବିବାହ କାର୍ଡରେ ସିଏଏ ସମର୍ଥନ ବାର୍ତ୍ତା । ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ଜଣାଇ ମଧ୍ୟପ୍ରଦେଶର ଜଣେ ଯୁବକ ଏଭଳି କରିଛନ୍ତି । ମଧ୍ୟପ୍ରଦେଶ ଜିଲ୍ଲାର ପ୍ରଭାତ ନାମକ ଜଣେ ଯୁବକ ନିଜ ବିବାହ କାର୍ଡରେ ‘ଆଇ ସପୋର୍ଟ ଫର୍ ସିଏଏ’ ଛପାଇଛନ୍ତି । ଏହି ଏହି ନିମନ୍ତ୍ରଣ କାର୍ଡ ସୋସିଆଲ…

ଅଦୃଶ୍ୟ ହୋଇଗଲା ଶ୍ରୀମନ୍ଦିର !

ଭୁବନେଶ୍ୱର: ଘନ କୁହୁଡ଼ିର ଆସ୍ତରଣ ଯୋଗୁଁ ଶନିବାର ସକାଳେ ୨୦ ମିଟର ଦୂରରୁ ଅଦୃଶ୍ୟ ହୋଇଗଲା ଶ୍ରୀମନ୍ଦିର । ଏହାଛଡା ଭୁବନେଶ୍ୱର ପାଣିପାଗ ବିଭାଗ ଘନ କୁହୁଡି ପାଇଁ ଆଗାମୀ ୨୪ ଘଣ୍ଟା ପାଇଁ ଓଡ଼ିଶାର ୧୧ ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି । ଓଡ଼ିଶାରେ ରାତିର ତାପମାତ୍ରା…

ଖୁବଶୀଘ୍ର ପରଦାକୁ ଆସୁଛି କାରଗିଲ ଯୁଦ୍ଧର ହିରୋ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ବାୟୋପିକ ‘ସେରଶାହା’

ମୁମ୍ବାଇ: ୧୯୯୯ ମସିହାର ଛାତିଥରା କରଗିଲ ଯୁଦ୍ଧ କିଏ ବା ମନରୁ ପାସୋରି ପାରିଥିବ । ଭାରତ- ପାକିସ୍ତାନ ମଧ୍ୟରେ ଦୀର୍ଘ ୨ ମାସ ଧରି ଚାଲିଥିବା ଏହି ଘମାଘୋଟ ଯୁଦ୍ଧରେ ଭରତ ହାସଲ କରିଥିଲା ଜିତାପଟ। ଏହି ଯୁଦ୍ଧର ହିରୋ କୁହାଯାଉଥିବା କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଜୀବନୀକୁ ନେଇ ଖୁବଶୀଘ୍ର…

ସାଇବାବାଙ୍କ ଜନ୍ମଭୂମୀକୁ ନେଇ ବିବାଦ: ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଡାକରା

ଶିରିଡ଼ି: ରାମ ଜନ୍ମଭୂମିକୁ ନେଇ ବିବାଦ ନଥମୁଣୁ ପୁଣି ସାଇବାବାଙ୍କ ଜନ୍ମଭୂମୀକୁ ନେଇ ମହାରାଷ୍ଟ୍ରରେ ବିବାଦ ଘନୀଭୂତ ହୋଇଛି । ଆସନ୍ତା ରବିବାରଠାରୁ ମହାରାଷ୍ଟ୍ରରେ ଥିବା ସାଇବାବାଙ୍କ ପୀଠ ଶିରିଡ଼ିରେ ଅନିର୍ଦ୍ଧିଷ୍ଟ କାଳ ଲାଗି ବନ୍ଦର ଡାକରା ଦିଆଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ…

ଏବେ ବିନ୍ଦାସ ବ୍ୟବହାର କରନ୍ତୁ ୱାଟସଆପ୍ସ; ସମାଧାନ ହୋଇଯାଇଛି ଏହିସବୁ ଅସୁବିଧା…

ୱାଟସଆପ୍ସ ୟୁଜର୍ସ ପାଇଁ ଆସୁଥିବା ଗୋଟେ ବଡ଼ ଆସୁବିଧା ଟଳିଗଲା। କମ୍ପାନୀ ନିଜ ୱାଟସଆପ୍ସରେ ବିଜ୍ଞାପନ ଦେବାକୁ ଚାହୁଁଥିଲା ହେଲେ ଏବେ ହେବ ନାହିଁ ବୋଲି ଜଣାପଡୁଛି। ଖବର ଆସୁଥିଲା ଯେ ୱାଟସଆପ୍ସ ନିଜର ଅଧିକ ଆୟ କରିବାକୁ ଯୋଜନା କରିଥିଲା। ଏହି ଆପ୍ସରେ ବିଜ୍ଞାପନ ଚଲାଇବାକୁ ଯୋଜନା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୮-୧-୨୦୨୦ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୧୮ ରିଖ ଶନିବାର ମକର ୪ ଦିନ ମାଘମାସ କୃଷ୍ଣ ପକ୍ଷ ନବମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଆଜି:…