Latest Odisha News

BREAKING NEWS

Browsing Category

ଫିଚର

ପରମ୍ପରା ଓ ବିଶ୍ୱାସର ଉତ୍ସବ ଜାଲ୍ଲୀକଟ୍ଟୁ: ଷଣ୍ଢ-ମଣିଷ ଲଢ଼େଇର ପର୍ବ

ତାମିଲନାଡୁ: ଆରମ୍ଭ ହୋଇଛି ତାମିଲନାଡୁର ପ୍ରସିଦ୍ଧ ଉତ୍ସବ ଜାଲ୍ଲୀକଟ୍ଟୁ । ତାମିଲନାଡୁର ମଦୁରାଇରେ ଆୟୋଜିତ ଏହି ଉତ୍ସବରେ ଚଳିତବର୍ଷ ଭାଗ ନେଇଛନ୍ତି ୭୦୦ ଷଣ୍ଢ । ଷଣ୍ଢକୁ କାବୁ କରିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ୭୩୦ ଯୁବକ । ଜାଲୀକାଟ୍ଟୁ ତାମିଲନାଡୁର ଗ୍ରାମୀଣ ଅଂଚଳର ଏକ ପାରମ୍ପରିକ…

ଚଳିତ ମାସଠାରୁ ଆରମ୍ଭ ହେବ ଗଗନଯାନ ମହାକାଶଚାରୀଙ୍କ ପ୍ରଶିକ୍ଷଣ

ନୂଆଦିଲ୍ଲୀ: ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ “ଗଗନଯାନ”ର ମହାକାଶଚାରୀମାନେ ଚଳିତ ମାସ ଠାରୁ ସେମାନଙ୍କ ପ୍ରଶିକ୍ଷଣ ଆରମ୍ଭ କରିବେ । ପ୍ରାପ୍ତ ସୂଚନାନୁଯାୟୀ ଏହି ପ୍ରଶିକ୍ଷଣ ଜାନୁଆରୀ ତୃତୀୟ ସପ୍ତାହ ଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର…

ଫାଶୀ ସସପେନ୍ସ ଜାରି; ଦିଲ୍ଲୀ ହାଇକୋର୍ଟରେ ମୁକେଶର ଆବେଦନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମକାରୀଙ୍କ ପାଇଁ ଗୋଟିଏ ପରେ ଗୋଟିଏ ବାଟ ବନ୍ଦ ହେଉଛି । ଫାଶୀ ପାଇବା ନେଇ ଜାରି ରହିଛି ସସ୍ପେନ୍ସ । ଦୋଷୀ ମୁକେଶର ଡେଥ୍ ୱାରେଂଟ ରଦ୍ଧ କରିବା ଆବେଦନକୁ ଖରାଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ ନିଷ୍ପତି ପରେ ବି ୪ ଅଭିଯୁକ୍ତ ଆସନ୍ତା ୨୨ ତାରିଖରେ…

ଟେରର୍ ଲିଙ୍କରେ ଗିରଫ ପରେ ବିଦା ହେଲେ ଡିଏସପି ଦବିନ୍ଦର ସିଂହ

ଶ୍ରୀନଗର: ବିଦା ହେଲେ ଜମ୍ମୁ-କାଶ୍ମୀର ଡିଏସପି ଦବିନ୍ଦର ସିଂହ । ଟେରର ଲିଙ୍କରେ ଧରାପଡିବା ପରେ ବୁଧବାର ତାଙ୍କ ବିରୋଧରେ ବଡ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି । ଦବିନ୍ଦର ସିଂହଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ-କାଶ୍ମୀର ଡିଜି ଦିଲବାଗ ସିଂହ ।…

ଭୋପାଳ ବ୍ୟବସାୟୀଙ୍କ ନିଆରା ମକର ସଂକ୍ରାନ୍ତି; ଲକେଟ୍ କରି ପିନ୍ଧିଲେ ସୁନା ଗୁଡ଼ି !

ଭୋପାଳ: ମକର ସଂକ୍ରାନ୍ତି ସାରା ଭାରତରେ ଆଜି ଧୂମଧାମରେ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀରେ ଏହାକୁ ପାଳନ କରାଯାଇଛି । ଭୋପାଳରେ ଏହି ପର୍ବର ଗୁରୁତ୍ୱ ଅଧିକ ରହିଛି । ପ୍ରାୟ ସମସ୍ତ ବାସିନ୍ଦା ଛାତ ଉପରେ ଗୁଡି ଉଡାଇ ଏହାର ମଜା ଉଠାଇଛନ୍ତି । ସ୍ଥାନୀୟ ବାସିନ୍ଦା…

ଦୂତୀ ଚାନ୍ଦଙ୍କ ଦ୍ୱାରା ଉନ୍ମୋଚିତ ହେଲା ବଜାଜ୍ ଆଲିଆଂଜର ‘ପ୍ଲାଙ୍କ ଫର୍ ଇଣ୍ଡିଆ’ ଅଭିଯାନ

ଭୁବନେଶ୍ୱର: ଭାରତର ଚାମ୍ପିଆନ୍ ଦୌଡ଼କୁଦ ଖେଳାଳୀ ଦୂତି ଚାନ୍ଦ ବଜାଜ ଆଲିଆଂଜ ଲାଇଫ୍ର “ପ୍ଳାଙ୍କ ଫର ଇଣ୍ଡିଆ’ ଅଭିଯାନକୁ ଗ୍ରହଣ କରିଛନ୍ତି । ଭାରତର ଉଦୀୟମାନ କ୍ରୀଡ଼ାବିତ ସହାୟତା ପ୍ରଦାନ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । #Excited to be a part of #PlankForIndia…

ଶ୍ରୀମନ୍ଦିରରେ କାହିଁକି କୁହାଯାଏ ‘ମକର ଚଉରାଶି’; ଜାଣନ୍ତୁ, କ’ଣ ରହିଛି ରହସ୍ୟ !

ପୁରୀ: ଶ୍ରୀଜଗନ୍ନାଥ ହେଉଛନ୍ତି ସୂର୍ଯ୍ୟଙ୍କ ଭଳି ସକଳ ଶକ୍ତିର ଆଧାର । ତାଙ୍କୁ ଚଉରାଶି ଲକ୍ଷ ଯୋନିର ଦେବତା କୁହାଯାଏ । ମକର ସଂକ୍ରାନ୍ତିରେ ଉତରାୟଣ ବନ୍ଦାପନା ଓ ମକରଚଉରାଶି ବେଶ ଓ ଭୋଗ ସମର୍ପଣ କରି ମହାପ୍ରଭୁଙ୍କୁ ଉପାସନା କରାଯାଏ । ମକର ଚାଉଳରେ ବିଭିନ୍ନ ସୁମିଷ୍ଠ ଦ୍ରବ୍ୟ ମିଶାଇ…

ରିଲିଜ ହେଲା ‘ଗଙ୍ଗୁୱାଈ କାଠିଆୱାଡି’ର ପୋଷ୍ଟର: ମାଫିଆ ଭୂମିକାରେ ଆଲିଆ

ମୁମ୍ବାଇ: ମାଫିଆ ଭୂମିକାରେ ଆଲିଆ । ଫିଲ୍ମ ‘ଗଙ୍ଗୁବାଇ କାଠିୟାୱାଡି’ର ରିଲିଜ ହୋଇଥିବା ପୋଷ୍ଟରରେ କିଛି ଏଭଳି ଲୁକ୍‌ରେ ଦେଖିବାକୁ ମିଳିଛି ଆଲିଆଙ୍କୁ । ଏଥିରେ ଆଲିଆ ଭଟ୍ଟଙ୍କ ପୁରାପୁରୀ ଦେଶୀ ଅବତାର ସାମ୍ନାକୁ ଆସିଛି । ଫିଲ୍ମର ଏହି ଫାଷ୍ଟ ଲୁକ୍ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ମଧ୍ୟ…

ତାଳଚେରରେ ଚାଞ୍ଚଲ୍ୟ; ଦବିଗଲା ୫୦ ଫୁଟ ମାଟି !

ତାଳଚେର: ମାଟି ଦବିଯିବା ନେଇ ତାଳଚେର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମାଟି ଦବିଯିବା ଘଟଣାକୁ ନେଇ ସମଗ୍ର ଅନୁଗୁଳ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ଦେଉଳବେଡା ତେଲିସାହିର ଏକ ଜମି ଭିତରେ ଆଜି ସକାଳୁ ବଡ଼ ଧରଣର ଗାତ ସୃଷ୍ଟି ହେବା ଫଳରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡିଛନ୍ତି ।…

ଧାରା ୩୭୦ ଉଚ୍ଛେଦ ଏକ ଐତିହାସିକ ନିଷ୍ପତ୍ତି: ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ

ନୂଆଦିଲ୍ଲୀ: ଆଜି ହେଉଛି ସ୍ଥଳସେନାର ୭୨ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ସେନା ମୁଖ୍ୟାଳୟରେ ଭବ୍ୟ ସମାରୋହ ଆୟୋଜନ ହୋଇଛି । ରାଜଧାନୀ ଦିଲ୍ଲୀରେ ସେନା ପକ୍ଷରୁ ପରେଡ ମଧ୍ୟ କରାଯାଇଛି । ଏହି ଅବସରରେ ସ୍ଥଳସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦…