Latest Odisha News

BREAKING NEWS

Browsing Category

ଫିଚର

ଘଡଘଡି ସହ ବର୍ଷା ଆଶଙ୍କା: ୮ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବରଗଡ, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ,…

ଶ୍ରୀ ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ପରେ ମୁକ୍ତେଶ୍ୱରର ହେବ ସୌନ୍ଦର୍ଯ୍ୟକରଣ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ୫ଟି’ ସଚିବ ଭିକେ ପାଣ୍ଡିଆନ୍ ଶୁକ୍ରବାର ଭୋର ସମୟରେ ରାଜଧାନୀର ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ଏକାମ୍ର କ୍ଷେତ୍ର ଯୋଜନାରେ ପୁନରୁଦ୍ଧାର ତଥା ସଂରକ୍ଷଣ କାର୍ଯ୍ୟର ସମୀକ୍ଷା କରିଥିଲେ ।…

ଜାତୀୟ କଳା ଉତ୍ସବରେ ୪ ଓଡ଼ିଆଶିଳ୍ପୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଆସାନସୋଲଠାରେ ଜାତୀୟ କଳା ଉତ୍ସବରେ ଓଡ଼ିଶାର ଧଉଳିରୁ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲଙ୍କୁ ଚିତ୍ରକଳା କ୍ଷେତ୍ରରେ ଆନ୍ତର୍ଜାତିୟ ଖ୍ୟାତି ଅର୍ଜନ ତଥା ଆଜୀବନ ନିରବଚ୍ଛିନ୍ନ କଳାସାଧନା ପାଇଁ ‘ଭାରତ କଳାରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୦୩-୦୧-୨୦୨୦ ଶୁକ୍ରବାର *-ଜ୍ଯୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୦୩ ରିଖ ଶୁକ୍ରବାର ଧନୁ ୧୯ ଦିନ ପୌଷ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ବିଛା ଧନୁ ଓ ମୀନ ରାଶିର…

ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ: ଭ୍ରମଣ ସହ ନିଅନ୍ତୁ ବଣଭୋଜିର ମଜ୍ଜା..

ଭୁବନେଶ୍ୱର: ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ଯାହାଫଳରେ ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ଦେବା ସହିତ ନୂତନ ବର୍ଷର ଭରପୂର ମଜା ନେଉଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ…

ବାରିପଦାରେ ଉଦ୍ଧାର ହେଲା ବିରଳ ପ୍ରଜାତିର କଙ୍କଡା; ୧ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବନ ବିଭାଗ ପକ୍ଷରୁ ବାରିପଦା ସହରସ୍ଥିତ ଷ୍ଟେସନ ବଜାର ସାପ୍ତାହିକ ହାଟରୁ ଗୁରୁବାର ଦିନ ୧୪ଟି ସ।।ମୁଦ୍ରିକ ବିରଳ ପ୍ରଜାତିର କଙ୍କଡ଼ା ଉଦ୍ଧାର ହୋଇଛି । ମିଳିଥିବା ସୂଚନାନୁଯାୟୀ, ପୂର୍ବତନ ବନ୍ୟପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ଏହି ବିରଳ କଙ୍କଡ଼ା…

ଓଡ଼ିଶାରେ ବଢୁଛି ସବୁଜ ସମ୍ପଦ; ସୃଷ୍ଟି ହୋଇଛି ୨୭୪ ବର୍ଗ କିମି ନୂଆ ଜଙ୍ଗଲ

ଭୁବନେଶ୍ୱର: ଓଡ଼ିଶାରେ ଜଙ୍ଗଲ ଆଶାତୀତ ଭାବେ ବୃଦ୍ଧି ପାଇଛି । ଭାରତୀୟ ଜଙ୍ଗଲ ସର୍ବେକ୍ଷଣ(ଆଇଏସଏଫସି) ୨୦୦୯ ପକ୍ଷରୁ ହୋଇଥିବା ସର୍ଭେ ଅନୁଯାୟୀ, ୨୦୧୭ ତୁଳନାରେ ୨୦୧୯ ରେ ଓଡ଼ିଶାରେ ଥିବା ଜଙ୍ଗଲ .୫୩ % ବୃଦ୍ଧି ଘଟିଛି । ଏହାଭାରତୀୟ ଜଙ୍ଗଲ ସର୍ବେକ୍ଷଣ(ଆଇଏସଏଫସି) ୨୦୦୯ ରେ ରିପୋର୍ଟ…

ଓଡ଼ିଶାକୁ ପୁଣି ଥରେ ମିଳିଲା ଜାତୀୟ ‘କୃଷି କର୍ମଣ ପୁରସ୍କାର’

ଭୁବନେଶ୍ୱର/ବେଙ୍ଗାଲୁରୁ: ଓଡ଼ିଶା ପୁନର୍ବାର ହାସଲ କରିପାରିଛି ଜାତୀୟ ‘କୃଷି କର୍ମଣ ପୁରସ୍କାର’ । ଓଡ଼ିଶାର କୃଷି ତଥା କୃଷକ ସଶକ୍ତିକରଣ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ୨୦୧୬-୧୭ ମସିହା ଲାଗି ସମୁଦାୟ ଖାଦ୍ୟ ଶଷ୍ୟ ଉତ୍ପାଦନ ଭିତ୍ତିରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ରାଜ୍ୟ…

ଜାନୁଆରୀ ୩ ଓ ୪ ତାରିଖରେ ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସେବା

ଭୁବନେଶ୍ୱର: ମରାମତି କାର୍ଯ୍ୟ ପାଇଁ ଜାନୁଆରୀ ୩ ଓ ୪ ତାରିଖରେ ଭୁବନେଶ୍ୱର ଓ କଟକ ଏହିସବୁ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା ହୋଇଛି । ଜାନୁଆରୀ ୩ ତାରିଖ ସକାଳ ୭ଟାରୁ ୧୨ଟା(ଭୁବନେଶ୍ୱର) : ପଟିଆ , କାନନବିହାର, ରଘୁନାଥପୁର , ତାରିଣୀ ବିହାର,…

୨୦୨୦ର ଭାରତୀୟ କ୍ରୀଡ଼ା ସମ୍ଭାବନା: ଟାର୍ଗେଟରେ ଟି୨୦ ବିଶ୍ୱକପ ସହ ଅଲିମ୍ପିକ ସ୍ୱର୍ଣ୍ଣ ପଦକ !

ଭୁବନେଶ୍ୱର: ଚଳିତ ୨୦୨୦ ବର୍ଷରେ ଭାରତୀୟ କ୍ରୀଡାକୁ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିବା ସହ ଇତିହାସ ଦୋହରାଇବାର ସୁଯୋଗ ଆସିଛି । ଦୀର୍ଘ ୧୨ ବର୍ଷ ପରେ ଭାରତ ପୁନର୍ବାର ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ହାସଲ ଓ ୧୩ ବର୍ଷ ପରେ ଟି୨୦ ବିଶ୍ୱକପ ପୁର୍ନବାର ଚାମ୍ପିୟନ ହେବା ଲକ୍ଷ୍ୟରେ ରହିବ ।…