Latest Odisha News

BREAKING NEWS

Browsing Category

ଫିଚର

କଂସଙ୍କ ରାଜୁତିରେ ଦୁଲୁକିବ ବରଗଡ; ଦ୍ୱାପର ଯୁଗକୁ ଫେରିଯିବ କଳିଯୁଗର କାହାଣୀ

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମଙ୍ଗଳବାର ଦିନଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ସାରା ସହର ଚଳଚଞ୍ଚଳ ହୋଇପଡିଛି । ଦୀର୍ଘ ୧୧ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଧନୁଯାତ୍ରା ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବିଶ୍ୱପ୍ରସିଦ୍ଧ ଏହି ମହାନାଟକ…

ଆସନ୍ତୁ ବୁଲିଯିବା କଳା ମୁଗୁନି ପଥରର ପ୍ରସିଦ୍ଧ ଗାଁ’ ଖିଚିଂ !

ବାରିପଦା: ମୁଗୁନି ପଥର ଏବଂ କଳା କାରୁକାର୍ଯ୍ୟ ଲାଗି ମୟୂରଭଞ୍ଜର ଖିଚିଂ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛି । କଳା ମଚମଚ ମୁଗୁନି ପଥରରେ ନିର୍ମିତ ଖିଚିଂର କଳାକୃତିକୁ ଆମେ ଅତି ନିକଟରୁ ପରଖିପାରିବା ଯଦି କେବେ ଖିଚିଂ ବୁଲିଯିବା । ଏହି ଶୀତ ଦିନରେ ଖିଚିଂ ବୁଲିଆସିବା ଲାଗି ପ୍ରକୃଷ୍ଟ ସମୟ ।…

ଆସନ୍ତାକାଲି ଠାରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା; ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ପର୍ବ

ଭୁବନେଶ୍ୱର: ଡିସେମ୍ବର ୩୧ରୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ କରାଯାଏ ଏହାର ଆୟୋଜନ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଧନୁଯାତ୍ରା ପାଇଁ ରଂଗମହଲ ଏବଂ ଦରବାରର ସାଜସଜ୍ଜାରେ କାରିଗରଙ୍କ ଶେଷ ସ୍ପର୍ଶ ବାଜିଛି…

ରେଲୱେ ଓଭରବ୍ରିଜ୍ ଭୁଶୁଡିବା ଘଟଣା; ଜାଣନ୍ତୁ, କେଉଁସବୁ ଟ୍ରେନ୍ ସମୟରେ ହେଲା ପରିବର୍ତ୍ତନ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଶୋଭାରାମପୁର ରେଲୱେ କ୍ରସିଂ ନିକଟରେ ଥିବା ଏକ ନିର୍ମାଣଧିନ ଓଭରବ୍ରିଜ ଗତକାଲି ରେଳଧାରଣା ଉପରେ ଭୁଶୁଡି ପଡିଯାଇଥିଲା । ଯାହାଫଳରେ ଖୋର୍ଦ୍ଧା-ଖଡଗପୁର ରୁଟରେ ଅନେକ ଟ୍ରେନ୍ ଚଳାଚଳରେ ବାଧାପ୍ରାପ୍ତ ହୋଇଥିବା ବେଳେ ଆଉ କିଛି ଟ୍ରେନର ସମୟ ସୂଚୀରେ ପରିବର୍ତ୍ତନ…

ନୂଆବର୍ଷରେ ବୁଲିଯାଆନ୍ତୁ ଓଡ଼ିଶାର ଏହିସବୁ ପର୍ଯ୍ୟଟନସ୍ଥଳୀ

ଭୁବନେଶ୍ୱର: ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୦-୧୨-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୩୦ ରିଖ ସୋମବାର ଧନୁ ୧୫ଦିନ ପୌଷ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଦିନ ୯ଟା ପର୍ଯ୍ୟନ୍ତ…

ନିଆରା ପରମ୍ପରା: ୭୧୭ ବର୍ଷରେ ଥରେ ପାଳନ ହୁଏ କେରଳର ଏହି ମହୋତ୍ସବ !

ଥିରୁଅନନ୍ତପୁରମ: କେରଳର କସରଗଡ଼ ଜିଲ୍ଲା ଅନ୍ତର୍ଗତ କହ୍ନିରାଦୁକମ୍ ଗାଁରେ ପାଳନ ହେଉଛି ନିଆରା ମହୋତ୍ସବ । ୭୧୭ ବର୍ଷ ପରେ ପାରମ୍ପରିକ ପେରୁନକାଲିୟାଟମ୍ ମହୋତ୍ସବ ପାଳିତ ହେଉଛି। ପରମ୍ପରା ଅନୁସାରେ ୭୧୭ ବର୍ଷରେ ଥରେ କହ୍ନିରାଦୁକମ୍ ଗ୍ରାମବାସୀ କଲିଓଟ୍ ଦେବୀ ମନ୍ଦିରରେ ମାସେ ଧରି ଏହି…

ବିଦାୟ ୨୦୧୯: କ୍ରୀଡ଼ା ପ୍ରଚ୍ଛଦପଟ୍ଟରେ ରାଜୁତି କଲେ ପ୍ରମୋଦ ଓ ଦୂତୀ ଚାନ୍ଦ !

ଭୁବନେଶ୍ୱର: କ୍ରୀଡ଼ା ଜଗତର ଜାତୀୟ ଦୃଶ୍ୟପଟ୍ଟରେ ଓଡ଼ିଆ ଖେଳାଳିଙ୍କ ଜିତାପଟ ୨୦୧୯ ବର୍ଷରେ ନିଶ୍ଚିତ ରୂପେ ସୃତିବହନ କରିବ । ବିଦାୟୀ ବର୍ଷରେ ଓଡ଼ିଶା କ୍ରିକେଟ ଆସୋସିଏସର ନୂତନ ସମ୍ପାଦକ ଭାବେ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ନିର୍ବାଚିତ ହୋଇଥିଲେ । ସେହିପରି…

ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା: ମାର୍କେଟିଂ ମ୍ୟାନେଜର ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଏସପ୍ଲାନେଡ଼ ମଲରେ ଶନିବାର ସନ୍ଧ୍ୟାରେ ମହିଳା ସାମ୍ବାଦିକା ଓ ତାଙ୍କ କ୍ୟାମେରମ୍ୟାନଙ୍କୁ ଆକ୍ରମଣ ଘଟଣାରେ କମିଶନରେଟ ପୋଲିସ ରବିବାର ଦିନ ମଲର ଜଣେ ମାର୍କେଟିଂ ମ୍ୟାନେଜର ସ୍ବାତୀ ଝା'ଙ୍କୁ ଗିରଫ କରିଛନ୍ତି । ଆସନ୍ତାକାଲି ତାଙ୍କୁ କୋର୍ଟକୁ ନିଆଯିବ ।…

ଶୀତର ପ୍ରଭାବ ବଢିବା ନେଇ ଏହି ୧୩ଟି ଜିଲ୍ଲାକୁ ଆଇଏମଡିର ସତର୍କ ସୂଚନା !

ଭୁବନେଶ୍ୱର: ଶୀତର ପ୍ରକୋପରେ ସାରା ଓଡିଶା ଥରୁଛି । ତେବେ ଶୀତର ପ୍ରଭାବ ଆହୁରି ବଢିବା ସହ କିଛି ସ୍ଥାନରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ( ଆଇଏମଡି) ରବିବାର ଦିନ ରାଜ୍ୟର ୧୩ ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି । ଆଇଏମଡିର ସନ୍ଧ୍ୟା…