Latest Odisha News

BREAKING NEWS

Browsing Category

ଫିଚର

‘ଦାଦା ସାହେବ ଫାଲକେ’ ସମ୍ମାନରେ ସମ୍ମାନିତ ହେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡ ଜଗତର ଦିବଙ୍ଗତ କଳାକାର ସୁପରଷ୍ଟାର ଅମିତାଭ ବଚ୍ଚନ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ 'ଦାଦା ସାହେବ ଫାଲକେ' ସମ୍ମାନରେ ସମ୍ମାନିତ ହୋଇଛନ୍ତି । #WATCH: Amitabh Bachchan says,"Jab iss puruskar ki ghoshna hui to mere mann mein ek sandeh utha. Ki…

ଟ୍ଵିନ ସିଟିରେ କିପରି ହୁଏ ଜିରୋ ନାଇଟ ସେଲିବ୍ରେସନ, ଜାଣନ୍ତୁ

ଭୁବନେଶ୍ୱର: ଆସୁଛି ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ ପାଇଁ ସବୁଠି ଉତ୍ସାହର ମାହୋଲ । ନୂଆ ସମ୍ଭାବନା, ନୂଆ ଉଦ୍ଦୀପନା ନେଇ ଆସିବ ନୂଆ ବର୍ଷ । ପୁଣୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ ପାଇଁ ସବୁଠି ଜୋରଦାର ପ୍ରସ୍ତୁତି । ନୂଆବର୍ଷର ପୂର୍ବରାତିରେ…

ବିଦାୟ ୨୦୧୯: ରାଜନୀତି ଚର୍ଚ୍ଚିତ ବୟାନବାଜି, ଶୀର୍ଷରେ ରହିଲେ ରାହୁଲ୍ !

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ବିଦାୟ ନେବାକୁ ଯାଉଛି ୨୦୧୯ । ଏହା ଲୋକଙ୍କ ମଧ୍ୟରେ ଛାଡିଯିବ ବିଭିନ୍ନପ୍ରକାରର ଛାପ । ଚଳିତ ୨୦୧୯ ମସିହାରେ ଘଟିଥିବା ଏଭଳି କିଛି ଘଟଣା ମଧ୍ୟରୁ ରାଜନେତାଙ୍କ ବିଭିନ୍ନ ବିବାଦୀୟ ବୟାନବାଜି ଅନ୍ୟତମ । ଯାହା ଜାତୀୟ ରାଜନୀତିରେ ବେଶ୍ ହଟ୍ଟଚମଟ ସୃଷ୍ଟି…

ନୂଆବର୍ଷ ଲାଗି ସଜେଇ ହେଉଛି ଶ୍ରୀମନ୍ଦିର

ପୁରୀ: ନୂଆବର୍ଷର ଆଗମନକୁ ଆଉ ଦିନ କେଇଟା ବାକି ରହିଥିବାବେଳେ ଏହାକୁ ନେଇ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଫୁଲରେ ସୁସଜ୍ଜିତ କରାଯାଉଛି । ପ୍ରାପ୍ତ ସୂଚନାନୁଯାୟୀ ଏଠାକୁ ଆସୁଥିôବା ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିବା ଲାଗି ସେଠାରେ ଥିବା ସେଡ୍…

ପୋଲିସ ୱାଚ ଟାୱାର ଉପରେ ଚଢ଼ି ଶ୍ରୀମନ୍ଦିର ଭିତର ଫଟୋ ଉଠାଇଲେ ୩ ବିଦେଶୀ ପର୍ଯ୍ୟଟକ !

ପୁରୀ: ଶ୍ରୀମନ୍ଦିରର ଉତ୍ତର-ପଶ୍ଚିମ ଦ୍ୱାରରେ ପୋଲିସଙ୍କ ପାଇଁ ଉଦିଷ୍ଟ ଥିବା ଏକ ୱାଚ ଟାୱାରରେ ଚଢି ୩ ଜଣ ବିଦେଶୀ ପର୍ଯ୍ୟଟକ ଫଟୋ ଉଠାଉଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୩ ବିଦେଶୀ ପର୍ଯ୍ୟଟକ ୱାଚ ଟାୱାର ଉପରୁ ଶ୍ରୀମନ୍ଦିରର କୋଇଲି ବୈକୁଣ୍ଠ ସମେତ ଫଟୋ ଉଠାଇବା…

ଝାଡଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ

ଋାଞ୍ଚି: ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ରବିବାର ଦିନ ଶପଥ ଗ୍ରହଣ କରିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। https://twitter.com/ANI/status/1211207684277452800?s=08 ଆଜି ରାଜ୍ୟପାଳ…

ଜାଣନ୍ତୁ, କିପରି କରିବେ ନିଜ ନୂଆବର୍ଷକୁ ଅବିସ୍ମରଣୀୟ ..

ଭୁବନେଶ୍ୱର: ରାତି ପାହିଲେ ନୂଆବର୍ଷ । ନୂଆବର୍ଷର ପ୍ରଥମ ଦିନକୁ ମନଭରି ଉପଭୋଗ ସହ ସ୍ୱତନ୍ତ୍ର କରିବା ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ନୂଆବର୍ଷ ପାଇଁ ଯୁବପୀଢ଼ିଙ୍କ ମଧ୍ୟରେ ପ୍ରଭାବ ଟିକିଏ ଅଧିକ ଦେଖିବାକୁ ମିଳିଥାଏ । ତେବେ ନୂଆବର୍ଷ ପାଇଁ ସହର ମାନଙ୍କରେ ପ୍ରସ୍ତୁତି…

ସୋସିଆଲ ମିଡ଼ିଆ ଫ୍ୟାନ ତାଲିକାର ଶୀର୍ଷରେ ରୋନାଲ୍ଡୋ, କ୍ରିକେଟରେ କୋହଲୀ !

ଭୁବନେଶ୍ୱର: ୨୦୧୯ରେ ଫୁଟବଲ ଷ୍ଟାର ପର୍ତିୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ସୋସିଆଲ ନେଟୱର୍କିଂ କ୍ରୀଡା ପ୍ରଶଂସକଙ୍କ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଏହି ତାଲିକାରେ ଭାରତର ବିରାଟ କୋହଲି ୫ମ ସ୍ଥାନରେ ରହିଥିବା ବେଳେ କ୍ରିକେଟରଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛନ୍ତି ।…

ଏସପ୍ଲାନେଡ୍ ମଲରେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ; ଗିରଫ ହେଲେ ୨ ସୁରକ୍ଷାକର୍ମୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏସପ୍ଲାନେଡ୍ ସପିଂ ମଲରେ ବେଆଇନ୍ ପାର୍କିଂ ଫି ଆଦାୟ କରାଯାଉଥିବା ନେଇ ଖବର ସଂଗ୍ରହ କରୁଥିବା ବେଳେ ଜଣେ ମହିଳା ସାମ୍ବାଦିକା ଓ କ୍ୟାମେରାମ୍ୟାନଙ୍କ ଉପରେ ଗତକାଲି ଆକ୍ରମଣ ହୋଇଥିଲା । ଏହି ଘଟଣାରେ ରବିବାର ଦିନ ସାମ୍ବାଦିକମାନେ ମଲ ସମ୍ମୁଖରେ ବିକ୍ଷୋଭ…

ଥରୁଛି ସାରା ଓଡିଶା; ବିଭିନ୍ନ ସ୍ଥାନରେ ତୁଷାରପାତ

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ପ୍ରଭାବିତ ହେଉଛି ଶୀତରଲହରୀ । ଅଧିକାଂଶ ସ୍ଥାନରେ ସୂର୍ଯ୍ୟାସ୍ତ ପରେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି । ପ୍ରାପ୍ତ ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ବର ସମେତ ୧୯ଟି ସହରର ତାପମାତ୍ରା ୧୫ଡ଼ିଗ୍ରୀ ତଳେ ରହିଛି। ସର୍ବନିମ୍ନ ତାପମାତ୍ରା ସୋନପୁରରେ ୩.୪…