Latest Odisha News

BREAKING NEWS

Browsing Category

ଫିଚର

‘ସିବିଏସଇ’ ଓ ‘ଆଇସିଏସଇ’ର ବାର୍ଷିକ ବୋର୍ଡ ପରୀକ୍ଷା ସୂଚୀ ଘୋଷିତ

ଭୁବନେଶ୍ୱର: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ଓ ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକେଣ୍ଡାରୀ ଏଜୁକେସନ (ଆଇସିଏସଇ) ଏହାର ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ନିମନ୍ତେ ତାରିଖ ଘୋଷଣା ହୋଇଛି । 'ସିବିଏସଇ'ର ଘୋଷଣା ଅନୁସାରେ ଆଗାମୀ ଫେବୃଆରୀ ୧୫ ତାରିଖରୁ ଉଭୟ…

ଶ୍ରୀଜୀଉଙ୍କ ବନକଲାଗି ନୀତି; ଆଜି ୪ ଘଣ୍ଟା ଯାଏଁ ବନ୍ଦ ରହିବ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅର୍ଥାତ ଶୀମୁଖ ସିଂହାର ନୀତି ଯୋଗୁଁ ୪ ଘଣ୍ଟା ଯାଏଁ ଦର୍ଶନ ବନ୍ଦ ରହିବ । ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ବିତୀୟ ଭୋଗ ମଣ୍ଡପ ନୀତି ଅନୁଷ୍ଠିତ ପରେ…

ଶ୍ରୀକ୍ଷେତ୍ରରେ ଶ୍ରୀରାଧା-ଶ୍ରୀକୃଷ୍ଣ; ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ସାକ୍ଷୀଗୋପାଳ !

ପୁରୀ: ଶ୍ରୀକୃଷ୍ଣ-ଶ୍ରୀରାଧାଙ୍କ ଅତ୍ୟନ୍ତ କମନୀୟ ମୂର୍ତ୍ତି ଶ୍ରୀମନ୍ଦିରରେ ପୂଜିତ ହେଉଛନ୍ତି । ଶ୍ରୀମନ୍ଦିରରେ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କୁ ଦେଶବିଦେଶରୁ ଆସିଥିବା ହଜାର ହଜାର ଶ୍ରୀକୃଷ୍ଣଭକ୍ତମାନେ ଦର୍ଶନ କରି ନିଜକୁ କୃତାର୍ଥ କରିଥାଆନ୍ତି । ଶ୍ରୀମନ୍ଦିରସ୍ଥ ପଶ୍ଚିମ ପାଶ୍ୱର୍ ଭିତର…

ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ଶ୍ରୀମନ୍ଦିରରେ ‘ପହିଲିଭୋଗ’ ନୀତି…

ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସକଳ ପ୍ରକାର ନୀତି, ପର୍ବ ପର୍ବାଣି,ଉତ୍ସବ ଇତ୍ୟାଦି ବର୍ଷ ର ବିଭିନ୍ନ ସମୟରେ ପାଳିତ ହେବା ସଂଗେ ସଂଗେ ଅନେକ ପ୍ରକାର ଭୋଗ ଦ୍ରବ୍ୟ ପ୍ରସ୍ତୁତ ହୋଇ ରତ୍ନସିଂହାସନ ରେ ଅଧିଷ୍ଠିତ ମହାପ୍ରଭୁଙ୍କୁ ସମର୍ପିତ ହୋଇଥାଏ।ପୌରାଣିକ ମତ ଅନୁଯାୟୀ ଭାରତ ର…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧୮-୧୨-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୧୮ ରିଖ ବୁଧବାର ଧନୁ ୦୩ଦିନ ପୌଷ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-:…

ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ପ୍ରାପ୍ତ ହେଲା ନୂଆ କୃଷିନୀତି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂଆ କୃଷିନୀତି (ସମୃଦ୍ଧି) ୨୦୧୯ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ରାଜ୍ୟ ଲୋକସେବା ଭବନରେ ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ-ବିପି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ: ୫,୫୦୦ ସ୍ଥାନକୁ ସଂପ୍ରସାରିତ ହେବ…

ମୁମ୍ବାଇ: ଏକ ନୂତନ ଭାରତୀୟ ଇନ୍ଧନ ଓ ଗମନାଗମନ ଯୌଥ ଉଦ୍ୟୋଗ ସ୍ଥାପନ କରିବା ଲାଗି ବିପି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏନେଇ ଗତ ଅକ୍ଟୋବର ମାସରେ ଦୁଇ କମ୍ପାନୀ ମଧ୍ୟରେ ପ୍ରାରମ୍ଭିକ ରାଜିନାମା ହୋଇଥିଲା ।…

ମୁମ୍ବାଇରେ ୧୦ ତାଲା କୋଠାରେ ଭୟାବହ ଅଗ୍ନିକାଣ୍ଡ; ଉଦ୍ଧାର କାର୍ଯ୍ୟ ଜାରି

ମୁମ୍ବାଇ: ମାୟାନଗରୀ ମୁମ୍ବାଇର ପୂର୍ବ ଘାଟକପର ଅଞ୍ଚଳରେ ଥିବା ଏକ ୧୦ ମହଲା ବିଶିଷ୍ଟ ଆବାସିକ କୋଠାରେ ମଙ୍ଗଳବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜାତୀୟ ଗଣମାଧ୍ୟମ ଏନଡିଟିଭିର ଏକ ରିପୋର୍ଟରେ ପ୍ରକାଶ । Mumbai: Fire breaks out on the 5th floor of a building in…

ପର୍ଯ୍ୟଟକଙ୍କ ଲାଗି ଖୁସି ଖବର; ଶିମିଳିପାଳ ଓ ସାତକୋଶିଆରେ ହେବ ଜଙ୍ଗଲ ସଫାରୀ !

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ଜଙ୍ଗଲ ସଫାରୀ ଆରମ୍ଭ ହେଉଥିବା ଓଡ଼ିଶା ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଏହି ସ୍ଥାନର ଗୁଡ଼ଗୁଡ଼ି ଓ ଦେବସ୍ଥଳୀ ମଧ୍ୟରେ ଥିବା ୨୫ କିଲୋମିଟର ବ୍ୟାପ୍ତ ଅଞ୍ଚଳରେ ଏହି ଜଙ୍ଗଲ ସଫାରୀ ନିର୍ମିତ…

ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ କରିବାକୁ ପଡିବ ଭେରୀଫିକେସନ, ସରକାର ଆଣୁଛନ୍ତି ନିୟମ !

ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ କରିବାକୁ ପଡିବ ଭେରୀଫିକେସନ, ସରକାର ଆଣୁଛନ୍ତି ନିୟମ | ଭୁବନେଶ୍ୱର: ସୋସିଆଲ ମିଡ଼ିଆ ଆପ୍ସ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଖବର, କୋଟି କୋଟି ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ ଏଥର କରିବାକୁ ପଡିବ ନିଜର ଭେରୀଫିକେସନ | ସରକାର ଏଥିପାଇଁ…