Latest Odisha News

BREAKING NEWS

Browsing Category

ଫିଚର

୬୯ ବର୍ଷରେ ପଦାର୍ପଣ କଲେ ସୁପରଷ୍ଟାର୍ ରଜନୀକାନ୍ତ

ଭୁବନେଶ୍ୱର : ତାମିଲ  ସୁପରଷ୍ଟାର୍ ରଜନୀକାନ୍ତ୧୯୫୦ ମସିହା ଡିସେମ୍ବର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଯିଏକି ଦକ୍ଷିଣ ଭାରତୀୟ ଦର୍ଶକଙ୍କ ଗହଣରେ ଭଗବାନ ରୂପେ ସ୍ଥାନ ପାଇଛନ୍ତି । ଏହି ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି- ଏକ ସାଧାରଣ ପରିବାରରେ ଜନ୍ମିତ ରଜନୀ କିଭଳି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୨-୧୨-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୧୨ ରିଖ ଗୁରୁବାର ବିଛା ୨୬ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଭୁକ୍ତ ପ୍ରତିପଦା ତିଥି ରୋହିଣୀ ନକ୍ଷତ୍ର…

ମୋବାଇଲ୍ ପରାମର୍ଶରେ ପ୍ରଚୁର ଦୁଗ୍ଧ ଉତ୍ପାଦନ କଲେ ଓଡିଶାର ଏହି ଗୋପାଳନ ଚାଷୀ, ଜାଣନ୍ତୁ

ଗଞ୍ଜାମ: ବର୍ତ୍ତମାନ ସମୟରେ ସବୁକିଛି ଡିଜିଟାଲ୍ ତଥା ହାଇଟେକ୍ ହେଉଥିବା ବେଳେ ସେଥିରେ ଚାଷବାସ ମଧ୍ୟ ସାମିଲ ହୋଇଗଲାଣି । ଏବେ କୃଷକ ତଥା ଚାଷୀମାନେ ମଧ୍ୟ ଇଣ୍ଟରନେଟ୍ ଏବଂ ମୋବାଇଲର ବ୍ୟବହାର କରି ଶିକ୍ଷିତ ହେବାସହ ବିଭିନ୍ନ ପରାମର୍ଶକୁ ଚାଷବାସ କାର୍ଯ୍ୟରେ ଉପଯୋଗ କରି ଅଧିକ ରୋଜଗାର ମଧ୍ୟ…

ଆସନ୍ତା ବର୍ଷଠାରୁ ୩୬ଟି ନୂଆ ଆଦର୍ଶ ମଡେ଼ଲ୍ ସ୍କୁଲ ଖୋଲାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଶିକ୍ଷାବର୍ଷଠାରୁ ରାଜ୍ୟରେ ୩୬ଟି ନୂଆ ଆଦର୍ଶ ମଡେ଼ଲ୍ ବିଦ୍ୟାଳୟ ଖୋଲାଯିବା ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଘୋଷଣା କରିଛନ୍ତି । Hon'ble CM addressed the Orientation Programme for Principals…

୬୭ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ଜିତିଲା ଟି-୨୦ ଶୃଙ୍ଖଳା

ମୁମ୍ବାଇ: ୱାଙ୍ଖେଡେ଼ ଷ୍ଟାଡ଼ିୟମଠାରେ ଅନୁÂିତ ହୋଇଥିବା ଚୂଡ଼ାନ୍ତ ଟି-୨୦ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୬୭ ରନରେ ପରାସ୍ତ କରି ବୃହତ ବିଜୟ ହାସଲ କରିପାରିଛି । ଭାରତ ଏହି ବିଜୟ ସହିତ ଶୃଙ୍ଖଳାକୁ ୨-୧ରେ ହାତେଇବାରେ ସକ୍ଷମ ହୋଇଛି । India win by 67 runs! Kieron Pollard's…

ରାଜ୍ୟସଭାରେ ଗୃହୀତ ହେଲା ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲ୍‌-୨୦୧୯ ବୁଧବାର ଦିନ ରାଜ୍ୟସଭାରେ ଗୃହୀତ ହୋଇଛି । ଏହା ସପକ୍ଷରେ ୧୨୫ଟି ଭୋଟ ମିଳିଥିବା ବେଳେ ବିପକ୍ଷରେ ୧୦୫ଟି ଭୋଟ ମିଳିଛି । ବର୍ତ୍ତମାନ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହୋଇଯିବ। ପୂର୍ବରୁ ଏହି ବିଲ୍‌ଟି ଲୋକସଭାରେ…

ଗାନ୍ଧୀଙ୍କ ଚର୍ଚ୍ଚାରେ ମୁଖରିତ ହେଲା ‘ଅକ୍ଷର’ର ଷଷ୍ଠ ସନ୍ଧ୍ୟା…

ଭୁବନେଶ୍ୱର: ଅକ୍ଷରର ଷଷ୍ଠ ସନ୍ଧ୍ୟାରେ ଗାନ୍ଧୀଙ୍କୁ ନେଇ ଆଲୋଚନା ହୋଇଯାଇଛି । ରାମାୟଣ ଓ ଗୀତା ସମେତ କେତେକ ମହାଗ୍ରନ୍ଥ ଏବଂ ଉଲ୍ଲେଖଯୋଗ୍ୟ ଆଖ୍ୟାନରେ ଗାନ୍ଧିଜୀ ପ୍ରଭାବିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଆଉ କେତୋଟି ମୂଲ୍ୟବାନ ପୁସ୍ତକ ଅଧ୍ୟୟନ କରି ସେ ନିଜର ଜୀବନ ନିର୍ମାଣ କରିଥିଲେ ।…

ପୁରୀର ଐଶାନେଶ୍ୱର ମହାଦେବ: ଯିଏକି ଶ୍ରୀଜଗନ୍ନାଥଙ୍କ ଗୁରୁ ରୂପେ ପାଆନ୍ତି ପୂଜା !

ପୁରୀ: ସାରା ବିଶ୍ୱକୁ ଚଳାଉଥିବା ଶ୍ରୀଜଗନ୍ନାଥଙ୍କର ମଧ୍ୟ ଗୁରୁ ଅଛନ୍ତି । ପୁରୀ ଶ୍ରୀମନ୍ଦିରରେ ସାଧାରଣ ମଣିଷ ପରି ଜଗନ୍ନାଥଙ୍କର ମଧ୍ୟ ସମସ୍ତ କାର୍ଯ୍ୟ କରା ଯାଇଥାଏ । ସେ ଶୁଅନ୍ତି, ଉଠନ୍ତି, ଦାନ ଘଷନ୍ତି, ବେଶ ଭୂଷା ହୁଅନ୍ତି, ଭୋଗ ଖାଆନ୍ତି, ଜ୍ୱରରେ ପଡନ୍ତି, ଶ୍ରାଦ୍ଧ କରନ୍ତି ଓ…

କ୍ୟାବିନେଟ ବୈଠକ: ତିନି ସରକାରୀ ବୀମା କମ୍ପାନୀ ହୋଇପାରେ ବିଲୟ !

ଭୁବନେଶ୍ୱର: ଦେଶର ତିନି ପ୍ରମୁଖ ସରକାରୀ ବୀମା କମ୍ପାନୀ ଯଥା- ଓରିଏଣ୍ଟାଲ ଇଂନସୁରାନ୍ସ, ନେସନାଲ ଇଂନସୁରାନ୍ସ ଓ ୟୁନାଇଟେଡ଼ ଇଂନସୁରାନ୍ସ କୁ କେନ୍ଦ୍ର ସରକାର ବିଲୟ କରିପାରନ୍ତି | ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ସପ୍ତାହରେ ଆୟୋଜିତ ବୈଠକରେ…

ନାଗରିକତା ସଂଶୋଧନ ବିଲ୍ ୨୦୧୯: ଚର୍ଚ୍ଚିତ ନେହରୁ-ଲିୟାକତ୍ ସମଝୌତା

ଭୁବନେଶ୍ୱର: ଭାରତ ଓ ପାକିସ୍ତାନ ମଧ୍ୟରେ ୬ ଦିନ ଧରି ଘମାଘୋଟ ଆଲୋଚନା ପରେ ୮ ଏପ୍ରିଲ ୧୯୫୦ ମସିହାରେ ଦିଲ୍ଲୀରେ ଏକ ରାଜିନାମା ସ୍ୱାକ୍ଷର ହୋଇଥିଲା, ଯାହା ନେହରୁ-ଲିୟାକତ୍ ସମଝୌତା ନାମରେ ପରିଚିତ । ଦୁଇ ଦେଶରେ ଅବସ୍ଥାନ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାରକୁ ନେଇ ଏହି ରାଜିନାମା…