Latest Odisha News

BREAKING NEWS

Browsing Category

ଫିଚର

ନିଜକୁ ସୁରକ୍ଷିତ କର ଆର ମ୍ୟାଚ ପାଇଁ, ଏବେ ବନିଛି ଅଲିଖିତ ଷ୍ଟ୍ରାଟେଜି

ସଂବିତ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ ପ୍ରତି ରବିବାର: ‘ଗୁଗଲୀ’ ଆଉ ଦିନ କେଇଟା ପରେ ରଣଜୀ ସିଜିନ ଆରମ୍ଭ ହୋଇଯିବ । ଠିକ୍‍ କହିଲେ ସୋମବାରଠାରୁ ଦେଶର ବିଭିନ୍ନ ଷ୍ଟାଡ଼ିୟମରେ ୨୦୧୯-୨୦ ସିଜିନର ପ୍ରଥମ ରଣଜୀ ମ୍ୟାଚ ଖେଳାଯିବା ଆରମ୍ଭ ହେବ । ଅତୀତ ବର୍ଷର ଧାରା ଲଗାଯାଇଥିଲେ ଏତେବେଳକୁ ଗ୍ରୁପ୍…

ମୋକ୍ଷଦା ଏକାଦଶୀର ମହତ୍ତ୍ୱ…

ମାର୍ଗଶୀର ମାସ ଶୁକ୍ଲପକ୍ଷ ଏକାଦଶୀ ତିଥିକୁ ମୋକ୍ଷଦା ଏକାଦଶୀ ବୋଲି କୁହାଯାଏ । ଏହାର ଅନ୍ୟ ନାମ ବି ରହିଛି । ମାନସ ରୋଗ ନିବାରଣ ଏକାଦଶୀ, ମୋକ୍ଷଦାୟିନୀ ଏକାଦଶୀ, ମୋହନାସକ, ଶୁଦ୍ଧ ଏକାଦଶୀ, ଆଦି ନାମରେ ସମସ୍ତେ ଜାଣିଛନ୍ତି । ମୋକ୍ଷଦା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା…

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ଉଚ୍ଚାରଣ କରନ୍ତୁ ଏହି ମନ୍ତ୍ର, ମିଳିବ ନିଶ୍ଚିତ ସଫଳତା…

ହିନ୍ଦୁ ଧର୍ମ ଅନୁସାରେ ପଞ୍ଚ ଦେବତା ମଧ୍ୟରେ ସୂର‌୍ୟ୍ୟଦେବଙ୍କୁ ପ୍ରଥମ ସ୍ଥାନ ଦିଆଯାଇଛି । କାରଣ ସୂର‌୍ୟ୍ୟ ଦେବତା ସମଗ୍ର ପୃଥିବୀରେ ସାକ୍ଷାତ ଦେବତା ରୂପରେ ଦର୍ଶନ ଦେଇଥାନ୍ତି । ଅର୍ଥାତ ଜୀବନଯାପନ କରିବା ପାଈଁ ସୂର‌୍ୟ୍ୟଦେବତା ଆବଶ୍ୟକ ଅଟନ୍ତି । ସେ ହେଉଛନ୍ତି ସକଳ ଶକ୍ତିର ଆଧାର । ଯଦି…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୮-୧୨-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ୦୮ ରିଖ ରବିବାର ବିଛା ୨୨ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଏକାଦଶୀ ଭୁକ୍ତ ଦ୍ବାଦଶୀ ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର…

ରାଜ୍ୟର ୬ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ମୋ ସରକାର ଟିମର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ରିପୋର୍ଟ ସହ ରୋଗୀ ଓ ଡାକ୍ତରମାନଙ୍କ ମତାମତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ବିକାଶ ପାଇଁ ଶନିବାର ଦିନ ସହାୟତା ଘୋଷଣା…

ପୋଲିସ ମୁଖ୍ୟାଳୟ ଓ ବାରବାଟୀ ପରିଦର୍ଶନ କଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ଏବଂ ବାରବାଟି ଷ୍ଟାଡିୟମ୍‌ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ସରକାରୀ ଗସ୍ତରେ ଯାଇ ପୋଲିସ ମୁଖ୍ୟାଳୟ ପରିଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ…

ଉନ୍ନାଓ ଦୁଷ୍କର୍ମ ମାମଲା: ପୀଡିତାଙ୍କ ପରିବାରକୁ ଘର ଓ ୨୫ ଲକ୍ଷ ସହାୟତା ରାଶି ଘୋଷଣା କଲେ ଯୋଗୀ ଆଦିତ୍ୟନାଥ

ଉନ୍ନାଓ: ଉତ୍ତର ପ୍ରଦେଶର ଉନ୍ନାଓ ଠାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଶେଷରେ ଶନିବାର ଦିନ ଆଖି ବୁଜିଛନ୍ତି। ଗତ ଗୁରୁବାର ଦିନ ତାଙ୍କୁ ଅପରାଧୀ ମାନେ ଜିଅନ୍ତା ଜାଳି ଜୀବନରୁ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ତେବେ ଦିଲ୍ଲୀର ସଫଦରଞ୍ଜଗ ହସ୍ପିଟାଲରେ ଚିକିତ୍ସାଧୀନ…

ଜାଣନ୍ତୁ ଦେଶର ୧୦ ପ୍ରମୁଖ ଏନକାଉଣ୍ଟର୍ ସ୍ପେଶାଲିଷ୍ଟଙ୍କୁ; ଜଣଙ୍କ ନାମରେ ରହିଛି ୧୦୪ଟି ଗୁଳିଚାଳନା !

ଭୁବନେଶ୍ୱର: ହାଇଦ୍ରାବାଦ ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ସ୍ଥାନୀୟ ପୋଲିସ ଏନକାଉଁଟର କରିଛି । ଏଥିନେଇ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ରହିଥିଲେ ମଧ୍ୟ ଅଧିକାଂଶ ଏହା ସପକ୍ଷରେ ରହିଛନ୍ତି । ଭାରତରେ ଅନେକ ଏନେକ ପୋଲିସ ଏନକାଉଣ୍ଟର୍ ସ୍ପେଶାଲିଷ୍ଟ ଥିଲେ ମଧ୍ୟ ସେମାନଙ୍କ…

କେନ୍ଦ୍ରାପଡାରେ ଅଟୋ ଓଲଟି ୨ୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧିନସ୍ଥ ଗାରା ଛକ ନିକଟରେ ଶନିବାର ସକାଳେ ଏକ ଅଟୋ ରିକ୍ସା ଓଲଟି ଯିବାରୁ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ୪ ଜଣ ଛାତ୍ର ଓ ଜଣେ ଶିକ୍ଷୟତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।…

ପୁରାଣରେ ମା’ ଦକ୍ଷିଣକାଳୀ ଏବଂ ଶ୍ରୀଜଗନ୍ନାଥଙ୍କୁ ‘ଏକ’ ବୋଲି କୁହାଯାଇଛି, ଜାଣନ୍ତୁ କାହିଁକି

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ମା’ଦକ୍ଷିଣ କାଳୀ ମନ୍ଦିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ । ସିଂହଦ୍ୱାରଠାରୁ ଶ୍ୱେତଗଙ୍ଗା ଆଡକୁ ଯିବା ବାଟରେ ଏହା ବାମ ଦିଗରେ ପଡିଥାଏ । ଏହି ମନ୍ଦିରର ସମ୍ମୁଖ ଦ୍ୱାର ପୂର୍ବ ଦିଗକୁ ପ୍ରସାରିତ । ଠାକୁରାଣୀଙ୍କ ପାଖରେ ପହଂଚିବାକୁ ହେଲେ ୧୬ଟି ପାହଚ…