Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା୦୭-୧୨-୨୦୧୯ ଶନିବାର *-ଜ୍ଯୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା୦୭ ରିଖ ଶନିବାର ବିଛା ୨୧ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଦଶମୀ ଭୁକ୍ତ ଏକାଦଶୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ବୃଷ ସିଂହ କନ୍ୟା…

ଏଟିଏମ ବ୍ୟବହାର ସୁରକ୍ଷିତ କରିବା ପାଇଁ ଆରବିଆଇ ଆଣିଲା ନୂଆ ଗାଇଡ଼ଲାଇନ୍ସ…

ଭୁବନେଶ୍ୱର: ଦେଶରେ ବଢିଥିବା ଏଟିଏମ ବ୍ୟବହାର ଠକେଇ ଦିନକୁ ଦିନ ବଢିଚାଲିଛି | ଏଭଳି ସମସ୍ୟା କୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ) ଏଟିଏମ ବ୍ୟବହାର ସୁରକ୍ଷିତ କରିବା ପାଇଁ ନୂଆ ପଦକ୍ଷେପ ନେଇଛି | ନିଜର ଦୁଇମାସିକ ଷ୍ଟେଟମେଂଟ ଅନ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଟରୀ ପଲିସ ରେ…

କପ୍ତାନ କୋହଲୀଙ୍କ ବିସ୍ଫୋରକ ବ୍ୟାଟିଂ; ଭାରତ ୬ ୱିକେଟରେ ଜିତିଲା ପ୍ରଥମ ଟି-୨୦

ହାଇଦ୍ରାବାଦ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲୀଙ୍କ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ୬ ଓିକେଟରେ ପରାସ୍ତ କରିଛି । ଭାରତ ଏହି ଟି-୨୦ ମ୍ୟାଚ ଜିତି ୧-୦ ରେ ଅଗ୍ରଣୀ ହାସଲ କରିଛି । India win! Another wonderfully paced run-chase led by…

ଓଡ଼ିଶାର କେଉଁ ସ୍ଥାନରେ ହେବ ଆଉ ୩ଟି ନୂଆ ଏୟାରପୋର୍ଟ; ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଉଡ଼ାନ ଯୋଜନାରେ ରାଜ୍ୟରେ ଆଉ ୩ଟି ସ୍ଥାନରେ ନୂଆ ବିମାନ ବନ୍ଦର ପ୍ରତିଷ୍ଠା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏସମ୍ପର୍କରେ ନୂଆଦିଲ୍ଲୀଠାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ…

ହାଇଦ୍ରାବାଦ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଉପଯୁକ୍ତ ଦଣ୍ଡ ମିଳିଛି: ପ୍ରତାପ ଜେନା

ଭୁବନେଶ୍ୱର: ତେଲେଙ୍ଗାନାରେ ଜଣେ ୨୭ ବର୍ଷୀୟ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାରେ ସମସ୍ତ ୪ ଜଣ ଅଭିଯୁକ୍ତଙ୍କର ପୋଲିସର ଏନକାଉଣ୍ଟରରେ ମୃତ୍ୟୁ ଘଟିଛି । ଏହି ଘଟଣାରେ ଚାରିଆଡୁ ହାଇଦ୍ରାବାଦ ପୋଲିସକୁ ପ୍ରଶଂସା କରାଯାଉଥିବା ବେଳେ ଓଡିଶାର ଆଇନ ମନ୍ତ୍ରୀ ପ୍ରତାପ…

ସରକାରଙ୍କ ଠାରୁ ସାହାଯ୍ୟ ନ’ମିଳିଲେ ବନ୍ଦ ହୋଇଯିବ ଭୋଡାଫୋନ-ଆଇଡିଆ: କେ ଏମ ବିର୍ଲା

ଭୁବନେଶ୍ୱର: ଜାତୀୟଗଣମଧ୍ୟମ ସୂଚନାଅନୁସାରେ ଆଦିତ୍ୟ ବିର୍ଲା ଗୃପର ଚେୟାରମ୍ୟାନ କୁମାର ମଙ୍ଗଲମ ବିର୍ଲା କହିଲେ ଯେ ଯଦି ସରକାରଙ୍କ ତରଫରୁ ସାହାଯ୍ୟ ନମିଳେ ତାହାଲେ ଭୋଡାଫୋନ-ଆଇଡିଆ ବନ୍ଦ ହୋଇଯିବ | ବିର୍ଲା ଶୁକ୍ରବାର ଦିନ ନିଜ ବକ୍ତ୍ୟବ ରେ ଏକଥା କହିଛନ୍ତି | ସେ କହିଲେ ଯେ କମ୍ପାନୀ…

ଝାଡ଼ଖଣ୍ଡ ନିର୍ବାଚନ: ୨ୟ ପର୍ଯ୍ୟାୟ ନିର୍ବାଚନରେ ୨୬୦ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଅନୁଷ୍ଠିତ ହେଉଥିବା ୫ଟି ପର୍ଯ୍ୟାୟ ମତଦାନ ମଧ୍ୟରୁ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆସନ୍ତାକାଲି ଅର୍ଥାତ୍ ଡ଼ିସେମ୍ବର ୭ ତାରିଖରେ ୨୦ଟି ଆସନରେ ଅନୁଷ୍ଠିତ ହେବାକୁ ଯାଉଛି ୨ୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟ ଲାଗି ଗତକାଲିଠାରୁ…

ଶ୍ରୀଜଗନ୍ନାଥଙ୍କୁ ଛୁଇଁ ଅପବିତ୍ର କରିବାକୁ ଚେଷ୍ଟା କରିଥିଲେ ଏହି ମୋଗଲ ଶାସକ, ଜାଣନ୍ତୁ ସେ କିଏ?

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ମହିମା ବିଷୟରେ ଆଲୋଚନା କଲେ ତାହା ସମାପ୍ତ ହେବ ନାହିଁ । ପ୍ରତ୍ୟେକ ଭକ୍ତ ବ୍ୟକ୍ତଗତ ଭାବେ ତାଙ୍କ ମହିମା ସହ ଜଡିତ । ତେବେ ମୋଗଲମାନଙ୍କ ବାରମ୍ବାର ଆକ୍ରମଣ ଏବଂ ଶ୍ରୀଜଗନ୍ନାଥଙ୍କୁ ଅପବିତ୍ର କରିବା ଷଡଯନ୍ତ୍ରକୁ କିପରି ନିଜେ ଠାକୁର ରୋକିଥିଲେ ତାହା…

ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ୨୦୧୯-୨୦ ବର୍ଷ ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୦ ଜଣ ଯୁକ୍ତ ଦୁଇର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ବଣ୍ଟନ କରିବା ସହ ସେମାନଙ୍କର…

ବ୍ୟବସାୟ ଜଗତରେ ପ୍ରବେଶ କଲେ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଧାବକ ଦୂତୀ ଚାନ୍ଦ ଆଥଲେଟିକ୍ ଟ୍ରାକରେ ଧମାଲ୍ କରିବା ପରେ ଏବେ ବ୍ୟବସାୟ ଜଗତରେ ପାଦ ଥାପିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ‘ଡିଟି ଡିଲାଇଟ୍ସି’ ନାମକ ୨ଟି ହୋଟେଲ୍ ଖୋଲିଛନ୍ତି ରାଜଧାନୀ ଭୁବନେଶ୍ୱରରେ ଦୂତି । ଗୋଟିଏ ହୋଟେଲ୍ ଶୈଳଶ୍ରୀ…