Latest Odisha News

BREAKING NEWS

Browsing Category

ଫିଚର

ନଭେମ୍ବର ୨୪ ଭିତରେ ୮.୯ ଲକ୍ଷ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇଁ କରିଛନ୍ତି ଆବେଦନ: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ସେପ୍ଟେମ୍ବର ୧ରୁ ନଭେମ୍ବର ୨୪ ତାରିଖ ଯାଏଁ ପ୍ରାୟ ୮,୮୯,୦୯୩ ଲକ୍ଷ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ନେଇ ଗୁରୁବାର ଦିନ ରାଜ୍ୟ ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି । ଏକ ଲିଖିତ ଉତ୍ତରରେ ମନ୍ତ୍ରୀ…

ନିର୍ଦ୍ଧାରିତ ଅବଧି ପୂର୍ବରୁ ସ୍ଥଗିତ ହୋଇପାରେ ବିଧାନସଭା ଶୀତକାଳୀନ ଅଧିବେଶନ !

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ଅବଧି ପୂର୍ବରୁ ଗୁରୁବାର କିମ୍ବା ଶୁକ୍ରବାର ଦିନ ସ୍ଥଗିତ ରହିପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଚଳିତ ଶୀତକାଳୀନ ଅଧିବେଶନ ନଭେମ୍ବର ୧୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ଡ଼ିସେମ୍ବର ୧୯ ତାରିଖରେ ଶେଷ…

ଆରଟିଓ ଅଫିସରେ ପ୍ରବଳ ଭିଡ; ଦସ୍ତାବିଜ୍ ସଂଗ୍ରହ ନେଇ ବଢିପାରେ ଡେଡଲାଇନ୍

ଭୁବନେଶ୍ୱର: ଗାଡି ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ହାସଲ ଲାଗି ରାଜ୍ୟବ୍ୟାପୀ ଆରଟିଓ ଅଫିସ୍ ଗୁଡିକରେ ପ୍ରବଳ ଭିଡ ପରିଲିଖିତ ହେଉଥିବା ବେଳେ ଏହାର ସମୟସୀମା ଅଧିକ ବୃଦ୍ଧି କରିପାରନ୍ତି ଓଡିଶା ସରକାର । ଆସନ୍ତା ନଭେମ୍ବର ୩୦ ତାରିଖରେ ଏହା ଡେଡଲାଇନ୍ ସମାପ୍ତ ହେଉଛି । ଯାହାଫଳରେ ନୂଆ ମୋଟର…

ସାଂସଦ ପ୍ରଜ୍ଞା ଠାକୁରଙ୍କୁ ପାର୍ଲାମେଣ୍ଟ୍‌ର ପ୍ରତିରକ୍ଷା ପାନେଲରୁ ବାଦ୍ ଦେଲା ବିଜେପି

ନୂଆଦିଲ୍ଲୀ: ଭୋପାଳ ଲୋକସଭା ସାଂସଦ ତଥା ବିଜେପି ନେତ୍ରୀ ସ୍ୱାଧି ପ୍ରଜ୍ଞା ଠାକୁରଙ୍କୁ ସଂସଦୀୟ ପ୍ରତିରକ୍ଷା ପାନେଲରୁ ବାଦ୍ ଦେଇଛି ବିଜେପି । ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟିମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ,ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ସମୟରେ ବୁଧବାର ଦିନ ମହାତ୍ମା…

ପ୍ରେମିକାକୁ ବିବାହ କରିଥିବା ଦାବି କରି ଧାରଣାରେ ବସି ରହିଲେ ପ୍ରେମିକ !

ଭୁବନେଶ୍ୱର: ଜଣେ ଯୁବକ ନିଜ ପ୍ରେମିକାଙ୍କ ଘର ଆଗରେ ଧାରଣା ଦେବା ସହ ସମ୍ପୃକ୍ତ ଯୁବତୀ ତାଙ୍କ ପତ୍ନୀ ଓ ଉଭୟ ବିବାହ କରିଥିବା ନେଇ ଦାବି କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାଖାପାଖି ୬…

ବିକାଶ ଦର କମିଛି, କିନ୍ତୁ ଆର୍ଥିକ ମାନ୍ଦାବସ୍ଥା ନାହିଁ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦେଶରେ ଆର୍ଥିକ ଅବସ୍ଥା ଉପରେ ନିଜର ବକ୍ତବ୍ୟ ରଖିଛନ୍ତି |ରାଜ୍ୟସଭା ରେ ବୁଧବାର ଦିନ ନିଜର ବକ୍ତବ୍ୟ ରଖି କହିଥିଲେ ଯେ, ଦେଶରେ ଆର୍ଥିକ ବିକାଶ ଦର କମିଛି, ହେଲେ ମାନ୍ଦା ଅବସ୍ଥା ନାହିଁ | "ଯଦି ଅର୍ଥବ୍ୟବସ୍ଥାକୁ ଠିକ ଢଙ୍ଗରେ…

ଟ୍ୱିନସିଟିରେ ୨ ଦିନ ଲାଗି କେଉଁ ସବୁ ଅଞ୍ଚଳରେ ବିଦ୍ୟୁତକାଟ ହେବ ଜାଣନ୍ତୁ…

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଗୁରୁବାର ଓ ଶୁକ୍ରବାର (ନଭେମ୍ବର ୨୮ ଓ ୨୯) ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ…

ମହାରାଷ୍ଟ୍ରରେ ସରକାର ଗଢିବେ ଉଦ୍ଧବ; ଶପଥ ଗ୍ରହଣ ଉତ୍ସବରେ ଏହି ନେତାଙ୍କୁ କଲେ ଆମନ୍ତ୍ରଣ

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହିତ ମହାରାଷ୍ଟ ରାଜନୀତିର ମହାସଙ୍କଟର ପରିସମାପ୍ତି ଘଟିଛି । ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଗୁରୁବାର ଦିନ ମୁମ୍ବାଇର ଶିବାଜୀ ପାର୍କଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ…

ଗଞ୍ଜାମରେ ୨ୟ ଦିନ ଲାଗି ଗଡୁନି ଘରୋଇ ବସ୍, ଯାତ୍ରୀ ହନ୍ତସନ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଘରୋଇ ବସ୍ ଗୁଡିକର ଆନ୍ଦୋଳନ ଦ୍ୱିତୀୟ ଦିନ ବି ଜାରି ରହିଛି । ଫଳରେ ବସ୍ ଚଳାଚଳ ନ କରିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ପ୍ରାପ୍ତସୂଚନାନୁଯାୟୀ ବ୍ରହ୍ମପୁର ସ୍ଥିତ ହଳଦିଆପଦର ବସ୍ ଟର୍ମିନାଲରୁ ବସ୍ ଚଳାଚଳକୁ ବିରୋଧ କରି ଘରୋଇ ବସ୍ ମାଲିକ…

ଅପରାଧୀ

ମନେମନେ କିଛି ଗୋଟିଏ କଥା ଭାବି ଯାଉଥାନ୍ତି ଜଷ୍ଟିସ୍ ସେନାପତି। ଦୀର୍ଘ ୨୫ବର୍ଷର ଚାକିରି କାଳରେ ସେ କେବେ ଏତେ ବିଚଳିତ ହୋଇ ନଥିଲେ। ଆଜି ତାଙ୍କ ମନ ଆଉ ବିବେକ ମଧ୍ୟରେ ଭୀଷଣ ଦ୍ୱନ୍ଦ୍ୱଯୁଦ୍ଧ! ଅନ୍ୟମନସ୍କ ଭାବରେ ନିଜକୁ ନିଜେ ଉତ୍ତର ଦେବାକୁ ଚେଷ୍ଟା କରୁଥାନ୍ତି। "ଦୋଷୀ ଦଣ୍ତ ନପାଉ ସେ…