Latest Odisha News

BREAKING NEWS

Browsing Category

ଫିଚର

ମହାରାଷ୍ଟ୍ରକୁ ନେଇ ଲୋକସଭାରେ ପ୍ରବଳ ହଟ୍ଟଗୋଳ; ଗଣତନ୍ତ୍ରର ହତ୍ୟା ବୋଲି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମହାସଙ୍କଟ ଦେଇ ଗତି କରୁଛି ଏବେ ମହାରାଷ୍ଟ୍ରର ରାଜନୀତି । ମହାରାଷ୍ଟ୍ର ବିଧାନସଭା ଏବଂ ରାଜଭବନ ଅତିକ୍ରମ କରିବା ପରେ ସକାଳେ ସୁପ୍ରିମକୋର୍ଟରେ ଦେବେନ୍ଦ୍ର ଫଡ଼ନାଭିସଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ନେଇ ଶୁଣାଣି ଚାଲିଥିଲା । ତେବେ ଏହି ରାଜନୈତିକ ଉଷ୍ମତାର ଗରମାଗରମ…

ଗତ ୬ ମାସରେ ରାଜ୍ୟରେ ୬୦୪ ଜଣ ନାବାଳିକା ଦୁଷ୍କର୍ମର ଶୀକାର

ଭୁବନେଶ୍ୱର: ଚଳିତ ବର୍ଷ ଆରମ୍ଭରୁ ୬ମାସ (ଜୁନ୍) ମଧ୍ୟରେ ଓଡିଶାରେ ନାବାଳିକା ଦୁଷ୍କର୍ମର ପ୍ରାୟ ୬୦୪ଟି ମାମଲା ରୁଜୁ ହୋଇଥିବା ନେଇ ସୋମବାର ଦିନ ବିଧାନସଭାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ବିଜେଡି ସଦସ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଏକ…

ଶ୍ରୀମନ୍ଦିରରେ ଦେବ ଦୀପାବଳିର ପ୍ରଥମ ଦିନ: ଆଜି ପିଣ୍ଡ ପାଇବେ ରାଜା ଇନ୍ଦ୍ରଦ୍ୟୁମ୍ନ

ପୁରୀ: ଆଜିଠାରୁ ଆଗାମୀ ତିନିଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପାଳନ ହେବ ଆଲୋକର ଉତ୍ସବ। ଏହାକୁ ଦେବ ଦୀପାବଳି ବୋଲି କୁହାଯାଏ । ଏହି ଉତ୍ସବ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ପାଳନ କରାଯାଏ । ପରମ୍ପରା ଅନୁସାରେ ଏହିଦିନ ତିନି ଦିଅଁଙ୍କର ଶ୍ରାଦ୍ଧ ବେଶ ହୋଇଥାଏ । ତିନିଠାକୁର…

ମହାରାଷ୍ଟ୍ର ରାଜନୀତିରେ ମହାସଙ୍କଟ: ଆସନ୍ତାକାଲି ସୁପ୍ରିମକୋର୍ଟ ଦେବେ ଚୂଡ଼ାନ୍ତ ରାୟ

ନୂଆଦିଲ୍ଲୀ: ସୋମବାର ସକାଳ ୧୦ଟା ୩୦କୁ ସମସ୍ତେ ଅପେକ୍ଷା କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ତାଙ୍କର ରାୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି । ଅର୍ଥାତ ମଙ୍ଗଳବାର ଦିନ ୧୦ଟା ୩୦ ସମୟରେ ମହାରାଷ୍ଟ୍ର ବିଧାନସଭାର ସଂରକ୍ଷିତ ଶୁଣାଣି ତାଙ୍କର ଚୂଡ଼ାନ୍ତ ରାୟରେ ପ୍ରକାଶିତ କରିବେ ।…

ସୋସିଆଲ୍ ମିଡିଆରେ ପୁଣି ଭାଇରାଲ ହେଲା ଆନନ୍ଦ ବଜାର ଭିତର ଫଟୋ

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରର ଆନନ୍ଦ ବଜାରର ଏକ ଫଟୋ ସୋମବାର ଦିନ ପୁଣିଥରେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ପିଣ୍ଟୁ ମହାପାତ୍ର ନାମକ ଜଣେ ଯୁବକ ନିଜ ଫେସବୁକ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଛନ୍ତି। ଉକ୍ତ ଫଟୋରେ ଆନନ୍ଦ ବଜାରରେ ମହାପ୍ରସାଦ ସହ ସେଲଫି…

ବୌଦ୍ଧିକତାର ମୂଲ ଦେଉଛି ଜେ.ଏନ୍.ୟୁ.

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ବୌଦ୍ଧିକତାର ମୂଲ ଦେଉଛି ଜେ.ଏନ୍.ୟୁ. ବିଚିତ୍ର ବିଶ୍ୱାଳ ଆଜି ଜେ.ଏନ୍.ୟୁ.ର ଛାତ୍ର ଆନ୍ଦୋଳନ ପରିପ୍ରେକ୍ଷୀରେ ଯାହା ବି ହେଉଛି, ଯେପରି ଭାବେ ସରକାର ପୋଲିସ୍ ଲଗେଇ ଛାତ୍ର ମାନଙ୍କୁ ରକ୍ତାକ୍ତ କରି ଆନ୍ଦୋଳନକୁ ଦମନ କରିବାକୁ…

‘ସାରଳା ସମ୍ମାନ’ ଲାଗି ମନୋନୀତ ହେଲେ ପ୍ରତିଭା ରାୟ

କଟକ: ପ୍ରସିଦ୍ଧ ଓଡିଆ ଲେଖିକା ପଦ୍ମଶ୍ରୀ ପ୍ରତିଭା ରାୟ ମର୍ଯ୍ୟାଦାଜନକ ‘ସାରଳା ସମ୍ମାନ’ ୨୦୧୮ ଲାଗି ମନୋନୀତ ହୋଇଛନ୍ତି । ସୂଚନାନୁଯାୟୀ ଆସନ୍ତା ଡିସେମ୍ବର ୮ ତାରିଖରେ ସାରଳା ଭବନରେ ଆୟୋଜିତ ସାରଳା ସାହିତ୍ୟ ସଂସଦର ୩୮ତମ ବାର୍ଷିକ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।…

ଫିଲ୍ମ ଷ୍ଟାଇଲରେ ଫ୍ଲାଏଓଭରରୁ ହଠାତ୍ ଉଡି ଆସିଲା କାର୍; ଜାଣନ୍ତୁ କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣା

ହାଇଦ୍ରାବାଦ: ହାଇଦ୍ରାବାଦର ରାଏଦୁର୍ଗମ ଅଞ୍ଚଳସ୍ଥିତ ନ୍ୟୁ ବାୟୋଡାଇଭର୍ସିଟି ଫ୍ଲାଏଓଭରରେ ଆସୁଥିବା ଏକ ଦ୍ରୁତଗାମୀ କାର୍ କୌଣସି କାରଣବଶତଃ ଭାରସାମ୍ୟ ହରାଇ ହଠାତ୍ ତଳକୁ ଖସିପଡୁଛି । ଏହି ଘଟଣାରେ ଜଣେ ପଥଚାରୀ ମୃତ୍ୟୁବରଣ କରିଥିବା ବେଳେ କାର୍ ଡ୍ରାଇଭର୍ ଓ ଅନ୍ୟ୨ଜଣ ଆହତ ହୋଇଥିବା ନେଇ…

ସୁପ୍ରିମକୋର୍ଟର ପ୍ରଥମ ଓଡିଆ ପ୍ରଧାନ ବିଚାରପତି ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କ ଜୟନ୍ତୀ, ଜାଣନ୍ତୁ ତାଙ୍କ ଜୀବନୀ…

ଭୁବନେଶ୍ୱର: ସୁପ୍ରିମକୋର୍ଟର ପ୍ରଥମ ଓଡିଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ । ଓଡ଼ିଶାର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ସେ ସୁଯୋଗ୍ୟ ସନ୍ତାନ । ୧୯୨୬ ମସିହା ନଭେମ୍ବର ୨୫ ତାରିଖରେ ଖୋର୍ଦ୍ଧାର ବାଣପୁରରେ ତାଙ୍କର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୫-୧୧-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୨୫ ରିଖ ସୋମବାର ବିଛା ୯ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର:…