Latest Odisha News

BREAKING NEWS

Browsing Category

ଫିଚର

ଉତ୍କଳ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବାରେ ଆଲୁମିନି ନିଅନ୍ତୁ ବଡ ଭୂମିକା: ଧର୍ମେନ୍ଦ୍ର ପ୍ରଧାନ

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ .ଆଲୁମିନି ଆସୋସିଏସନର ବଡ ଫଣ୍ଡ ଖୋଲିବା ପାଇଁ ଉଦ୍ୟମରେ ହେବେ ସାମିଲ ବିଶ୍ୱବିଦ୍ୟାଳୟରେ ବଡ ପ୍ରେକ୍ଷାଳୟ ନିର୍ମାଣ ପାଇଁ ପ୍ରତିଶ୍ରୁତି .ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ନିମନ୍ତେ ଏକ ଗବେଷଣା କେନ୍ଦ୍ର…

ଜାଣନ୍ତୁ, ମୋବାଇଲ୍ ପରାମର୍ଶରେ କଳାହାଣ୍ଡିର ଏହି ଚାଷୀ କିପରି ପ୍ରଚୁର ଚାଷ ଅମଳ କଲେ !

କଳାହାଣ୍ଡି: ଆଜିକାଲି ‘ହାଇ-ଟେକ୍’ କୁ ପାଥେୟ କରି ସବୁକିଛି ପାଇହେଉଛି, ସେମିତି ଚାଷରେ ‘ହାଇ-ଟେକ୍’ର କାହିଁକି ଉପଯୋଗ ହୋଇ ନ’ପାରିବ? ଏବେ ଅପ୍ରତ୍ୟାଶିତ ପାଣିପାଗ ହେଉ ଅବା ଅଚାନକ ଜଳବାୟୁରେ ପରିବର୍ତ୍ତନ ଏସବୁ ଚାଷ ଲାଗି ପ୍ରତିବନ୍ଧକ ସାଜିଛି । ଏହା ଏବେ ଚାଷୀଙ୍କ ସମ୍ମୁଖରେ ଏକ ସମସ୍ୟା…

କେନ୍ଦ୍ରାପଡ଼ାର ଗହୀରମଥାରେ ପହଞ୍ଚିଲେ ଅଲିଭ୍ ରିଡ଼ଲେ କଇଁଛ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ଉପକୂଳରେ ବିରଳ ଅଲିଭ୍ ରିଡ଼ଲେ କଇଁଛ ହଜାର ହଜାର ସଂଖ୍ୟାରେ ଆସି ପହଞ୍ଚିଛନ୍ତି । ପ୍ରତିବର୍ଷ ନଭେମ୍ବର ଓ ଡ଼ିସେମ୍ବର ମାସ ବେଳକୁ ଓଡ଼ିଶାର ଋଷିକୂଲ୍ୟା ଓ ଗହୀରମଥା ଉପକୂଳକୁ ପ୍ରଜନନ ଓ ଅଣ୍ଡାଦେବାକୁ ଏହି ଅଲିଭ୍ ରିଡ଼ଲେ କଇଁଛ ଆସିଥାଆନ୍ତି…

‘ଏକଲବ୍ୟ ପୁରସ୍କାର ୨୦୧୯’ ପାଇଁ ଯୋଗ୍ୟ ବିବେଚିତ ହେଲେ ଝିଲ୍ଳୀ ଦଳବେହେରା

ଭୁବନେଶ୍ୱର: ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାରୋତଳକ ଝିଲ୍ଳୀ ଦଳବେହେରା ୨୦୧୯ ମସିହାର ସମ୍ମାଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୨୭ତମ ଏକଲବ୍ୟ ପୁରସ୍କାର ପାଇଁ ଯୋଗ୍ୟ…

ପାରାଦୀପ ବନ୍ଦରରେ ଯୁଦ୍ଧଜାହାଜ ଦେଖିବାକୁ ଲୋକଙ୍କ ଭିଡ଼

ପାରାଦୀପ: ପାରାଦୀପ ବନ୍ଦରରେ ଲାଗିଛି ଭାରତୀୟ ନୌସେନାର ଦୁଇ ଯୁଦ୍ଧଜାହାଜ ଆଇ ଏନ୍ ଏସ୍ ରାଣା ଓ ଆଇ ଏନ୍ ଏସ୍ ଘଡିଆଳ। ଏହାକୁ ଦେଖିବାକୁ ଲୋକମାନଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ପାରାଦ୍ବୀପ ରେ ରହିବାକୁ ଥିବା ଏହି ଜାହାଜକୁ ଦେଖିବାର…

ଡିସେମ୍ବର ୮ରେ ଉତ୍କଳ ୟୁନିଭର୍ସିଟି ଗସ୍ତ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କେବିନ୍ଦା ଆସନ୍ତା ୮ ତାରିଖରେ ଉତ୍କଳ ୟୁନିଭର୍ସିଟିର ପ୍ଲାଟିନମ୍ ଜୁବଲି ସମାରୋହରେ ସାମିଲ ହେବାକୁ ଯାଉଛନ୍ତି । ଏହି ଅବସରରେ ସେ ଏକ ସ୍ୱତନ୍ତ୍ର ସେସନରେ ଯୋଗ ଦେବେ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ତଥା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର…

ଓଡ଼ିଶା ସରକାରଙ୍କ ‘୫-ଟି’ କୁ ନୀତି ଆୟୋଗଙ୍କ ପ୍ରଶଂସା

ଭୁବନେଶ୍ୱର: ସ୍ୱଚ୍ଛତା ତଥା ଉତ୍ତମ ଶାସନ ବଜାୟ ରଖିବାଲାଗି ଓଡ଼ିଶା ସରକାର ଯେଉଁ ‘୫-ଟି’ ନୀତି ଅବଲମ୍ବନ କରିଛନ୍ତି ତାହାକୁ ନୀତି ଆୟୋଗ ସମର୍ଥନ କରିବା ସହିତ ପ୍ରଶଂସା କରିଛି । ରାଜ୍ୟର ଶିକ୍ଷା ପଦ୍ଧତିର ବିକାଶକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ୫ଟି ର ଏଜେଣ୍ଡା କାର୍ଯ୍ୟକାରୀ କରିଥିଲେ ।…

ଐତିହାସିକ ଦିବା-ରାତ୍ର ଟେଷ୍ଟ ସହ ୨-୦ରେ ଶୃଙ୍ଖଳା ଜିତିଲା ଭାରତ

କୋଲକାତା: ବାଂଲାଦେଶକୁ ଗୋଟିଏ ଇନିଂସ ଏବଂ ୪୬ ରନରେ ପରାସ୍ତ କରି ଭାରତ କୋଲକାତାଠାରେ ଅନୁଷ୍ଠିତ ହେଉଥିବା ଐତିହାସିକ ଦିବାରାତ୍ର ମ୍ୟାଚ୍ ଜିତିପାରିଛି । କୋଲକାତା ଟେଷ୍ଟରେ ବିଜୟ ହାସଲ କରିବା ସହିତ ଭାରତ ଏହି ଶୃଙ୍ଖଳାକୁ ୨-୦ରେ ଜିତିପାରିଛି । 9/78 from @ImIshant & it's all…

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲା: ସମସ୍ତ ପକ୍ଷକୁ ନୋଟିସ ଜାରି କଲେ କୋର୍ଟ, ଆସନ୍ତାକାଲି ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଲାଗି ରହିଥିବା ମହାରାଷ୍ଟ୍ର ରାଜନୀତିରେ ଶନିବାର ସକାଳୁ ନାଟକୀୟ ଢଙ୍ଗରେ ରାଜନୈତିକ ପରିବର୍ତ୍ତନ ଉପରେ ସର୍ବୋଚ୍ଚ ନ୍ୟାୟଳୟ ଶୁଣାଣି କରିଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ଶିବସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ସୁପ୍ରିମ…

ଆଧାର ପକ୍ଷରୁ ଲଞ୍ଚ ହେଲା ନୂଆ ମୋବାଇଲ ଆପ୍ସ…

ଭୁବନେଶ୍ୱର: ଆଧାର ସମ୍ବନ୍ଧୀୟ ନିଜର ସବୁ ଦରକାରୀ ଡାଟା ଡାଉନଲୋଡ ପାଇଁ ୟୁ.ଆଇ.ଡି.ଏ.ଆଇ ଆଧାର ଲଞ୍ଚ କଲା ତାର ନୂଆ ମୋବାଇଲ ଆପ୍ସ ଜ୍ଝ ଫଳରେ ପୁରୁଣା ଆପ୍ସ ଆଉ କାମ କରିବନି । ଏନେଇ ୟୁ.ଆଇ.ଡି.ଏ.ଆଇ ତାର ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛି ।…