Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳି

ପୁରୀ: ଆସନ୍ତାକାଲିଠାରୁ ତିନିଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପାଳନ ହେବ ଆଲୋକର ଉତ୍ସବ। ଏହାକୁ ଦେବଦୀପାବଳି ବୋଲି କୁହାଯାଏ । ଏହି ଉତ୍ସବ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ପାଳନ କରାଯାଏ । ପରମ୍ପରା ଅନୁସାରେ ଏହିଦିନ ତିନି ଦିଅଁଙ୍କର ଶ୍ରାଦ୍ଧ ବେଶ ହୋଇଥାଏ । ତିନିଠାକୁର…

ଭୁବନେଶ୍ୱରରେ ଗଡିଲା ଇଲେକ୍ଟ୍ରୋନିକ୍ ବସ୍ !

ଭୁବନେଶ୍ୱର: କ୍ରୁଟ୍ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଶନିବାର ଦିନ ଟ୍ରାଲର ଭାବେ ଗଡିଛି ଇଲେକ୍ଟ୍ରିକ୍ ବସ । ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ଟି ଇଲେକ୍ଟ୍ରୋନିକ୍ ବସ୍ ଚଳାଚଳ ପାଇଁ ଘୋଷଣା କରିଥିଲେ । ଏହି ବସ୍ ଚଳାଚଳ ଫଳରେ ସହରରେ ବାୟୁ ଓ ଧ୍ୱନି ପ୍ରଦୂଷଣ ମାତ୍ରା କମ୍…

ପିଆଜ @ ୧୦୦

ଭୁବନେଶ୍ୱର: ରାତି ପାହିଲେ ବଢ଼ିଚାଲିଛି ପିଆଜ ଦର। ଗତ ସପ୍ତାହରେ ୬୦ ଭିତରେ ଥିବା ଏବେ ୯୦ ଛୁଇଁଥିବା ବେଳେ ଆଜି କଟକରେ ପିଆଜ ଦର ୧୦୦ ଛୁଇଁଛି । ପ୍ରତିଦିନ ପିଆଜର ଅହେତୁକ ମୂଲ୍ୟ ବୃଦ୍ଧି ଖାଉଟିଙ୍କୁ କଲବଲ କରିଦେଲାଣି। ଚାରି ମାସ ତଳେ କିଲୋ ପିଛା ୨୦ ରୁ ୨୫ ଟଙ୍କାରେ ବିକ୍ରି ହେଉଥିବା…

ପାରାଦୀପ ବନ୍ଦରରେ ଲାଗିଲା ଭାରତୀୟ ଯୁଦ୍ଧଜାହାଜ; ଆଜି ଦେଖିପାରିବେ ସର୍ବସାଧାରଣ

ପାରାଦୀପ: ଭାରତୀୟ ନୌସେନାର ୨ଟି ଜାହାଜ ଆଇଏନଏସ ରାଣା ଓ ଆଇଏନଏସ ଘଡ଼ିଆଳ ଶନିବାର ରାତିରେ ପାରାଦୀପ ବନ୍ଦରରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଆଜି ସ୍କୁଲପିଲା ଓ ସର୍ବସାଧାରଣ ଏହାକୁ ଦେଖିବାକୁ ସୁଯୋଗ ପାଇବେ । ତେବେ ଏଥିପାଇଁ ନୌସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।…

ଭଦ୍ରକର ପୁରାତନ ମହାବୀର ମନ୍ଦିର; ଯେଉଁଠି ବଢିଚାଲିଛନ୍ତି ସ୍ୱୟଂ ହନୁମାନ !

ଭଦ୍ରକ: ରାମାୟଣରେ ବର୍ଣ୍ଣନା ଅନୁଯାୟୀ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ସର୍ବ ଶକ୍ତିମାନ ହନୁମାନଜୀଙ୍କ ଅସାଧ୍ୟ ସାଧନ କଥା ସମସ୍ତେ ଜାଣିଛନ୍ତି । ଯେଉଁ ସ୍ଥାନକୁ ଯିବା ଅସମ୍ଭବ ସେହି ସ୍ଥାନକୁ ଯାଇ ଶ୍ରୀ ହନୁମାନଜୀ ଅନେକଙ୍କ ପ୍ରାଣରକ୍ଷା କରିଛନ୍ତି । ମର୍ଯ୍ୟାଦା ପୁରୁଷ ପ୍ରଭୁ…

ବିଜେଡିରେ ମିଶିଲେ ପ୍ୟାରୀଙ୍କ ଝିଅ ସିକ୍ତା

ଭୁବନେଶ୍ୱର: ବିଜେଡିର ପୂର୍ବତନ ସାଂସଦ ତଥା ଦିବଂଗତ ନେତା ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି ରବିବାର ଦିନ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ସେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଶାସକ ଦଳ ବିଜେଡି (ବିଜୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୪-୧୧-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୨୪ ରିଖ ରବିବାର ବିଛା ୦୮ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଚିତ୍ରା ନକ୍ଷତ୍ର ନକ୍ଷତ୍ର ତୁଳା ଚନ୍ଦ୍ର ଘାତ…

ଉତ୍କଳ ବିଶ୍ୱବିଦ୍ୟାଳୟ ଲାଗି ୧୦୦ କୋଟି ଟଙ୍କାର ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାତୀୟସ୍ତରରେ ଉତ୍କର୍ଷତା ପ୍ରତିପାଦନ କରିପାରିଥିବା ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟ ଲାଗି ୧୦୦ କୋଟି ଟଙ୍କାର ସହାୟତା ପାଣ୍ଠି ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ବୋଲି ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଶିକ୍ଷାର ଅଭିବୃଦ୍ଧି ନିମନ୍ତେ ଉତ୍କଳ…

କୋଲକାତା ଟେଷ୍ଟ: ବାଂଲାଦଳର ସଂଘର୍ଷ ଜାରି, ପ୍ରଥମ ଦିବା-ରାତ୍ରୀ ଟେଷ୍ଟ ବିଜୟ ଲକ୍ଷ୍ୟରେ ଭାରତ

କୋଲକାତା: କୋଲକାତାର ଇଡ଼େନ ଗାର୍ଡ଼େନ ଷ୍ଟାଡ଼ିୟମରେ ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ଖେଳୁଥିବା ପ୍ରଥମ ଦିବା-ରାତ୍ର ମ୍ୟାଚର ଦ୍ୱାରଦେଶରେ ପହଞ୍ଚିଛି । ଭାରତୀୟ ଦଳର ପ୍ରଥମ ଇନିଂସ ସ୍କୋର ୩୪୭/୯ କୁ ପିଛା କରି ବାଂଲାଦେଶ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଦ୍ୱିତୀୟ ଇନିଂସରେ ବାଂଲାଦଳ ୬ ଟି…

୨୦୨୫ ସୁଦ୍ଧା ପ୍ରତିରକ୍ଷା ବିଭାଗରେ ୨୦ରୁ ୨୫ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ: କେନ୍ଦ୍ର

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆସନ୍ତା ୨୦୨୫ ମସିହା ସୁଦ୍ଧା ଦେଶରେ ୨୦ରୁ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି କେନ୍ଦ୍ର ପକ୍ଷରୁ ଶନିବାର ଦିନ ସୂଚନା ମିଳିଛି । ଏସମ୍ପର୍କରେ ସୂଚନା ଦେବାକୁ ଯାଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ତାଙ୍କର…