Latest Odisha News

BREAKING NEWS

Browsing Category

ଫିଚର

୩ ସପ୍ତାହ ପରେ ହ୍ରାସ ପାଇବ ପିଆଜ ଦର !

କଟକ: ଓଡ଼ିଶାର ପ୍ରାୟ ଅଧିକାଂଶ ସ୍ଥାନରେ ପିଆଜ ଦର ୧୦୦ ଟଙ୍କାକୁ ଛୁଇଁବାକୁ ଯାଉଥିବା ବେଳେ ଆସନ୍ତା ୩ ସପ୍ତାହ ପରେ ଦର କମିବାର ସମ୍ଭାବନା ରହିଛି ବୋଲି ପିଆଜ ବ୍ୟବସାୟୀ ଅନୁମାନ କରିଛନ୍ତି । ଗଣମାଧ୍ୟମକୁ ଶନିବାର ଦିନ ସୂଚନାଦେଇ ମାଲଗୋଦାମସ୍ଥିତ ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ…

ମହଙ୍ଗା ପଡ଼ିଲା ଇନଭର୍ଟର୍ କମ୍ପାନୀଙ୍କ ସହ ସଉଦା; ଲାଞ୍ଚନେବା ଅଭିଯୋଗରେ ୬ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ୱର: ନିକଟରେ ଏକ ସମାଚାର ଏଜେନ୍ସି ଦ୍ୱାରା କରାଯାଇଥିବା ଷ୍ଟ୍ରିଙ୍ଗ ଅପରେସନ୍ ପରେ ଓଡିଶା ସରକାର ୨ଟି ବିଦ୍ୟୁତ୍ ବିତରଣ କମ୍ପାନୀ (ଡିସକୋମ୍)ର ୬ଜଣ କନିଷ୍ଠ ଇଞ୍ଜିନିୟର (ଜେଇ)ଙ୍କୁ ନିଲମ୍ବିତ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପଇସା ନେଇ ଅବୈଧ ଭାବେ ବିଦ୍ୟୁତ୍ କାଟ୍…

ସୁପ୍ରିୟାଙ୍କ ୱାଟସଆପ୍ ଷ୍ଟାଟସକୁ ନେଇ ଚର୍ଚ୍ଚା; ମହାରାଷ୍ଟ୍ର ରାଜନୀତିରେ ପରିବାର ଓ ଦଳରେ ଫାଟ !

ମୁମ୍ବାଇ: ରାତି ପାହିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହୋଇଥାଆନ୍ତେ ମୁଖ୍ୟମନ୍ତ୍ରୀ, ମାତ୍ର ସକାଳେ ସବୁ ଓଲଟପାଲଟ ହୋଇଗଲା । ମହାରାଷ୍ଟ୍ର ଶାସନଗାଦିକୁ ନେଇ ରାତିଅଧରେ ଶିବସେନା-ଏନସିପି ଓ କଂଗ୍ରେସ ମଧ୍ୟରେ ହୋଇଥିବା ମନ୍ତ୍ରଣା ଏକରକମ ଅକାମି ହୋଇ ଓଲଟା ଫଳାଫଳ ଦେଖିବାକୁ ମିଳିଲା । ଏହି…

ମା’ ଓ ଝିଅଙ୍କ ଉପରେ ମାଡିଗଲା ଏକ୍ସପ୍ରେସ୍ ଟ୍ରେନ୍, ଦୁହେଁ ମୃତ

ଯାଜପୁର: ଯାଜପୁର ରୋଡ଼ ରେଳ ଷ୍ଟେସନ ନିକଟରେ ଶନିବାର ଦିନ ହାୱଡା-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ଉଭୟ ମୃତକ ମାଆ ଓ ଝିଅ ହୋଇଥିବା ବେଳେ ତାଙ୍କ ଘର କୋରାଇ ଥାନା ଚାନ୍ଦମା ଅଞ୍ଚଳରେ ବୋଲି ସୁତ୍ରରୁ ପ୍ରକାଶ । ପ୍ରାପ୍ତ ସୂଚନାନୁଯାୟୀ ମା’ ଓ ଝିଅ ଦୁହେଁ…

ଏବେ ଶୁଳ୍କ ଦେବେ ରାଜଧାନୀର ସିନେମା ହଲ୍ ଓ କେବୁଲ୍ ଅପରେଟର୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସହରର ୯ଟି ସିନେମା ହଲ୍ ଓ ୬ଟି କେବୁଲ୍ ଅପରେଟର୍ ମାନଙ୍କୁ ଶୁଲ୍କ ପଇଠ କରିବାକୁ ନୋଟିସ୍ ଜାରି କରାଯାଇଛି । ଜାରି ନୋଟିସ୍ ଅନୁଯାୟୀ, ବିଏମସିର ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ ସିନେମା ହଲର ମାଲିକମାନେ ବିଭିନ୍ନ…

ଦୁଗ୍ଧ ଚାଷୀ ପାଲଟିଛନ୍ତି ଏହି ଲୋକପ୍ରିୟ ଓଡ଼ିଆ ଅଭିନେତା

ଭୁବନେଶ୍ୱର: ଓଡ଼ିଶା ଅଭିନୟ ଜଗତର ଲୋକପ୍ରିୟ ଅଭିନେତା ଅଶୋକ ଦାସ ବର୍ତ୍ତମାନ କରୁଛନ୍ତି ଦୁଗ୍ଧ ବ୍ୟବସାୟ । ଉଭୟ ଛୋଟ ଇ ବଡ଼ ପରଦାରେ ନିଜ ଅଭିନୟଏ ଯାଦୁ ଦେଖାଇଥିବା ଅଶୋକ ବର୍ତ୍ତମାନ ଜଣେ ସଫଳ ଦୁଗ୍ଧ ଚାଷୀ। ପ୍ରତିଶୋଧ ଅପରାଧ ନୁହେଁ, ସନ୍ତାନ, ବ୍ୟାଚେଲର, ଏସିପି ସାଗରିକା ଏବଂ ମୀମାଂସା…

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଆଜି ଜୟନ୍ତୀ, ଜାଣନ୍ତୁ ତାଙ୍କ ଜୀବନୀ ସମ୍ପର୍କରେ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଜନମାନସରେ ଗଭୀର ପ୍ରତିଛବି ଛାଡ଼ିଯାଇଥିବା ଓଡ଼ିଶାର ଅନ୍ୟତମ ବିଶିଷ୍ଟ ଜନନାୟକ ମଧ୍ୟରେ ଖୁବ୍ ପରିଚିତ ହୋଇପାରିଥିଲେ । ୧୯୦୧ ମସିହା ନଭେମ୍ବର ୨୩ ତାରିଖରେ କଟକର ସ୍ୱରାଜ୍ୟ ଆଶ୍ରମରେ ତାଙ୍କର ଜନ୍ମ । ପିଲାଟିଦିନୁ…

ବିଜେପି ସହ ମିଶି ସରକାର ଗଢିବା ‘ଏନସିପି’ର ନିଷ୍ପତ୍ତି ନୁହେଁ: : ଏନସିପି ଅଧ୍ୟକ୍ଷ

ମୁମ୍ବାଇ: ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ବିଜେପି-ଏନସିପି ମେଣ୍ଟରେ ମହାରାଷ୍ଟ୍ରରେ ଗଠନ ହୋଇଛି ସରକାର । ତେବେ ଏହି ପରିପେକ୍ଷିରେ ଏନସିପି ମୁଖ୍ୟ ଶରଦ ପାୱାର ଦେଇଛନ୍ତି ଏକ ଚାଞ୍ଚଲ୍ୟକର ବୟାନ । ଶରଦ କହିଛନ୍ତି ଯେ, ଏନସିପି ସହ ମିଶି ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବା ତାଙ୍କ ଦଳର…

ମହାରାଷ୍ଟ୍ରରେ ରାତାରାତି ବଦଳିଲା ରାଜନୈତିକ ସମୀକରଣ; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଫଡନାଭିସ୍

ମୁମ୍ବାଇ: ବହୁ ପ୍ରତିକ୍ଷିତ ମହାରାଷ୍ଟ୍ର ଆସନକୁ ନେଇ ଜାରି ରହିଥିବା ହାଇଭୋଲଟେଜ୍ ଡ୍ରାମାର ଅନ୍ତଘଟିଛି । ରାତାରାତିି ମହାରାଷ୍ଟ୍ରରେ ରାଜନୈତିକ ସମୀକରଣ ବଦଳିଥିବା ବେଳେ ସରକାର ଗଢିଛନ୍ତି ବିଜେପି-ଏନସିପି ମେଣ୍ଟ । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୩-୧୧-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୨୩ ରିଖ ଶନିବାର ବିଛା ୦୭ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଏକାଦଶୀ ଭୁକ୍ତ ଦ୍ବାଦଶୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର…