Latest Odisha News

BREAKING NEWS

Browsing Category

ଫିଚର

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର କାର୍ତ୍ତିକପୂର୍ଣ୍ଣିମା। ଏହି ଅବସରରେ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ପୁରୀ ଠାରୁ ପଲାସା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ।ଏହି ଟ୍ରେନ…

କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଶିବସେନା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାୱନ୍ତ ଇସ୍ତଫା ଦେଇଥିବା ଜଣାପଡିଛି । କେନ୍ଦ୍ର ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଥିବା ଅରବିନ୍ଦ ଇସ୍ତଫା ଦେଇଥିବା ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହାପରେ ଶିବସେନା ବିଧିବଦ୍ଧଭାବେ…

ସାପକୁ ମାରି ମାଲିକର ପରିବାରକୁ ରକ୍ଷାକଲା ଆଉ ଏକ ପୋଷା କୁକୁର

ଜୟପୁର: ନଭେମ୍ବର ୪ ତାରିଖରେ ରାଜଧାନୀ ଉପକଣ୍ଠସ୍ଥ ଏକ ଗ୍ରାମରେ ନିଜ ମାଲିକର ପିଲାଙ୍କୁ ବଞ୍ଚାଇବାକୁ ଯାଇ ପୋଷକୁକୁର ଲାଡେନ ଏକ ବିଷାକ୍ତ ସାପକୁ ମାରି ନିଜର ପ୍ରାଣବଳି ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା । ଠିକ ସେହିଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ ।…

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କଂସ ଭୂମିକାକୁ ନେଇ ଘନେଇଲା ବିବାଦ !

ବରଗଡ଼: ଚଳିତ ବର୍ଷ ପ୍ରସିଦ୍ଧ ଧନୁଯାତ୍ରାରେ ନୂଆ କଂସ ଅଭିନୟ କରିବାକୁ ନେଇ କଳାକାର ସମନ୍ୱୟ କମିଟିରେ ବିବାଦ ସୃଷ୍ଟି ହୋଇଛି । ସାଧାରଣତଃ ଯେଉଁ କଂସ ମନୋନୟନ ହୋଇଥାଆନ୍ତି ସେ ତିନିବର୍ଷ ଲାଗି ଚୟନ ହୋଇ ଏହି ଭୂମିକାରେ ଅବତୀର୍ଣ୍ଣ ହୋଇଥାଆନ୍ତି । ବର୍ତ୍ତମାନ ୨୦୧୭ରୁ ବିଗତ ୨ ବର୍ଷ…

ବିଧାନସଭା ଅଧିବେଶନ: ସରକାରଙ୍କୁ ‘ସ୍ମିତାରାଣୀ ମୃତ୍ୟୁ ଘଟଣା’ ଓ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ପ୍ରସଙ୍ଗରେ ଘେରାଉ…

ଭୁବନେଶ୍ୱର: ଆସନ୍ତା ବୁଧବାରଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ବିରୋଧୀ ବିଜେପି ମୁଖ୍ୟତଃ ଦୁଇଟି ପ୍ରସଙ୍ଗରେ ସରକାରଙ୍କୁ ଘେରାଉ କରିବ ବୋଲି ସୋମବାର ଦିନ ଦଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଯେଉଁ ଦୁଇଟି ପ୍ରସଙ୍ଗକୁ ନେଇ ଭାରତୀୟ…

କାର୍ତ୍ତିକ ପୂର୍ଣ୍ଣିମାକୁ ନେଇ କଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ହିନ୍ଦୁମାନଙ୍କ ପାଇଁ ଏହି ପୂର୍ଣ୍ଣିମାର ମହତ୍ୱ ସର୍ବାଧିକ । ଏହି ଦିନ ଚନ୍ଦ୍ର କିରଣରେ ପ୍ରଚୁର ପରିମାଣର ସକାରାତ୍ମକ ଶକ୍ତି ରହିଥାଏ । ଏହି ପୂର୍ଣ୍ଣମୀରେ ଉପବାସ ବ୍ରତ ରଖିଲେ ହଜାରେ ଅଶ୍ୱମେଧ ଯଜ୍ଞ ଓ ରାଜସ୍ବୟ ଯଜ୍ଞର…

୫ଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ କଂଗ୍ରେସ: ନରସିଂହ ମିଶ୍ର

ଭୁବନେଶ୍ୱର : ଓଡିଶା ବିଧାନସଭାରେ ଆସନ୍ତା ନଭେମ୍ବର ୧୩ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଶୀତକାଳନୀନ ଅଧିବେଶନ । ଏହି ଅବସରରେ ରାଜ୍ୟରେ ୫ଟି କାର୍ଯ୍ୟକାରିତା ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିବା ପାଇଁ ଯୋଜନା କରୁଛି ବିରୋଧି କଂଗ୍ରେସ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ…

ଖୋର୍ଦ୍ଧା ଗଣଦୁଷ୍କର୍ମ ଘଟଣା: ପ୍ରମାଣ ଅଭାବରୁ କାର୍ ଡ୍ରାଇଭରଙ୍କୁ ଛାଡିଲା ପୋଲିସ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଚଳନ୍ତା ଗାଡି ମଧ୍ୟରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପ୍ରମାଣ ନମିଳିବାରୁ ସୋମବାର ଦିନ ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କୁ ଛାଡିଦେଇଛି । ଗତ ନଭେମ୍ବର ୭ ତାରିଖରେ ପିଏନ୍ କଲେଜ ନିକଟ ୧୬ନଂ ଜାତୀୟ ରାଜପଥ ନିକଟରେ ସମ୍ପୃକ୍ତ ପିଡିତାଙ୍କୁ…

କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁସାଗର ଶୋଭାକୁ ଦ୍ବିଗୁଣିତ କରିବ ଏହି ସ୍ବତନ୍ତ୍ର ଡଙ୍ଗା

ଭୁବନେଶ୍ୱର: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବକୁ ଅତି ଶ୍ରଦ୍ଧାର ସହ ପାଳନ କରାଯାଏ । ଶ୍ରଦ୍ଧାଳୁ ମାନେ ବଢି ଭୋରୁ ଉଠି ନିଜ ନିଜ ବୋଇତକୁ ପାନ ଗୁଆରେ ସଜାଇ ଭସାଇଦିଅନ୍ତି । କୁହାଯାଏ ପବିତ୍ର କାର୍ତିକମାସର ଶେଷ ଦିନରେ ଏହିଭଳି ବୋଇତ ଭାସାଇଲେ କୋଟି…

ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ବାନ୍ଦିପୋରାଠାରେ ସୋମବାର ଦିନ ସୁରକ୍ଷାକର୍ମୀଙ୍କୁ ଗୁଳିରେ ଦୁଇ ଜଣ ଅତଙ୍କାବାଦୀ ନିହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ରବିବାର…