Latest Odisha News

BREAKING NEWS

Browsing Category

ଫିଚର

ହାଇଦ୍ରାବାଦରେ ୨ଟି ଟ୍ରେନ୍ ମୁହଁମୁହିଁ ଧକ୍କା, ବହୁ ଯାତ୍ରୀ ଆହତ

ହାଇଦ୍ରାବାଦ: ହାଇଦ୍ରାବାଦର କୋଚିଗୁଡା ରେଳ ଷ୍ଟେସନ୍ ନିକଟରେ ୨ଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବାଫଳରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1193781933689323520?s=08 ଗଣମାଧ୍ୟମରେ…

ପାରାଦୀପର ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା: ଆଜି ହେଉଛି ପ୍ରଥମ ଦିନ

ପରାଦ୍ବୀପ: ଆଜିଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ କଳିଙ୍ଗ ବଳିଯାତ୍ରା । ପରାଦ୍ବୀପ ଠାରେ ଅନୁଷ୍ଠିତ ହେଉଥିବା ଏହି ପ୍ରସିଦ୍ଧ ଯାତ୍ରା ପାଇଁ ବାଲିଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ଆଜିଠାରୁ ଆରମ୍ଭ ହୋଇ ୧୮ ତାରିଖ ଯାଏଁ ଚାଲିବ ଏହି ମେଳା ।…

ପଞ୍ଚୁକ ଚତୁର୍ଦ୍ଦଶୀ ଅବସରରେ ଲକ୍ଷ୍ମୀ-ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ପୁରୀ : ଆଜି ପଞ୍ଚୁକର ଚତୁର୍ଥ ଦିନ ଅର୍ଥାତ ପଞ୍ଚୁକ ଚତୁର୍ଦ୍ଦଶୀ ଅବସରରେ ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ। ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଏହି…

ମହିଳା ଟି-୨୦: ୧୫ ବର୍ଷିୟା ସେଫାଳୀ ବର୍ମାଙ୍କ ଦମଦାର୍ ବ୍ୟାଟିଂ, ଭାରତ ୧୦ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କଲା !

ସେଣ୍ଟଲୁସିଆ: କ୍ରିକେଟରେ ଉଭୟ ପୁରୁଷ ଓ ମହିଳା ଭାରତୀୟ ଦଳ କମାଲ୍ କରୁଛନ୍ତି । ରବିବାର ଦିନ ନାଗପୁରଠାରେ ବାଂଲାଦେଶକୁ ପରାସ୍ତ କରି ଭାରତ ଟି-୨୦ ଶୃଙ୍ଖଳା ହାତେଥିବା ବେଳେ ଏବେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ମହିଳା ଭାରତୀୟ ଦଳ ଦିନିକିଆ ସିରିଜ୍ ଜିତିବା ପରେ ଏବେ ଟି-ଟ୍ୱେଣ୍ଟିରେ ବିଜୟ…

ପ୍ରବାସୀ ଓଡିଆ ବ୍ରହ୍ମା ମହାନ୍ତି ହେଲେ ବ୍ରିିଟିଶ ସାଂସଦ ପ୍ରାର୍ଥୀ

ଲଣ୍ଡନ: ୟୁନାଇଟେଡ୍ କିଙ୍ଗଡମ୍(ୟୁକେ)ରେ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନ ଲଢିବାକୁ ଯାଉଛନ୍ତି ଭାରତର ମୂଳ ବାସିନ୍ଦା ବ୍ରହ୍ମା ମିହିର ମହାନ୍ତି । ଆସନ୍ତା ଡିସେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଲେବର୍ ପାର୍ଟି ପକ୍ଷରୁ ଦକ୍ଷିଣ ପୂର୍ବ ଇଂଲଣ୍ଡର ଏକ…

ପୂର୍ବତନ ନିର୍ବାଚନ କମିଶନର ଟିଏନ୍ ଶେଷାନଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପୂର୍ବତନ ନିର୍ବାଚନ କମିଶନର(ସିଇସି) ଟିଏନ୍ ଶେଷନଙ୍କ ଚେନ୍ନାଇସ୍ଥିତ ବାସଭବନରେ ରବିବାର ଦିନ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସେ ୧୦ତମ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଭାବେ ଦାୟିତ୍ୱ ନିର୍ବାହ କରିଥବଲେ । ଆହୁରି ମଧ୍ୟ ସ୍ୱର୍ଗତଃ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୧-୧୧-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୧୧ ରିଖ ସୋମବାର ତୁଳା ୨୫ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-:…

ଚାହରଙ୍କ ହ୍ୟାଟ୍ରିକ ସହ ବୋଲରଙ୍କ ଘାତକ ବୋଲିଂ; ବାଂଲାଦେଶକୁ ୩୦ ରନରେ ପରାସ୍ତ କରି ଭାରତ ସିରିଜ୍ ବିଜୟୀ…

ନାଗପୁର: ଭାରତୀୟ ବୋଲରଙ୍କ ଘାତକ ବୋଲିଂ ପ୍ରଦର୍ଶନରେ ବାଂଲାଦେଶ ଧରାଶାୟୀ ହୋଇପଡ଼ିଛି । ଦୀପକ ଚାହରଙ୍କ ଚମତ୍କାର ହ୍ୟାଟ୍ରିକ ଭାରତର ବିଜୟକୁ ଅଧିକ ମଜବୁତ କରିପାରିଛି । ଭାରତ ନାଗପୁରଠାରେ ଖେଳାଯାଇଥିବା ଚୂଡ଼ାନ୍ତ ଟି-୨୦ ମ୍ୟାଚରେ ବାଂଲାଦେଶ ଦଳକୁ ୩୦ ରନରେ ପରାସ୍ତ କରି ଶୃଙ୍ଖଳା…

ବୁଲବୁଲ୍ ବାତ୍ୟାରେ ୬ଟି ଜିଲ୍ଲାର ଚାଷଜମି ନଷ୍ଟ ହୋଇଛି: ଏସଆରସି

ଭୁବନେଶ୍ୱର: ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିନଶନର୍ (ଏସଆରସି) ପ୍ରଦୀପ ଜେନା ରବିବାର ଦିନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି, ଓଡ଼ିଶାର ୬ଟି ଜିଲ୍ଲା ଯଥାକ୍ରମେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଏବଂ ଯାଜପୁର ଜିଲ୍ଲାରେ ଚାଷଜମି ନଷ୍ଟ ହେବା ସହିତ ଧାନଫସଲର…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ବାତ୍ୟା ପ୍ରପୀଡ଼ିତ ଜିଲ୍ଲା ପରିଦର୍ଶନ କରିବେ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ସମସ୍ତ ବାତ୍ୟା ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକୁ ଆକାଶମାର୍ଗରୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ବାତ୍ୟା ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକ ପରିଦର୍ଶନ କରିବା ପରେ ସନ୍ଧ୍ୟା ସମୟରେ ରାଜଧାନୀସ୍ଥିତ ଲୋକସେବା ଭବନରେ ଏକ…