Latest Odisha News

BREAKING NEWS

Browsing Category

ଫିଚର

କଟକ-ଟାଙ୍ଗୀ ରେଲୱେ ଲେବୁଲ୍ କ୍ରସିଂ ଫାଟକ ଅଧାରୁ ଖସିଲା, ୪ ଗୁରୁତର ଆହତ

କଟକ: କଟକ-ଟାଙ୍ଗୀ ରେଲୱେ ଲେବୁଲ୍ କ୍ରସିରେ ଦୁର୍ଘଟଣା ଘଟିଛି । ଲେବୁଲ୍ କ୍ରସିଂ ଫାଟକ ଅଧାରୁ ଦୁର୍ଭାଗ୍ୟବଶତଃ ଖସି ପଡ଼ିବାରୁ ୪ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ସନ୍ଧ୍ୟା 6ରେ ଏକ ଟ୍ରେନ କ୍ରସ କଲାପରେ ଫାଟକ ଟି ଉଠିଥିଲା। ଫାଟକ ଉଠିବା ପରେ ଉଭୟ…

ଦିଲ୍ଲୀ ଭଳି ପ୍ରଦୂଷିତ ଅଞ୍ଚଳରେ ରହୁଥିଲେ କିପରି ନେବେ ନିଜ ସ୍ୱାସ୍ଥ୍ୟର ଯତ୍ନ, ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀ ସବୁଠାରୁ ପ୍ରଦୂଷଣ ଜନିତ ସହର ଭାବେ ପରିଗଣିତ ହୋଇସାରିଛି । ୱାର୍ଲଡ ହେଲଥ ଅର୍ଗାନାଇଜେସନ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର । ବର୍ତ୍ତମାନ ଦିଲ୍ଲୀର ସ୍ଥିତି ଅତି ସଙ୍କଟଜନକ । ତେବେ ଦୀପାବଳି ପରର ଅବସ୍ଥା ନକହିବା ଭଲ । ବାୟୁ…

ପୋଲିସଙ୍କୁ ଓକିଲଙ୍କ ଆକ୍ରମଣ ଘଟଣା: ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ନଭେମ୍ବର ୨ ତାରିଖରେ ଦିଲ୍ଲୀର ତୀସ ହଜାରୀ କୋର୍ଟ ବାହାରେ ପୁଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ଘଟଣା ମଙ୍ଗଳବାର ଦିନ ଏକ ନୂଆମୋଡ଼ ନେଇଛି । ଏହାକୁ ପ୍ରତିବାଦ କରି ଗତ ତିନି ଧରି ଆଇନଜୀବୀମାନେ ଏଠାରେ ଧାରଣକୁ ଓହ୍ଲାଇ ଥିବାବେଳେ ଆଜି ପୁଲିସ କର୍ମୀମାନେ…

ଓଡ଼ିଆଣୀ ବେଶରେ ଶ୍ରୀରାଧାରାଣୀ; ସାକ୍ଷୀଗୋପାଳରେ ପାଦଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ: ଆଜି ପବିତ୍ର ଅଁଳା ନବମୀ ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର ଉତ୍ସବ ମୁଖର ହୋଇପଡ଼ିଛି । ଆଜି ଶ୍ରୀରାଧାରାଣୀ ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଆଜିପରି ଏକ ପବିତ୍ର ତିଥିରେ ମନ୍ଦିର ମଧ୍ୟରେ ଶ୍ରୀରାଧାକୃଷ୍ଣଙ୍କୁ ଦର୍ଶନ କରିବାକୁ…

ଆଗାମୀ ଦିନରେ ଆହୁରି ବଢିବ ପିଆଜ ଦର: ମନ୍ତ୍ରୀ

ଭୁବନେଶ୍ୱର: ଏବେ ଓଡ଼ିଶାରେ ପିଆଜ ଦର ଆକାଶଛୁଆଁ ହୋଇଥିବା ବେଳେ ରାଜ୍ୟ ସରକାର ମଙ୍ଗଳବାର ଚେତାବନୀ ଦେଇ କହିଛନ୍ତି ଆଗକୁ ପିଆଜ ଦର ଆହୁରି ବୃଦ୍ଧି ପାଇବ । ଗଣମାଧ୍ୟମକୁ ସୂଚନାଦେଇ ଖାଦ୍ୟ ଯୋଗାଣ ଓ ଖାଉଟୀ ସୁରକ୍ଷା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ପଡ଼ୋଶୀ ଆନ୍ଧ୍ର ପ୍ରଦେଶ,…

ପ୍ରଦୂଷଣ ରୋକିବାକୁ ବିଶ୍ୱପ୍ରସିଦ୍ଧ ‘ତାଜମହଲ’ରେ ଲାଗିଲା ଏୟାର୍ ପ୍ୟୁରିଫାୟର୍

ନୂଆଦିଲ୍ଲୀ: ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଏବେ ପ୍ରଦୂଷିତ ବାୟୁରେ କବଳିତ । ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶରେ ବାୟୁ ପ୍ରଦୂଷଣ ଯୋଗୁଁ ଏବେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱପ୍ରସିଦ୍ଧ ତାଜମହଲ ପରିସରରେ ଦୁଇଟି ଏୟାର୍ ପ୍ୟୁରିଫାୟର ସଂଯୋଗ…

ନିର୍ଭରଯୋଗ୍ୟ ଗୋବର ନିର୍ମିତ ଜାଳେଣୀ; ଜାଣନ୍ତୁ ଓଡ଼ିଶାର କେଉଁଠି ହେଉଛି ତିଆରି…

ଭୁବନେଶ୍ୱର: ଆପଣମାନେ ଗଛରୁ ବାହାରୁଥିବା କାଠ ସମ୍ପର୍କରେ ତ ଜାଣିଥିବେ କିନ୍ତୁ ଗୋବରରେ ତିଆରି କାଠ କଥା ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । ଯାହା ଏକପ୍ରକାର କାଠର ଭ୍ରମ ସୃଷ୍ଟି କରିଥାଏ। ଏଭଳି ଏକ ଅଭିନବ ପଦକ୍ଷେପ ନେଇଛନ୍ତି କଟକ ନୂଆବଜାର ସ୍ଥିତ ଗୋ-ଶାଳା କର୍ତ୍ତୃପକ୍ଷ ।…

ପ୍ରବଳ ବର୍ଷା ଆଶଙ୍କା, ୧୫ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ତଥା ବର୍ଷା ସ୍ଥିତିକୁ ନେଇ ସତର୍କ ରହିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଙ୍ଗଳବାର ଦିନ ଆଲର୍ଟ ଜାରି କରାଯାଇଛି । ଉତ୍ତର ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଥିବା ବେଳେ ଏହା ଧିରେ ଧିରେ ଉତ୍ତର…

ଆସନ୍ତା ୩୬ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ଅବପାତ !

ଭୁବନେଶ୍ୱର/ନୂଆଦିଲ୍ଲୀ: ଉତ୍ତର ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଥିବା ବେଳେ ଏହା ଧିରେ ଧିରେ ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମଙ୍ଗଳବାର ଦିନ ସତର୍କ ସୂଚନା ଜାରି କରାଯାଇଛି । ଏନେଇ ଆଇଏମଡିର…

‘ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ’ ପାଇଲେ ଓଡିଆ ପୁଅ ଶ୍ରୀତମ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶୋଭାରମପୁର ଗ୍ରାମର ମୂଳ ବାସିନ୍ଦା ଶ୍ରୀତମ କୁମାର ସେଠୀ ଫଟୋଗ୍ରାଫିରେ ଅନ୍ତର୍ଜାତୀୟ ପୁରସ୍କାର ଜିତିଛନ୍ତି । ନିକଟରେ ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ଇଭେଣ୍ଟ ଫଟୋଗ୍ରାଫର ଅଫ୍ ଦ ଇୟର’ରେ ସେ ସମ୍ମାନିତ ହୋଇଛନ୍ତି । ଏଥିସହିତ ପୁରସ୍କାର ରାଶି…