Latest Odisha News

BREAKING NEWS

Browsing Category

ଫିଚର

ମହିଳାଯାତ୍ରୀଙ୍କ ଲାଗି ବସ ଯାତ୍ରା ମାଗଣା; ଦିଲ୍ଲୀରେ ଆଜିଠୁ ଲାଗୁ ହେଲା ନିୟମ !

ନୂଆଦିଲ୍ଲୀ: ମହିଳାମାନଙ୍କ ସୁରକ୍ଷା ତଥା ସଶକ୍ତିକରଣ ନିମନ୍ତେ ଦିଲ୍ଲୀ ସରକାର ଆଜି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ଦିଲ୍ଲୀରେ ମହିଳାମାନେ ସମ୍ପୂର୍ଣ୍ଣ ମାଗଣାରେ ବସ୍ ଯାତ୍ରା କରିପାରିବେ । Delhi: Free travel for women in Delhi Transport Corporation (DTC)…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୯-୧୦-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ୨୯ ରିଖ ମଙ୍ଗଳବାର ତୁଳା ୧୨ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥି ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର ଘାତ…

ହିନ୍ଦୁ ଓ ମୁସଲମାନଙ୍କୁ ଏକାଠି କରିଛି ଓଡ଼ିଶାର ଏହି ସ୍ଥାନର କାଳୀପୂଜା, ଜାଣନ୍ତୁ…

ରାଜକନିକା: ମଙ୍ଗଳମୟୀ, ଶତ୍ରୁସଂହାରିଣୀ ମହାମାୟା ମା’ କାଳୀଙ୍କ ପୂଜା ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହୋଇ ଆସୁଛି । ଏହି ପୃଥିବୀ ପୃଷ୍ଠରୁ ଦୁଷ୍ଟ, ଦୂରାଚାରୀ ବା ରାକ୍ଷସ ଶକ୍ତିକୁ ସମ୍ପୂର୍ଣ୍ଣ ନାଶ କରିବାକୁ ମା’ କାଳୀଙ୍କ ଆବିର୍ଭାବ । ସର୍ବଶକ୍ତିମୟୀ ମା’କାଳୀଙ୍କୁ ଉପାସନା କରିବା…

୫ଟି କାର୍ଯ୍ୟକ୍ରମରେ ଡ଼ାକ୍ତର ଓ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟସେବାରେ ନିୟୋଜିତ ଡ଼ାକ୍ତର ଓ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିବା ନିଷ୍ଠାପର କର୍ମଚାରୀମାନଙ୍କୁ ପୁରସ୍କୃତ କରାଯିବ । ୫ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଚିକିତ୍ସାସେବାରେ ନିୟୋଜିତ ରହିଥିବା ଡ଼ାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ପୁରସ୍କାର ରାଶି ପ୍ରଦାନ…

ଯାଜପୁର ପିଇଓ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ଦେବାକୁ କହିଲେ ରାଜ୍ୟ ମହିଳା କମିଶନ

ଭୁବନେଶ୍ୱର: ଯାଜପୁର ପିଇଓ ସ୍ମୃତିରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ରାଜ୍ୟ ମହିଳା କମିଶନ ସୋମବାର ଦିନ ଅନୁରୋଧ କରିଛନ୍ତି । ଏହି ଘଟଣାରେ ସ୍ଥାନୀୟ ପୋଲିସଙ୍କ ତଦନ୍ତ ଅସନ୍ତୋଷ ପ୍ରକାଶ କରିବା ସହିତ ଏହି ତଦନ୍ତ ଭାର…

ସମ୍ବଲପୁରରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୭୦ଟି ଦୋକାନ

ସମ୍ବଲପୁର: ସମ୍ବଲପୁରସ୍ଥିତ ଗୋଲବଜାର ଦୈନିକ ପରିବା ମାର୍କେଟରେ ସୋମବାର ଦିନ ଅଗ୍ନିକାଣ୍ଡ ଘଟି ପ୍ରାୟ ୭୦ଟି ଦୋକାନ ଜଳିଜାଇଛି । ଏଏନଆଇ ସୂତ୍ରରୁ ଜଣାପଡ଼ିଛି ଯେ, ବଜାରରେ ଥିବା ଏକ ପୂଜା ପେଣ୍ଡାଲରେ ଦୀପ ଦ୍ୱାରା ନିଆଁ ଲାଗି ଯାଇଥିଲା । ଦିନ ପ୍ରାୟ ୨ଟା ୩୦ ସମୟରେ ଏହି ଅଗ୍ନିକାଣ୍ଡ…

୫୮୭ ଥାନା ପାଇଁ ବାର୍ଷିକ ୧୭.୫ କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନସି ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ‘ମୋ ସରକାର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଥାନାଗୁଡିକରେ ଜନସାଧାରଣ କିପରି ସେବା ପାଉଛନ୍ତି ସେ ସଂପର୍କରେ ନିୟମିତ ମତାମତ ନେଉଛନ୍ତି । ଥାନାଗୁଡ଼ିକ ଯେପରି ଅଧିକ ଦକ୍ଷତାର ସହ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇ ଦେଇପାରିବେ ତାକୁ ଦୃଷ୍ଟିରେ…

ଆଉ ଲାଞ୍ଚ ନେବେ ନାହିଁ ସରକାରୀ କର୍ମଚାରୀ !

ଭୁବନେଶ୍ୱର: ଆଉ ଲାଞ୍ଚ ନେବେ ନାହିଁ ସରକାରୀ କର୍ମଚାରୀ । କୌଣସି କାର୍ଯ୍ୟ କରିବା ସମୟରେ ଲାଞ୍ଚ ନନେବା ପାଇଁ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି ସରକାରୀ କର୍ମଚାରୀ । ଲୋକସେବା ଭବନର ସବୁ ବିଭାଗର ସମସ୍ତ ସଚିବଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜି ଛିଡା…

ଦୀପାବଳି ଉତ୍ସବ ଜନିତ ଦୁର୍ଘଟଣା: ଓଡ଼ିଶାରେ ୨ମୃତ

ଭୁବନେଶ୍ୱର: ଦୀପାବଳି ଉତ୍ସବ ପାଳନର ଦିନକ ପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଥିଯୋଗୁଁ ଦୁର୍ଘଟଣା ଘଟି ୨ ଜଣଙ୍କ ପ୍ରାଣହାନୀ ଘଟିଥିବା ଖବର ମିଳିଛି । ବାଲେଶ୍ୱର ଜିଲ୍ଲାରେ ଅଇରି ମୁଣ୍ଡା ନାମକ ଜଣେ ବ୍ୟକ୍ତି ନିଜ ପୁଅକୁ ନେଇ ଦୀପାବଳି ଉତ୍ସବ ପାଳିବାକୁ ଘରକୁ ଯାଉଥିବା ବେଳେ ନଈରେ…

ଶ୍ରୀମନ୍ଦିର ପରିସରରେ ଟିକଟକ ଭିଡିଓ; ସୋସିଆଲ ମିଡିଆରେ ଭାଇରାଲ

ପୁରୀ: ପୁଣି ଭାଇରାଲ ହେଲା ପୁରୀ ମନ୍ଦିର ପରିସରର ଚିତ୍ର । ଏଥର ଫଟୋ ନୁହେଁ ବରଂ ଏକ ଟିକଟକ ଭିଡ଼ିଓ ଜରିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ପରିସରର ଚିତ୍ର । ଶ୍ରୀମନ୍ଦିର ପରିସରରେ ଥିବା ଭୋଗମଣ୍ଡପ ସାମ୍ନାରେ ଏହି ଟିକଟକ ଭିଡ଼ିଓଟି ରେକର୍ଡ଼ିଂ ହୋଇଥିବା ଏଥିରୁ ଜଣାପଡୁଛି । ଏହି ଭିଡ଼ିଓଟି…